ରଣଜୀ ଟ୍ରଫି: ଆସନ୍ତାକାଲି ଭୁବନେଶ୍ୱରରେ ଓଡ଼ିଶା-ମୁମ୍ବାଇ ଟକ୍କର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆସନ୍ତାକାଲି ରଣଜୀ ଟ୍ରଫିର ତୃତୀୟ ମ୍ୟାଚ୍ ଖେଳିବ ଓଡ଼ିଶା। ଭୁବନେଶ୍ୱର କିଟ୍ ଷ୍ଟାଡ଼ିୟମରେ ଶକ୍ତିଶାଳୀ ଟିମ୍ ମୁମ୍ବାଇକୁ ସାମ୍ନା କରିବ।  ଉଭୟ ଦଳ ଅାଜି ଅଭ୍ୟାସ କରିଛନ୍ତି  ଉଭୟ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିଛି। ହୋମ ଟର୍ଫରେ ଓଡ଼ିଶାକୁ ଆଡଭେଣ୍ଟଜ ମିଳିବ। କ୍ୟାମ୍ପରେ ଖେଳାଳିମାନଙ୍କ ଉତ୍ସାହ ରହିଛି। ଗତ ସିଜିନ ଭଳି ମୁମ୍ବାଇ ବିପକ୍ଷରେ ନଟରାଜ ବେହେରା ଫର୍ମ ଫେରି ପାଇବେ। କ୍ୟାପଟେନ ଗୋବିନ୍ଦ ପୋଦୋରଙ୍କ ସମେତ, ଶୁଭ୍ରାସୁଂ ସେନାପତି […]

CB9v2_IUgAAs2_D

CB9v2_IUgAAs2_D

Rakesh Mallick
  • Published: Tuesday, 31 October 2017
  • Updated: 31 October 2017, 05:36 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆସନ୍ତାକାଲି ରଣଜୀ ଟ୍ରଫିର ତୃତୀୟ ମ୍ୟାଚ୍ ଖେଳିବ ଓଡ଼ିଶା। ଭୁବନେଶ୍ୱର କିଟ୍ ଷ୍ଟାଡ଼ିୟମରେ ଶକ୍ତିଶାଳୀ ଟିମ୍ ମୁମ୍ବାଇକୁ ସାମ୍ନା କରିବ।  ଉଭୟ ଦଳ ଅାଜି ଅଭ୍ୟାସ କରିଛନ୍ତି  ଉଭୟ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିଛି। ହୋମ ଟର୍ଫରେ ଓଡ଼ିଶାକୁ ଆଡଭେଣ୍ଟଜ ମିଳିବ। କ୍ୟାମ୍ପରେ ଖେଳାଳିମାନଙ୍କ ଉତ୍ସାହ ରହିଛି। ଗତ ସିଜିନ ଭଳି ମୁମ୍ବାଇ ବିପକ୍ଷରେ ନଟରାଜ ବେହେରା ଫର୍ମ ଫେରି ପାଇବେ। କ୍ୟାପଟେନ ଗୋବିନ୍ଦ ପୋଦୋରଙ୍କ ସମେତ, ଶୁଭ୍ରାସୁଂ ସେନାପତି ଓ ବିଫ୍ଲବ ସାମନ୍ତରାୟଙ୍କ ବ୍ୟାଟିଂ କନସିଷ୍ଟେନିସ ଜାରି ରହିବ। ସିମର ବସନ୍ତ ମହାନ୍ତି, ସୂଯର୍ୟକାନ୍ତ ପ୍ରଧାନ, ଆଲୋକ ମଙ୍ଗରାଜ ଓ ଦୀପକ ବେହେରା ମଧ୍ୟ  ଭଲ ବୋଲିଂ ପ୍ରଦର୍ଶନ କରିବା ନେଇ ଭରଷା ରହିଛି। ସାନ୍ତୁନ ମିଶ୍ର ଆସନ୍ତାକାଲି ଡେବ୍ୟୁ କରିବା ସମ୍ଭାବନା ରହିଛି।

ଶକ୍ତିଶାଳୀ ମୁମ୍ବାଇ ଦଳ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍। ଦଳରେ ରହିଛନ୍ତି ବହୁ ଆନ୍ତର୍ଜାତିକ ଓ ଅଭିଜ୍ଞ ଖେଳାଳି।  ସେମାନଙ୍କ ମଧ୍ୟରେ ଆଜିଙ୍କ୍ୟା ରାହାଣେ,ସାର୍ଦୁଳ ଠାକୁର, ଅଭିଷେକ ନାୟର, ଧବଲ କୁଲକର୍ଣ୍ଣିଙ୍କ ସମେତ ଆଇପିଏଲ ଖେଳାଳି ମଧ୍ୟ ରହିଛନ୍ତି। ଏହି ସିଜିନରେ ବର୍ତ୍ତମାନ ସୁଦ୍ଧା ମୁମ୍ବାଇ ୨ଟି ମ୍ୟାଚ ଖେଳି ୫ପଏଣ୍ଟ ସହ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ରେକର୍ଡ କହୁଛି ଓଡ଼ିଶା-ମୁମ୍ବାଇ ମଧ୍ୟରେ ଖେଳାଯାଇଥିବା ୬ଟି ମ୍ୟାଚ ମଧ୍ୟରୁ ମୁମ୍ବାଇ ୪ଟିରେ ବିଜୟ ଏବଂ ୨ଟି ମ୍ୟାଚ ଡ୍ର ରଖିଛି ଏହି ମ୍ୟାଚରେ ଓଡ଼ିଶା ବିପକ୍ଷରେ ଭଲ ମ୍ୟାଚ ଖେଳି ଦଳ ଭଲ ପୋଜିସନ ରଖିବା ପାଇଁ ଚେଷ୍ଟା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story