ଓଡ଼ିଶା ଟିମ୍‌ର ଚାରି ଖେଳାଳିଙ୍କୁ ପୁରସ୍କୃତ କରିବ ଓସିଏ

କଟକ: କେରଳର ୱାୟାନାଡ଼ରେ ଓଡ଼ିଶା ଟିମ୍‌ ଆଜି ଏକ ରଣଜୀ ମ୍ୟାଚ୍‌ରେ ମହାରାଷ୍ଟ୍ରକୁ ଗୋଟିଏ ଇନିଂସ ଓ ୧୧୮ ରନ୍‌ରେ ପରାସ୍ତ କରି ବୃହତ ବିଜୟ ହାସଲ କରିଥିବା ବେଳେ ପ୍ରମୁଖ ଭୂମିକା ନିଭାଇ ଥିବା ଚାରି ଜଣ ଖେଳାଳିଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଘୋଷଣା କରିଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)। ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଦୀପକ ବେହେରା ଓ ବିପ୍ଳବ ସାମନ୍ତ ରାୟଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର […]

ashirbad

ashirbad

Rakesh Mallick
  • Published: Wednesday, 30 November 2016
  • Updated: 30 November 2016, 06:29 PM IST

Sports

Latest News

କଟକ: କେରଳର ୱାୟାନାଡ଼ରେ ଓଡ଼ିଶା ଟିମ୍‌ ଆଜି ଏକ ରଣଜୀ ମ୍ୟାଚ୍‌ରେ ମହାରାଷ୍ଟ୍ରକୁ ଗୋଟିଏ ଇନିଂସ ଓ ୧୧୮ ରନ୍‌ରେ ପରାସ୍ତ କରି ବୃହତ ବିଜୟ ହାସଲ କରିଥିବା ବେଳେ ପ୍ରମୁଖ ଭୂମିକା ନିଭାଇ ଥିବା ଚାରି ଜଣ ଖେଳାଳିଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଘୋଷଣା କରିଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)।

ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଦୀପକ ବେହେରା ଓ ବିପ୍ଳବ ସାମନ୍ତ ରାୟଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ବାବଦକୁ ପ୍ରଦାନ କରାଯିବ ବୋଲି ଓସିଏ ସଂପାଦକ ଆଶୀର୍ବାଦ ବେହେରା କହିଛନ୍ତି।

ଟିମ୍‌ର ଅନ୍ୟ ଖେଳାଳି ଓ ଅଫିସିଆଲ୍‌ଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଓଡ଼ିଶା ପକ୍ଷରୁ ସର୍ବାଧିକ ବିପର୍ଯ୍ୟୟ ଘଟାଇଥିଲେ ସୂର୍ଯ୍ୟକାନ୍ତ ପ୍ରଧାନ। ସେ ଆଜି ମୋଟ ୭ଟି ୱିକେଟ୍ ନେଇଥିଲେ। ସେ ପ୍ରଥମ ଇନିଂସରେ ୪ଟି ୱିକେଟ୍ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ୩ଟି ୱିକେଟ୍ ନେଇଥିଲେ। ବସନ୍ତ ମହାନ୍ତି ଉଭୟ ଇନିଂସରେ ମିଶି ୫ଟି ୱିକେଟ୍ ନେଇଥିଲେ। ସେ ପ୍ରଥମ ଇନିଂସରେ ୩ଟି ୱିକେଟ୍ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ୨ଟି ୱିକେଟ୍ ନେଇଥିଲେ। ଦୀପକ ବେହେରା ଓ ବିପ୍ଳବ ସାମନ୍ତରାୟ ୪ଟି ଲେଖାଏଁ ୱିକେଟ୍ ହାତେଇ ଥିଲେ। ବିପ୍ଳବ ସାମନ୍ତରାୟ ୮୯ ରନ୍ କରିଥିବା ବେଳେ ଦୀପକ ୫୮ ରନ୍ କରି ଥିଲେ। ଏ ଦୁହେଁ ଓଡ଼ିଶାର ସ୍କୋରକୁ ୩୧୯ରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ, ଚଳିତ ରଣଜୀ ଟ୍ରଫିରେ ଏଯାବତ ଓଡ଼ିଶା ୭ଟି ମ୍ୟାଚ୍ ଖେଳି ସାରିଥିବା ବେଳେ ଗୋଟିଏ ବି ହାରି ନାହିଁ। ଦଳ ଦୁଇଟି ମ୍ୟାଚ୍‌ରେ ବିଜୟ ହୋଇଥିବା ବେଳେ ୫ଟି ଡ୍ର’ ରହିଛି। ଦଳ ଗ୍ରୁପ୍‌ ବିରେ ୨୨ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। ଏଥିସହିତ ଟିମ୍‌ର କ୍ୱାର୍ଟର ଫାଇନାଲ୍ ଖେଳିବା ଆଶା ବଳବତ୍ତର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story