ହାତକୁ ଦି’ ହାତ ହେଲେ ହକି ଖେଳାଳି ସୁନୀତା

ରାଉରକେଲା(ଓଡ଼ିଶା ରିପୋର୍ଟର): ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ସୁନୀତା ଲାକ୍ରା ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଟିମ୍ ଇଣ୍ଡିଆର ଏହି ଡିଫେଣ୍ଡର ଓଡ଼ିଶା ପୁଲିସରେ କାମ କରୁଥିବା ଦୀପକ ଲାକ୍ରାଙ୍କୁ ବିବାହ କରିଛନ୍ତି। ଦୀପକଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ସବ୍‌ଡେଗାର କିରାଲଗା ଗାଁରେ। ସୁନୀତାଙ୍କ ନିଜ ଗାଁ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ କେଶରମାଲ ସ୍ଥିତ ଚର୍ଚ୍ଚରେ ଆଜି ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ୨୭ ବର୍ଷୀୟା ସୁନୀତା ଗତ କିଛି ବର୍ଷ ହେବ […]

hhh

hhh

Manoranjan Sial
  • Published: Friday, 28 December 2018
  • Updated: 28 December 2018, 07:23 PM IST

ରାଉରକେଲା(ଓଡ଼ିଶା ରିପୋର୍ଟର): ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ସୁନୀତା ଲାକ୍ରା ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଟିମ୍ ଇଣ୍ଡିଆର ଏହି ଡିଫେଣ୍ଡର ଓଡ଼ିଶା ପୁଲିସରେ କାମ କରୁଥିବା ଦୀପକ ଲାକ୍ରାଙ୍କୁ ବିବାହ କରିଛନ୍ତି। ଦୀପକଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ସବ୍‌ଡେଗାର କିରାଲଗା ଗାଁରେ। ସୁନୀତାଙ୍କ ନିଜ ଗାଁ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ କେଶରମାଲ ସ୍ଥିତ ଚର୍ଚ୍ଚରେ ଆଜି ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି।

୨୭ ବର୍ଷୀୟା ସୁନୀତା ଗତ କିଛି ବର୍ଷ ହେବ ଭାରତୀୟ ମହିଳା ହକି ଦଳର ନିୟମିତ ସଦସ୍ୟ ରହି ଆସିଛନ୍ତି। ଚଳିତ ବର୍ଷ ଖେଳାଯାଇଥିବା ଏସିଆନ୍ ଚାମ୍ପିୟନସିପ୍ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ସୁନୀତା ଭାରତୀୟ ମହିଳା ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story