ଝାରଖଣ୍ଡ ବିପକ୍ଷରେ ଓଡ଼ିଶାର ଜବରଦସ୍ତ ଆରମ୍ଭ, ଦେବାଶିଷଙ୍କ ଅର୍ଦ୍ଧଶତକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଣଜୀ ଟ୍ରଫିର ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପାଇଁ ନିଶ୍ଚିତ ବିଜୟ ଅପେକ୍ଷାରେ ଥିବା ଓଡ଼ିଶା ଆଜି ଝାରଖଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ମଇଦାନକୁ ଓହ୍ଲାଇଛି। କଟକର ବାରବାଟୀ ଷ୍ଟାଡିୟମରେ ଟସ୍‌ ଜିତି ଝାରଖଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ପ୍ରଥମ ଦିନରେ ଓଡ଼ିଶା ୪ ୱିକେଟ ହରାଇ ୨୦୫ ରନ୍‌ କରି ନେଇଛି। ଷ୍ଟମ୍ପ ଅପସାରଣ ବେଳକୁ ଦେବାଶିଷ ସାମନ୍ତରାୟ ୬୭ ଓ ବିପ୍ଳବ ସାମନ୍ତରାୟ ୧୬ ରନ୍‌ କରି ଅପରାଜିତ ରହିଛନ୍ତି। ଦଳ […]

qwde

qwde

Hemant Lenka
  • Published: Wednesday, 12 February 2020
  • Updated: 12 February 2020, 07:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଣଜୀ ଟ୍ରଫିର ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପାଇଁ ନିଶ୍ଚିତ ବିଜୟ ଅପେକ୍ଷାରେ ଥିବା ଓଡ଼ିଶା ଆଜି ଝାରଖଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ମଇଦାନକୁ ଓହ୍ଲାଇଛି। କଟକର ବାରବାଟୀ ଷ୍ଟାଡିୟମରେ ଟସ୍‌ ଜିତି ଝାରଖଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ପ୍ରଥମ ଦିନରେ ଓଡ଼ିଶା ୪ ୱିକେଟ ହରାଇ ୨୦୫ ରନ୍‌ କରି ନେଇଛି। ଷ୍ଟମ୍ପ ଅପସାରଣ ବେଳକୁ ଦେବାଶିଷ ସାମନ୍ତରାୟ ୬୭ ଓ ବିପ୍ଳବ ସାମନ୍ତରାୟ ୧୬ ରନ୍‌ କରି ଅପରାଜିତ ରହିଛନ୍ତି। ଦଳ ପାଖରେ ଆହୁରି ୬ଟି ୱିକେଟ ଥିବାରୁ ଓଡ଼ିଶା ବଡ଼ ଅଗ୍ରଣୀ ଲକ୍ଷ୍ୟ ନେଇ ଆସନ୍ତାକାଲି ଖେଳ ଆରମ୍ଭ କରିବ।

ବାରବାଟୀର ଘାସୁଆ ପିଚରେ ଟସ୍‌ ଜିତି ଝାରଖଣ୍ଡ ବୋଲିଂ ନିଷ୍ପତ୍ତି ନେଇଥିଲା। ଓଡ଼ିଶାର ଦୁଇ ଓପନର ଶାନ୍ତନୁ ମିଶ୍ର ଓ ଅନୁରାଗ ଷଡ଼ଙ୍ଗୀ ସତର୍କତାର ସହ ଖେଳିବାକୁ ଚେଷ୍ଟା କରିଥିଲେ। ହେଲେ ଶାନ୍ତନୁ କେବଳ ୪ ରନ୍‌ କରି ଆଶିଷ କୁମାରଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଯାଇଥିଲେ।

ଦ୍ୱିତୀୟ ୱିକେଟ ପାଇଁ ଅନୁରାଗ ଓ ଦେବାଶିଷ ସାମାନ୍ତରାୟ ଲଢ଼ୁଆ ବ୍ୟାଟିଂ କରିଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୬୭ ରନ୍‌ର ଭାଗିଦାରୀ କରିବା ସହ ଅନୁରାଗ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୯୬ ଥିବା ବେଳେ ବ୍ୟକ୍ତିଗତ ୬୫ କରି ଅନୁରାଗ ଆଶିଷ କୁମାରଙ୍କ ବଲରେ ଈଶାନ କିଷନଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ।

ଗୋବିଦ୍ଦ ପୋଦ୍ଦାର କିଛି ସମୟ ପାଇଁ ଦେବାଶିଷଙ୍କ ସାଥ ଦେଇଥିଲେ। ହେଲେ ଦଳୀୟ ସ୍କୋର ୧୪୭ ଥିବା ବେଳେ ପୋଦ୍ଦାର ବ୍ୟକ୍ତିଗତ ୩୧ ରନ୍‌ କରି ଉତ୍କର୍ଷ ସିଂହ ବଲରେ ଆଉଟ ହୋଇଥିଲେ। ଅଧିନାୟକ ଶୁଭ୍ରାଂଶୁ ସେନାପତି କେବଳ ୧୯ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

ଇତି ମଧ୍ୟରେ ଗୋଟିଏ ପାର୍ଶ୍ୱରେ ଛିଡ଼ା ହୋଇଥିବା ଦେବାଶିଷ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ଅଭିଜ୍ଞ ବିପ୍ଳବ ସାମନ୍ତରାୟ ଭରୂପୂର ସହଯୋଗ କରିଥିଲେ। ଉଭୟ ୫ମ ୱିକେଟ ପାଇଁ ଅପରାଜିତ ୨୯ ରନ୍‌ର ଭାଗିଦାରୀ କରିବା ସହ ଷ୍ଟମ୍ପ ଅପସାରଣ ଯାଏ ଓଡ଼ିଶାକୁ ଆଉ କୌଣସି କ୍ଷତି ସହିବାକୁ ଦେଇ ନଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଦେବାଶିଷ ୬୭ ଓ ବିପ୍ଳବ ୧୬ ରନ୍‌ କରି ଅପରାଜିତ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story