ଓଡ଼ିଶାରେ ହେବ ସ୍ପେଶାଲ ଅଲିମ୍ପିକ ଇଣ୍ଟର ରିଜିଓନାଲ ୟୁନିଫାଏଡ 11A ସାଇଡ ଫୁଟବଲ

ଭୁବନେଶ୍ୱର: ଓଡ଼ିଶାରେ ହେବ ସ୍ପେଶାଲ ଅଲିମ୍ପିକ ଇଣ୍ଟର ରିଜିଓନାଲ ୟୁନିଫାଏଡ 11A ସାଇଡ ଫୁଟବଲ ଟୁର୍ଣ୍ଣାମେଣ୍ଟ। ସ୍ପେଶାଲ ଅଲିମ୍ପିକ ଭାରତ ଓ ଓଡ଼ିଶାର ମିଳିତ ସହଯୋଗରେ ଭୁବନେଶ୍ୱରର କିଟ୍‌ ଷ୍ଟାଡିୟମରେ ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ। ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜିତ ହେବାକୁ ଯାଉଛି। ଏହି ସ୍ପେଶାଲ ଅଲିମ୍ପିକରେ ଦିବ୍ୟାଙ୍ଗ ପିଲାଙ୍କ ସମେତ ଥାଇଲାଣ୍ଡ, କୋରିଆ, ବାଂଲାଦେଶ ଓ ଭାରତର ବହୁ ପ୍ରତିଷ୍ଠିତ ଫୁଟବଲ ଖେଳାଳି ଅଂଶଗ୍ରହଣ […]

olympic

olympic

Rakesh Mallick
  • Published: Sunday, 27 November 2016
  • Updated: 27 November 2016, 10:44 AM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାରେ ହେବ ସ୍ପେଶାଲ ଅଲିମ୍ପିକ ଇଣ୍ଟର ରିଜିଓନାଲ ୟୁନିଫାଏଡ 11A ସାଇଡ ଫୁଟବଲ ଟୁର୍ଣ୍ଣାମେଣ୍ଟ। ସ୍ପେଶାଲ ଅଲିମ୍ପିକ ଭାରତ ଓ ଓଡ଼ିଶାର ମିଳିତ ସହଯୋଗରେ ଭୁବନେଶ୍ୱରର କିଟ୍‌ ଷ୍ଟାଡିୟମରେ ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ। ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜିତ ହେବାକୁ ଯାଉଛି।

ଏହି ସ୍ପେଶାଲ ଅଲିମ୍ପିକରେ ଦିବ୍ୟାଙ୍ଗ ପିଲାଙ୍କ ସମେତ ଥାଇଲାଣ୍ଡ, କୋରିଆ, ବାଂଲାଦେଶ ଓ ଭାରତର ବହୁ ପ୍ରତିଷ୍ଠିତ ଫୁଟବଲ ଖେଳାଳି ଅଂଶଗ୍ରହଣ କରିବେ।

ଏହି ଅବସରରେ ଲଣ୍ଡନର ତତାହାମ ଫୁଟ୍‌ବଲ ଫାଉଣ୍ଡେସନ ପକ୍ଷରୁ ଫୁଟବଲ କୋଚ୍‌ମାନଙ୍କୁ ତାଲିମ ପ୍ରଦାନ କରାଯିବ। ଏହାସହ ଆନ୍ତର୍ଜାତିକ ରେଫରୀଙ୍କ ଦ୍ୱାରା ୧୫ ଜଣ ଭାରତୀୟ ରେଫରୀଙ୍କୁ ତାଲିମ ଦିଆଯିବ।

ଏହି ସ୍ପେଶାଲ ଅଲିମ୍ପିକରେ ଭାରତ ସମେତ ଏସିଆ ପାସିଫିକ ରିଜିଅନର ୧୩୫ରୁ ଊର୍ଦ୍ଧ୍ୱ ଖେଳାଳି ୟୁନିଫାଏଡ ପାର୍ଟନର କୋଚ ଏବଂ କର୍ମକର୍ତ୍ତା ଯୋଗଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story