କଳିଙ୍ଗରେ ମୁମ୍ବାଇକୁ ହରାଇଲା ଓଡ଼ିଶା ଏଫସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫସିର ଦବଦବା ଜାରି ରହିଛି। ଯେଉଁ ମୁମ୍ବାଇ ସିଟି ଏଫସିକୁ ତା’ ଘରୋଇ ମାଟିରେ ହରାଇ ଓଡ଼ିଶା ପଏଣ୍ଟ ଖାତା ଖୋଲିଥିଲା ଆଜି କଳିଙ୍ଗରେ ପୁଣିଥରେ ଉକ୍ତ ଦଳକୁ ଧୂଳି ଚଟାଇଛି। ମୁମ୍ବାଇକୁ ୨-୦ରେ ହରାଇ ଓଡ଼ିଶା ଏଫସି କେବଳ ମ୍ୟାଚ୍‌ ଜିତି ନାହିଁ ବରଂ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି। ଓଡ଼ିଶା ପକ୍ଷରୁ ଖେଳୁଥିବା ଆରଡେନ  ଓ ସିସ୍କୋ ଗୋଟିଏ ଲେଖାଏ ଗୋଲ ସ୍କୋର କରିଛନ୍ତି। […]

b

b

Hemant Lenka
  • Published: Saturday, 11 January 2020
  • Updated: 11 January 2020, 10:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫସିର ଦବଦବା ଜାରି ରହିଛି। ଯେଉଁ ମୁମ୍ବାଇ ସିଟି ଏଫସିକୁ ତା’ ଘରୋଇ ମାଟିରେ ହରାଇ ଓଡ଼ିଶା ପଏଣ୍ଟ ଖାତା ଖୋଲିଥିଲା ଆଜି କଳିଙ୍ଗରେ ପୁଣିଥରେ ଉକ୍ତ ଦଳକୁ ଧୂଳି ଚଟାଇଛି। ମୁମ୍ବାଇକୁ ୨-୦ରେ ହରାଇ ଓଡ଼ିଶା ଏଫସି କେବଳ ମ୍ୟାଚ୍‌ ଜିତି ନାହିଁ ବରଂ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି। ଓଡ଼ିଶା ପକ୍ଷରୁ ଖେଳୁଥିବା ଆରଡେନ  ଓ ସିସ୍କୋ ଗୋଟିଏ ଲେଖାଏ ଗୋଲ ସ୍କୋର କରିଛନ୍ତି। କଳିଙ୍ଗରେ ଓଡ଼ିଶାର ଏହା କ୍ରମାଗତ ୩ୟ ବିଜୟ।

ମ୍ୟାଚ୍‌ ଆରମ୍ଭରୁ ଉଭୟ ଓଡ଼ିଶା ଏଫସି ଓ ମୁମ୍ବାଇ ସିଟି ଏଫସି ଆକ୍ରମଣାତ୍ମକ ରୂପ ଦେଖାଇଥିଲେ। ପ୍ରଥମ ହାଫରେ ଓଡ଼ିଶା ଏକାଧିକ ସୁଯୋଗ ପାଇଥିଲେ ହେଁ ଏହାକୁ ଗୋଲରେ ପରିଣତ କରିପାରି ନଥିଲା। ସେହିପରି ମୁମ୍ବାଇ ମଧ୍ୟ ଗୋଲ କରିବାର ସୁଯୋଗ ପାଇଥିଲା। ହେଲେ ଓଡ଼ିଶାର ରକ୍ଷଣଭାଗ ଭେଦ କରିବା ମୁମ୍ବାଇ ଏଫସି ପକ୍ଷରେ ସହଜ ହୋଇ ନଥିଲା। ଫଳରେ ପ୍ରଥମ ହାଫ ଖେଳ ଶେଷ ଯାଏ ସ୍କୋର ୦-୦ ରହିଥିଲା।

ଦ୍ୱିତୀୟାର୍ଦ୍ଧରେ ଓଡ଼ିଶା ଏଫସି ତା’ର ରଣନୀତି ବଦଳାଇଥିଲା। ଏହାର ଫାଇଦା ଦଳକୁ ୪୭ତମ ମିନିଟ୍‌ରେ ମିଳିଥିଲା। ଜିସ୍କୋ ଚମତ୍କାର ଢଙ୍ଗରେ ଡି’ ମଧ୍ୟରେ ଥିବା ଆରିଡେନଙ୍କୁ ବଲ ପାସ୍‌ କରିଥିଲେ। ସେ ଏହାକୁ ଗୋଲରେ ପରିଣତ କରି ଓଡ଼ିଶାକୁ ୧-୦ରେ ଆଗୁଆ କରିଦେଇଥିଲେ।

ମୁମ୍ବାଇ ଏହାପରେ ଘନଘନ ଆକ୍ରମଣ କରି ସ୍ଥିତି ବରାବର କରିବାକୁ ଚାହିଁଥିଲା। ହେଲେ ଓଡ଼ିଶାର ଏଫସିର ଖେଳାଳିମାନେ ଏହା କରାଇ ଦେଇ ନଥିଲେ। ମ୍ୟାଚର ୭୩ତମ ମିନିଟରେ ଶୁଭମ ଷଡ଼ଙ୍ଗୀ ବକ୍ସ ମଧ୍ୟରେ ପାଇଥିବା ବଲକୁ ଷ୍ଟାର ଖେଳାଳି ଆରଡେନଙ୍କୁ ପାସ୍‌ କରିଥିଲେ। ସେ ଏହାର ସୁଯୋଗ ନେଇ ଅନ୍ୟତମ ସାଥୀ ଖେଳାଳି ସିସ୍କୋଙ୍କୁ ବଲ ପାସ କରିଥିଲେ। ସିସ୍କୋ ମୁମ୍ବାଇ ଏଫସିର ଗୋଲ ପୋଷ୍ଟ ଭିତରକୁ ବଲଟିକୁ ସିଧା ମାରି ଦେଇଥିଲେ। ଏହି ଗୋଲ ପରେ ଓଡ଼ିଶା ଏଫସି ୨-୦ରେ ଆଗୁଆ ହୋଇଯାଇଥିଲା। ଏଥିସହ ଦଳର ବିଜୟ ଏକ ପ୍ରକାରର ପକ୍କା ହୋଇଯାଇଥିଲା।

ଶେଷ କିଛି ମିନିଟ୍‌ରେ ମୁମ୍ବାଇ ଏଫସି ଗୋଲ ପରିଶୋଧ କରିବାକୁ ଚେଷ୍ଟା କରିଥିଲା। ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା। ଦଳ ଗୋଟିଏ ହେଲେ ଗୋଲ ସୁଝି ପାରିନଥିଲା। ବରଂ ପୁଣିଥରେ ଓଡ଼ିଶା ଠାରୁ ପରାସ୍ତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story