ସେପ୍ଟେମ୍ବର ୩୦ରେ ଓଡ଼ିଶା ଅଲିମ୍ପିକ୍‌ ଆସୋସିଏସନ୍ ନିର୍ବାଚନ

କଟକ: ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ହେବ ଓଡ଼ିଶା ଅଲିମ୍ପିକ୍‌ ଆସୋସିଏସନ୍ ନିର୍ବାଚନ। ଆଜି ଆସୋସିଏସନ୍‌ର କାଉନ୍‌ସିଲ୍‌ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ୧୧ ଜଣ ପଦାଧିକାରୀ ଓ ୧୧ ଜଣ କାଉନସିଲ୍ ସଦସ୍ୟଙ୍କ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ। ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍‌ର ଜମି ଜାଲିଆତି ମାମଲା ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ଥିବାରୁ ତତ୍‌କାଳୀନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ତାଙ୍କ ପଦରୁ ଦୂରେଇ ରଖାଯାଇଥିବା ବେଳେ ସମ୍ପାଦକ ଦାୟିତ୍ୱ ତୁଲାଉଛନ୍ତି ରବୀନ୍ଦ୍ର ପରିଡ଼ା।

Odisha-Olympic-Association

Odisha-Olympic-Association

Rakesh Mallick
  • Published: Sunday, 28 August 2016
  • Updated: 28 August 2016, 07:06 PM IST

କଟକ: ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ହେବ ଓଡ଼ିଶା ଅଲିମ୍ପିକ୍‌ ଆସୋସିଏସନ୍ ନିର୍ବାଚନ। ଆଜି ଆସୋସିଏସନ୍‌ର କାଉନ୍‌ସିଲ୍‌ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

୧୧ ଜଣ ପଦାଧିକାରୀ ଓ ୧୧ ଜଣ କାଉନସିଲ୍ ସଦସ୍ୟଙ୍କ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ।

ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍‌ର ଜମି ଜାଲିଆତି ମାମଲା ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ଥିବାରୁ ତତ୍‌କାଳୀନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ତାଙ୍କ ପଦରୁ ଦୂରେଇ ରଖାଯାଇଥିବା ବେଳେ ସମ୍ପାଦକ ଦାୟିତ୍ୱ ତୁଲାଉଛନ୍ତି ରବୀନ୍ଦ୍ର ପରିଡ଼ା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos