ହକି ପରେ ରଗବୀର ପ୍ରାୟୋଜକ ସାଜିଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହକି ଭଳି ରଗବୀ ଖେଳରେ ଜାତୀୟ ଟିମ୍‌ର ପ୍ରାୟୋଜକ ସାଜିବ ଓଡ଼ିଶା। ଆସନ୍ତା ୩ ବର୍ଷ ଯାଏ ଭାରତର ଉଭୟ ପୁରୁଷ ଓ ମହିଳା ରଗବୀ ଟିମ୍‌କୁ ଓଡ଼ିଶା ସରକାର ସମସ୍ତ ପ୍ରକାରର ସହାୟତା କରିବେ। ଏନେଇ ଆଜି ଓଡ଼ିଶା ସରକାର ଓ ଇଣ୍ଡିଆନ ରଗବୀ ଫୁଟବଲ ୟୁନିଅନ(ଆଇଆରଏଫୟୁ) ମଧ୍ୟରେ ଚୁକ୍ତି ହୋଇଛି। ଓଡ଼ିଶା କେବଳ ଟିମ୍‌ର ପ୍ରାୟୋଜକ ସାଜିବ ନାହିଁ, ବରଂ ଖେଳିଳାଙ୍କୁ ଉଚ୍ଚସ୍ତରୀୟ ଟ୍ରେନିଂ ଓ କଣ୍ଡିସନିଂ ପାଇଁ ସମସ୍ତ ପ୍ରକାରର […]

df

df

Hemant Lenka
  • Published: Tuesday, 13 October 2020
  • Updated: 13 October 2020, 06:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହକି ଭଳି ରଗବୀ ଖେଳରେ ଜାତୀୟ ଟିମ୍‌ର ପ୍ରାୟୋଜକ ସାଜିବ ଓଡ଼ିଶା। ଆସନ୍ତା ୩ ବର୍ଷ ଯାଏ ଭାରତର ଉଭୟ ପୁରୁଷ ଓ ମହିଳା ରଗବୀ ଟିମ୍‌କୁ ଓଡ଼ିଶା ସରକାର ସମସ୍ତ ପ୍ରକାରର ସହାୟତା କରିବେ। ଏନେଇ ଆଜି ଓଡ଼ିଶା ସରକାର ଓ ଇଣ୍ଡିଆନ ରଗବୀ ଫୁଟବଲ ୟୁନିଅନ(ଆଇଆରଏଫୟୁ) ମଧ୍ୟରେ ଚୁକ୍ତି ହୋଇଛି।

ଓଡ଼ିଶା କେବଳ ଟିମ୍‌ର ପ୍ରାୟୋଜକ ସାଜିବ ନାହିଁ, ବରଂ ଖେଳିଳାଙ୍କୁ ଉଚ୍ଚସ୍ତରୀୟ ଟ୍ରେନିଂ ଓ କଣ୍ଡିସନିଂ ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦେବ।

ଓଡ଼ିଶା ସରକାରଙ୍କ ପକ୍ଷରୁ ଡାଇରେକ୍ଟର କମ ଆଡିସନାଲ ସେକ୍ଟ୍ରେଟାରୀ ଆର ଭିନୀଲ କ୍ରିଷ୍ଣା ଓ ଆଇଆରଏଫୟୁର ସଭାପତି ମନେକ ଉନୱାଲାଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏଥିରେ ଓଡ଼ିଶାର କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story