ବିବାଦରେ ଓସିଏ ନିର୍ବାଚନ, ଦୁଇ ଗୋଷ୍ଠୀ ଟକରାଟକରି

କଟକ(ଓଡ଼ିଶା ରିପୋର୍ଟର): ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ସୁଦ୍ଧା ସମସ୍ତ ରାଜ୍ୟ କ୍ରିକେଟ ଆସୋସିଏସନ ସେମାନଙ୍କ ନିର୍ବାଚନ ସାରିବା ପାଇଁ ବିସିସିଆଇର ପ୍ରଶାସନିକ କମିଟି ସିଓଏର ଡେଡଲାଇନ୍ ରଖିଥିଲା। ଏଥିପାଇଁ ଜୁଲାଇ ମାସଠାରୁ ପ୍ରକ୍ରିୟା ଆରମ୍ଭ ହେବାକଥା। ହେଲେ ବର୍ତ୍ତମାନ ଜୁଲାଇ ସରି ଅଗଷ୍ଟ ଅଧା ହୋଇଥିଲେ ହେଁ ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ନିର୍ବାଚନ ପାଇଁ ବାଟ ଫିଟୁନି। ଓସିଏ ମଧ୍ୟରେ ଚାଲିଥିବା ବିବାଦ ଏହାର ମୁଖ୍ୟ କାରଣ କୁହାଯାଉଥିବା ବେଳେ, ନିର୍ବାଚନ ଅଧିକାରୀ ହେବାପାଇଁ ମଧ୍ୟ […]

nb

nb

Hemant Lenka
  • Published: Saturday, 10 August 2019
  • Updated: 10 August 2019, 06:53 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ସୁଦ୍ଧା ସମସ୍ତ ରାଜ୍ୟ କ୍ରିକେଟ ଆସୋସିଏସନ ସେମାନଙ୍କ ନିର୍ବାଚନ ସାରିବା ପାଇଁ ବିସିସିଆଇର ପ୍ରଶାସନିକ କମିଟି ସିଓଏର ଡେଡଲାଇନ୍ ରଖିଥିଲା।

ଏଥିପାଇଁ ଜୁଲାଇ ମାସଠାରୁ ପ୍ରକ୍ରିୟା ଆରମ୍ଭ ହେବାକଥା। ହେଲେ ବର୍ତ୍ତମାନ ଜୁଲାଇ ସରି ଅଗଷ୍ଟ ଅଧା ହୋଇଥିଲେ ହେଁ ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ନିର୍ବାଚନ ପାଇଁ ବାଟ ଫିଟୁନି। ଓସିଏ ମଧ୍ୟରେ ଚାଲିଥିବା ବିବାଦ ଏହାର ମୁଖ୍ୟ କାରଣ କୁହାଯାଉଥିବା ବେଳେ, ନିର୍ବାଚନ ଅଧିକାରୀ ହେବାପାଇଁ ମଧ୍ୟ କେହି ମଙ୍ଗୁ ନଥିବା ଜଣାପଡ଼ିଛି।

ଏସବୁ ଭିତରେ ଓସିଏ ନିର୍ବାଚନ ଆସନ୍ତା ସେପ୍ଟେମ୍ବର ୧୪ ସୁଦ୍ଧା କେମିତି ହେବ, ତା’କୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ନିୟମ ଅନୁସାରେ ନିର୍ବାଚନ ପାଇଁ ଜୁଲାଇ ମାସରୁ ପ୍ରକ୍ରିୟା ଆରମ୍ଭ ହୋଇଯିବା କଥା। ହେଲେ ଏବେ ଓସିଏରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ପୂର୍ବରୁ ଓସିଏ ଅନୁବନ୍ଧିତ ସ୍କୁଲ, କଲେଜ ଓ କ୍ଲବକୁ ବାଦ ଦେବାକୁ ବିସିସିଆଇ କହିଥିଲା।

ତା' ଛଡ଼ା ଏମାନଙ୍କୁ ବାଦ୍‌ ଦେଇ ଓସିଏ ନୂଆ ସମ୍ବିଧାନ ତିଆରି କରିବା ପାଇଁ ବିସିସିଆଇ ପରାମର୍ଶ ଦେଇଥିଲା। କିନ୍ତୁ ଓସିଏରୁ ବାଦ୍‌ ପଡ଼ିଥିବା କ୍ଲବ ଓ ଅନୁଷ୍ଠାନ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଥିଲେ। ସେମାନେ ଏ ବିଷୟ ବିସିସିଆଇର ପ୍ରଶାସନିକ କମିଟି ବା ସିଓଏକୁ ମଧ୍ୟ ଅବଗତ କରାଇଥିଲେ।

ଏହାପରେ ଓସିଏ ପୁଣି ସମସ୍ତଙ୍କୁ ସାମିଲ କରିଥିଲ॥ ହେଲେ ଏଥିରେ କିଟ୍ ବିଶ୍ୱବିଦ୍ୟାଳୟ ଓ ପାରାଦୀପ ପୋର୍ଟକୁ କିପରି ସାମିଲ କରାଗଲା ତାକୁ ନେଇ ନୂଆ ବିବାଦ ଉପୁଜି ଥିଲା। ଏଥିପାଇଁ ଓସିଏକୁ ଦାୟୀ କରିବା ସହ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ପୂର୍ବତନ ଯୁଗ୍ମ ସମ୍ପାଦକ ସଞ୍ଜୀବ ଦତ୍ତ ଟାର୍ଗେଟ କରିଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଓସିଏ ପରିଚାଳନା କମିଟି ଆର୍ଶୀବାଦ ବେହେରାଙ୍କ ଇସାରାରେ ପରିଚାଳିତ ହେଉଥିବା ସେ ଅଭିଯୋଗ କରିଛନ୍ତି। ସଂଜୀବ ଦତ୍ତଙ୍କ ଅଭିଯୋଗ ଉପରେ ଆଶୀର୍ବାଦଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଓସିଏରେ କୌଣସି ବିବାଦ ନଥିବା ପରିଚାଳନା କମିଟି ଅଧ୍ୟକ୍ଷ ଧୀରେନ ପଲେଇ କହିଛନ୍ତି।

ସେହିପରି ଶ୍ରୀ ପଲେଇ ଓସିଏ ନିର୍ବାଚନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “ଓସିଏ ନିର୍ବାଚନ ପାଇଁ ପ୍ରସ୍ତୁତି ଜାରି ରହିଛି। ଆମେ ରାଜ୍ୟର ୩ ଜଣ ପୂର୍ବତନ ନିର୍ବାଚନ ଅଧିକାରୀଙ୍କୁ ଯୋଗଯୋଗ କରିଥିଲୁ। ହେଲେ ସେମାନେ ନିର୍ବାଚନ ଅଧିକାରୀ ହେବାକୁ ରାଜି ହୋଇନାହାନ୍ତି। ବର୍ତ୍ତମାନ ବିହାରର ଜଣେ ନିର୍ବାଚନ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story