ଓଡ଼ିଶା-ଆସାମ ରଜଣୀ ମ୍ୟାଚ୍‌ ଡ୍ର

ଭୁବନେଶ୍ୱର: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସ୍‌ନାଲ୍ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ଆସାମ ରଣଜୀ ମ୍ୟାଚ ଡ୍ରରେ ଶେଷ ହୋଇଛି। ପ୍ରଥମ ଇଂନିସ୍‌ ଅଗ୍ରଣୀ ଭିତ୍ତିରେ ଓଡ଼ିଶାକୁ ୩ ପଏଣ୍ଟ ମିଳିଥିବା ବେଳେ ଆସାମ ୧ ପଏଣ୍ଟ ପାଇଛି। ଓଡ଼ିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ଧୂଆଁଧାର ୨୨୫ (୨୧ ଚୌକା, ୨ ଛକ)  ରନ୍‌ ଏବଂ ବିପ୍ଲବ ସାମନ୍ତରାୟଙ୍କ ୧୦୩ ରନ (୭ ଚୌକା) ବଳରେ ଓଡ଼ିଶା ଗତକାଲି ୭ ୱିକେଟ୍‌ ହରାଇ ୪୫୯ ରନ୍‌ ସଂଗ୍ରହ କରିଥିଲା। ଆଜି […]

govind-poddar

govind-poddar

Rakesh Mallick
  • Published: Wednesday, 16 November 2016
  • Updated: 16 November 2016, 05:43 PM IST

Sports

Latest News

govind-poddarଭୁବନେଶ୍ୱର: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସ୍‌ନାଲ୍ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ଆସାମ ରଣଜୀ ମ୍ୟାଚ ଡ୍ରରେ ଶେଷ ହୋଇଛି। ପ୍ରଥମ ଇଂନିସ୍‌ ଅଗ୍ରଣୀ ଭିତ୍ତିରେ ଓଡ଼ିଶାକୁ ୩ ପଏଣ୍ଟ ମିଳିଥିବା ବେଳେ ଆସାମ ୧ ପଏଣ୍ଟ ପାଇଛି।

ଓଡ଼ିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ଧୂଆଁଧାର ୨୨୫ (୨୧ ଚୌକା, ୨ ଛକ)  ରନ୍‌ ଏବଂ ବିପ୍ଲବ ସାମନ୍ତରାୟଙ୍କ ୧୦୩ ରନ (୭ ଚୌକା) ବଳରେ ଓଡ଼ିଶା ଗତକାଲି ୭ ୱିକେଟ୍‌ ହରାଇ ୪୫୯ ରନ୍‌ ସଂଗ୍ରହ କରିଥିଲା। ଆଜି ଓଡ଼ିଶା ଖେଳିବାକୁ ନ ଆସି ପାଳି ଘୋଷଣା କରିଥିଲା। ଆଜି ଶେଷଦିନରେ ଆସାମ ଦ୍ୱିତୀୟ ପାଳି ବ୍ୟାଟିଂ କରି ୪ ୱିକେଟ୍‌ ହରାଇ ୧୬୪ ରନ୍‌ ସଂଗ୍ରହ କରିଥିଲା।

ଆସାମ ପକ୍ଷରୁ ଆର. ଦାସ ୬୮ ଏବଂ ଏସ୍‌. ରୟ ୩୯ ରନ୍‌ କରିଥିଲେ।

ଓଡ଼ିଶା ବୋଲର ଧରୀଜ ସିଂହ ୨ଟି ୱିକେଟ୍‌ ନେଥିବା ବେଳେ ବସନ୍ତ ମହାନ୍ତି ଏବଂ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆସାମ ଦଳ ୩୦୧ ରନ୍‌ କରି ପ୍ରଥମ ଇଂନିସ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story