ଓଡ଼ିଶା-ରାଜସ୍ଥାନ ମ୍ୟାଚ୍‌ ଡ୍ର

ପଟିଆଲା: ପଟିଆଲାର ଧ୍ରୁବ ପାଣ୍ଡୋଭ ଷ୍ଟାଡିୟମରେ ଚାଲିଥିବା ‘ଗ୍ରୁପ୍‌ ବି’ର ରାଜସ୍ଥାନ-ଓଡ଼ିଶା ମ୍ୟାଚ୍‌ ଡ୍ର ହୋଇଛି। ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ରାଜସ୍ଥାନକୁ ୩ ପଏଣ୍ଟ ମିଳିଥିବା ବେଳେ ଓଡ଼ିଶା ଏକ ପଏଣ୍ଟ ପାଇଛି। ଆଜି ଶେଷ ତଥା ଚତୁର୍ଥ ଦିନରେ ୨୪୪/୨ରୁ ଦ୍ୱିତୀୟ ପାଳି ଆରମ୍ଭ କରିଥିବା ଓଡ଼ିଶା ଦଳ ୬ ୱିକେଟ୍‌ ବିନିମୟରେ ୫୦୮ ରନ୍‌ କରି ପାଳି ଘୋଷଣା କରିଥିଲା। ଦଳ ପକ୍ଷରୁ ରଞ୍ଜିତ ସିଂହ ୧୫ ଚୌକା ସହାୟତାରେ ୧୧୬ ଏବଂ […]

ranjitrophy

ranjitrophy

Rakesh Mallick
  • Published: Tuesday, 08 November 2016
  • Updated: 08 November 2016, 06:15 PM IST

ପଟିଆଲା: ପଟିଆଲାର ଧ୍ରୁବ ପାଣ୍ଡୋଭ ଷ୍ଟାଡିୟମରେ ଚାଲିଥିବା ‘ଗ୍ରୁପ୍‌ ବି’ର ରାଜସ୍ଥାନ-ଓଡ଼ିଶା ମ୍ୟାଚ୍‌ ଡ୍ର ହୋଇଛି। ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ରାଜସ୍ଥାନକୁ ୩ ପଏଣ୍ଟ ମିଳିଥିବା ବେଳେ ଓଡ଼ିଶା ଏକ ପଏଣ୍ଟ ପାଇଛି।

ଆଜି ଶେଷ ତଥା ଚତୁର୍ଥ ଦିନରେ ୨୪୪/୨ରୁ ଦ୍ୱିତୀୟ ପାଳି ଆରମ୍ଭ କରିଥିବା ଓଡ଼ିଶା ଦଳ ୬ ୱିକେଟ୍‌ ବିନିମୟରେ ୫୦୮ ରନ୍‌ କରି ପାଳି ଘୋଷଣା କରିଥିଲା। ଦଳ ପକ୍ଷରୁ ରଞ୍ଜିତ ସିଂହ ୧୫ ଚୌକା ସହାୟତାରେ ୧୧୬ ଏବଂ ସୁଭ୍ରାଂଶୁ ସେନାପତି ୨୦ ଚୌକା, ଗୋଟିଏ ଛକା ସହାୟତାରେ ୧୩୭ ରନ୍‌ କରିଥିଲେ। ଅଭିଶେକ ଯାଦବ ୧୫ ଚୌକା ସହାୟତାରେ ୧୧୫ ରନ୍‌ କରି ଅପରାଜିତ ଥିଲେ।

ଟସ୍‌ ଜିତି ଓଡ଼ିଶା ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ପ୍ରଥମ ପାଳିରେ ରାଜସ୍ଥାନ ୩୨୩ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

ଓଡ଼ିଶାର ପ୍ରଥମ ପାଳିରେ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଦଳ ମାତ୍ର ୧୭୨ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

୧୧୦ ରନ୍‌ କରିବା ସହ ୨ଟି ୱିକେଟ୍‌ ନେଇଥିବା ରାଜସ୍ଥାନ ଖେଳାଳି ଏସ୍‌.ଏଫ୍‌. ଖାନ୍‌ ମ୍ୟାନ୍‌ ଅପ୍‌ ଦି ମ୍ୟାଚ୍‌ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story