ଜାତୀୟ ଜୁନିୟର ବାଳିକା ଫୁଟବଲ ଚାମ୍ପିଅନଶିପ୍: ବୃହତ ବିଜୟ ସହ କ୍ୱାର୍ଟରରେ ଓଡ଼ିଶା

ଭୁବନେଶ୍ୱର: ଚଳିତ ହିରୋ ଜାତୀୟ ଜୁନିୟର ବାଳିକା ଫୁଟବଲ ଚାମ୍ପିଅନଶିପରେ ଓଡ଼ିଶା ଫୁଟବଲ ଟିମ୍ ବିଜୟଧାରା ଅବ୍ୟାହତ ରଖି କ୍ୱାର୍ଟରରେ ପ୍ରବେଶ କରିଛି। ମଙ୍ଗଳବାର ଓଡ଼ିଶା ତା’ର ଦ୍ୱିତୀୟ ମୁକାବିଲାରେ ପଣ୍ଡିଚେରୀକୁ ୧୩-୦ର ବୃହତ ଗୋଲ୍ ବ୍ୟବଧାନରେ ପରାସ୍ତ କରିଛି। ଏହା ପୂର୍ବରୁ ଓଡ଼ିଶା ପ୍ରଥମ ମ୍ୟାଚରେ ଛତିଶଗଡ଼କୁ ୩-୧ ଗୋଲରେ ପରାସ୍ତ କରିଥିଲା। ଆଜି ମ୍ୟାଚରେ ଓଡ଼ିଶା ଆରମ୍ଭରୁ ହିଁ ଆକ୍ରମଣ ଆରମ୍ଭ କରିଥିଲା। ଓଡ଼ିଶା ପକ୍ଷରୁ ଜ୍ୟୋତି କୁମାରୀ ସର୍ବାଧିକ ସାତୋଟି ଗୋଲ୍ (୨୪ତମ, ୩୦ତମ, ୪୫ତମ, […]

ods

ods

Hemant Lenka
  • Published: Tuesday, 23 April 2019
  • Updated: 23 April 2019, 07:10 PM IST

Sports

Latest News

ଭୁବନେଶ୍ୱର: ଚଳିତ ହିରୋ ଜାତୀୟ ଜୁନିୟର ବାଳିକା ଫୁଟବଲ ଚାମ୍ପିଅନଶିପରେ ଓଡ଼ିଶା ଫୁଟବଲ ଟିମ୍ ବିଜୟଧାରା ଅବ୍ୟାହତ ରଖି କ୍ୱାର୍ଟରରେ ପ୍ରବେଶ କରିଛି। ମଙ୍ଗଳବାର ଓଡ଼ିଶା ତା'ର ଦ୍ୱିତୀୟ ମୁକାବିଲାରେ ପଣ୍ଡିଚେରୀକୁ ୧୩-୦ର ବୃହତ ଗୋଲ୍ ବ୍ୟବଧାନରେ ପରାସ୍ତ କରିଛି। ଏହା ପୂର୍ବରୁ ଓଡ଼ିଶା ପ୍ରଥମ ମ୍ୟାଚରେ ଛତିଶଗଡ଼କୁ ୩-୧ ଗୋଲରେ ପରାସ୍ତ କରିଥିଲା।

ଆଜି ମ୍ୟାଚରେ ଓଡ଼ିଶା ଆରମ୍ଭରୁ ହିଁ ଆକ୍ରମଣ ଆରମ୍ଭ କରିଥିଲା। ଓଡ଼ିଶା ପକ୍ଷରୁ ଜ୍ୟୋତି କୁମାରୀ ସର୍ବାଧିକ ସାତୋଟି ଗୋଲ୍ (୨୪ତମ, ୩୦ତମ, ୪୫ତମ, ୪୫+୨ତମ, ୪୫+୩ତମ, ୬୫ତମ, ୬୯ତମ) ସ୍କୋର କରିଥିବା ବେଳେ ମନିଷା ନାଏକ ହ୍ୟାଟ୍ରିକ୍ (୨୦ତମ, ୫୨ତମ, ୭୩ତମ), ଶୁଭସ୍ମିତା ଶୁଭଦର୍ଶିନୀ ଦାସ (୧୧ତମ), ମାଳତୀ ମୁଣ୍ଡା (୪୮ତମ) ଓ ସାଲଗେ ମାଝୀ (୫୮ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story