ଓଡ଼ିଶା ୩୨୪ରେ ଅଲ୍‌ ଆଉଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ କିଟ୍ ଷ୍ଟାଡିୟମ୍‌ରେ ଓଡ଼ିଶା ଓ ହରିୟାଣା ମଧ୍ୟରେ ରଣଜି ମ୍ୟାଚ୍ ଚାଲିଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଓଡ଼ିଶା ୩୨୪ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଛି। ହରିୟାଣା ବ୍ୟାଟିଂ କରୁଛି। ଓଡ଼ିଶା ଗତକାଲି ପ୍ରଥମ ଦିନରେ ୬ ୱିକେଟ୍ ହରାଇ ୨୩୨ ରନ୍ କରିଥିଲା। ଆଜି ଆଉ ୯୨ ରନ୍‌ ଯୋଡ଼ି ଦଳ ଅଲ୍‌ ଆଉଟ୍ ହୋଇଯାଇଥିଲା। ଗତକାଲି ଅନୁରାଗ ଷଡ଼ଙ୍ଗୀଙ୍କୁ ଛାଡ଼ି ଆଉ […]

bat

bat

Jitendra Garnayak
  • Published: Friday, 02 November 2018
  • Updated: 02 November 2018, 01:18 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ କିଟ୍ ଷ୍ଟାଡିୟମ୍‌ରେ ଓଡ଼ିଶା ଓ ହରିୟାଣା ମଧ୍ୟରେ ରଣଜି ମ୍ୟାଚ୍ ଚାଲିଛି।

ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଓଡ଼ିଶା ୩୨୪ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଛି। ହରିୟାଣା ବ୍ୟାଟିଂ କରୁଛି।

ଓଡ଼ିଶା ଗତକାଲି ପ୍ରଥମ ଦିନରେ ୬ ୱିକେଟ୍ ହରାଇ ୨୩୨ ରନ୍ କରିଥିଲା। ଆଜି ଆଉ ୯୨ ରନ୍‌ ଯୋଡ଼ି ଦଳ ଅଲ୍‌ ଆଉଟ୍ ହୋଇଯାଇଥିଲା।

ଗତକାଲି ଅନୁରାଗ ଷଡ଼ଙ୍ଗୀଙ୍କୁ ଛାଡ଼ି ଆଉ କେହି ଭଲ ଖେଳି ପାରି ନଥିଲେ। ସେ ୧୯୦ ବଲ୍‌ରୁ ୧୧୪ ରନ୍ କରିଥିଲେ। ଶାନ୍ତନୁ ମିଶ୍ର ୩୦ ରନ୍ ଓ ଦେବବ୍ରତ ପ୍ରଧାନ ୭ ରନ୍ କରି ନଟ୍ ଆଉଟ୍ ରହିଥିଲେ। ଆଜି ଏ ଦୁହେଁ ଯଥାକ୍ରମେ ୭୧ ଓ ୩୬ ରନ୍ କରି ଆଉଟ୍ ହୋଇଥିଲେ।

ପ୍ରଥମ ଇନିଂସରେ ଅଧିନାୟକ ବିପ୍ଳବ ସାମନ୍ତରାୟ ୯ ରନ୍ କରିଥିବା ବେଳେ ଗୋବିନ୍ଦ ପୋଦ୍ଦାର ୧୪ ରନ୍ କରିଥିଲେ।

ହରିୟାଣା ପକ୍ଷରୁ ଟିନୁ କୁଣ୍ଡୁ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଅଧିନାୟକ ମୋହିତ ଶର୍ମା ଓ ଏଚ୍‌.ଭି ପଟେଲ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story