ଖେଳାଳିଙ୍କ ବିକାଶରେ କ୍ରୀଡା ସାମ୍ବାଦିକଙ୍କ ଭୂମିକା ରହିଥାଏ

ଭୁବନେଶ୍ୱର: ଓଡିଶା କ୍ରୀଡା ସମ୍ବାଦିକ ପ୍ରତିଷ୍ଟା ଦିବସ ମଙ୍ଗଳବାର ଭୁବନେଶ୍ୱରରେ ପାଳିତ ହୋଇଯାଇଛି । ଓଡିଶାର କ୍ରିଡା ସମ୍ବାଦିକତାର ସ୍ଥିତି ଓ ଭବିଷ୍ୟତ ସମ୍ପର୍କରେ ବିଚାର ଆଲୋଚନା ସହ ଗତ ଏସ୍‌ଜେଏଫ୍‌ଆଇ ସମାରୋହକୁ ସଫଳତାର ସହ ଆୟୋଜନ କରିବାରେ ଓସ୍‌ଜାକୁ ସହଯୋଗ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଛି । ଓସ୍‌ଜାର ସମ୍ପାଦକ ସୁରେଶ ସ୍ୱାଇଁ ସଂଘର ପ୍ରତିଷ୍ଟା ଦିବସ ସମ୍ପର୍କରେ ଅବଗତ କରାଇଥିଲେ। ଓସ୍‌ଜାର ସଭାପତି କେ,ରବିଙ୍କ ସଭାପତିତ୍ୱରେ ଆୟୋଜିତ ଏହି […]

OSJA day

OSJA day

Rakesh Mallick
  • Published: Tuesday, 21 March 2017
  • Updated: 21 March 2017, 10:10 PM IST

Sports

Latest News

ଭୁବନେଶ୍ୱର: ଓଡିଶା କ୍ରୀଡା ସମ୍ବାଦିକ ପ୍ରତିଷ୍ଟା ଦିବସ ମଙ୍ଗଳବାର ଭୁବନେଶ୍ୱରରେ ପାଳିତ ହୋଇଯାଇଛି । ଓଡିଶାର କ୍ରିଡା ସମ୍ବାଦିକତାର ସ୍ଥିତି ଓ ଭବିଷ୍ୟତ ସମ୍ପର୍କରେ ବିଚାର ଆଲୋଚନା ସହ ଗତ ଏସ୍‌ଜେଏଫ୍‌ଆଇ ସମାରୋହକୁ ସଫଳତାର ସହ ଆୟୋଜନ କରିବାରେ ଓସ୍‌ଜାକୁ ସହଯୋଗ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଛି । ଓସ୍‌ଜାର ସମ୍ପାଦକ ସୁରେଶ ସ୍ୱାଇଁ ସଂଘର ପ୍ରତିଷ୍ଟା ଦିବସ ସମ୍ପର୍କରେ ଅବଗତ କରାଇଥିଲେ। ଓସ୍‌ଜାର ସଭାପତି କେ,ରବିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରତିଷ୍ଟା ଦିବସରେ ଅତିଥି ଭାବେ ସାମିଲ ହୋଇଥିଲେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ, ପୂର୍ବତନ କ୍ରୀଡା ପ୍ରଶାସକ ଅଶୋକ ମହାନ୍ତି ଏବଂ ଇଣ୍ଟରନେସନାଲ ମାଷ୍ଟର ସ୍ୱୟାଂଶୁ ସତ୍ୟପ୍ରଜ୍ଞ । ଖେଳାଳି ବିକାଶରେ କିପରି କ୍ରୀଡା ସାମ୍ବାଦିକଙ୍କ ଭୂମିକା ରହିଥାଏ ଏହି ବିଷୟରେ ନିଜ ଅଭିଜ୍ଞତାରୁ କହିଥିଲେ ଚେସ୍‌ ତାରକା ସତ୍ୟପ୍ରଜ୍ଞ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story