ଅଲିମ୍ପିକ୍‌ରେ ଖେଳିବା ପାଇଁ ନରସିଂହଙ୍କୁ ଅନୁମତି ଦେଲା ୟୁଡବ୍ଲ୍ୟୁଡବ୍ଲ୍ୟୁ

ନୂଆଦିଲ୍ଲୀ: ଅଗଷ୍ଟ ୫ ତାରିଖରୁ ଆରମ୍ଭ ହେବାକୁ ଥିବା ରିଓ ଅଲିମ୍ପିକ୍‌ରେ ଖେଳିବା ପାଇଁ ଆଜି କୁସ୍ତିଯୋଦ୍ଧା ନରସିଂହ ଯାଦବଙ୍କୁ ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ) ଅନୁମତି ଦେଇଛି। ଡୋପିଂ ଟେଷ୍ଟରେ ବିଫଳ ହେବା ପରେ ଅଲିମ୍ପିକ ଖେଳିବାକୁ ଅଯୋଗ୍ୟ ଘୋଷିତ ହୋଇଥିବା ନରସିଂହଙ୍କୁ ସୋମବାର ଜାତୀୟ ନିଷେଧ ଔଷଧ ନିରୋଧୀ ସଂସ୍ଥା (ନାଡା) କ୍ଲିନ୍‌ଚିଟ୍ ଦେଇଥିଲା। ଏହା ପରେ ନରସିଂହଙ୍କୁ ରିଓ ଅଲିମ୍ପିକ୍‌ରେ ଖେଳିବାକୁ ସୁଯୋଗ ଦେବାକୁ  ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ପକ୍ଷରୁ ୟୁଡବ୍ଲ୍ୟୁଡବ୍ଲ୍ୟୁ […]

narasingh

narasingh

Rakesh Mallick
  • Published: Wednesday, 03 August 2016
  • Updated: 03 August 2016, 06:04 PM IST

Sports

Latest News

narasinghନୂଆଦିଲ୍ଲୀ: ଅଗଷ୍ଟ ୫ ତାରିଖରୁ ଆରମ୍ଭ ହେବାକୁ ଥିବା ରିଓ ଅଲିମ୍ପିକ୍‌ରେ ଖେଳିବା ପାଇଁ ଆଜି କୁସ୍ତିଯୋଦ୍ଧା ନରସିଂହ ଯାଦବଙ୍କୁ ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ) ଅନୁମତି ଦେଇଛି।

ଡୋପିଂ ଟେଷ୍ଟରେ ବିଫଳ ହେବା ପରେ ଅଲିମ୍ପିକ ଖେଳିବାକୁ ଅଯୋଗ୍ୟ ଘୋଷିତ ହୋଇଥିବା ନରସିଂହଙ୍କୁ ସୋମବାର ଜାତୀୟ ନିଷେଧ ଔଷଧ ନିରୋଧୀ ସଂସ୍ଥା (ନାଡା) କ୍ଲିନ୍‌ଚିଟ୍ ଦେଇଥିଲା। ଏହା ପରେ ନରସିଂହଙ୍କୁ ରିଓ ଅଲିମ୍ପିକ୍‌ରେ ଖେଳିବାକୁ ସୁଯୋଗ ଦେବାକୁ  ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ପକ୍ଷରୁ ୟୁଡବ୍ଲ୍ୟୁଡବ୍ଲ୍ୟୁ ନିକଟରେ ଆବେଦନ କରାଯାଇଥିଲା। ୟୁଡବ୍ଲ୍ୟୁଡବ୍ଲ୍ୟୁ ଏହି ଆବେଦନକୁ ଗ୍ରହଣ କରି ନରସିଂହଙ୍କୁ ଅଲିମ୍ପିକ୍ ଖେଳିବାକୁ ଅନୁମତି ଦେଇଛି।

ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜ୍ ଭୂଷଣ ଶରଣ ସିଂହ କହିଛନ୍ତି,“ନାଡା କ୍ଲିନ୍‌ଚିଟ୍ ଦେବା ପରେ ନରସିଂହଙ୍କୁ ଅଲିମ୍ପିକ୍‌ରେ ୭୪ କେଜି ବର୍ଗରେ ଖେଳିବା ପାଇଁ ସୁଯୋଗ ଦେବାକୁ ପୁଣି ଥରେ ଚିନ୍ତା କରିବାକୁ ୟୁଡବ୍ଲ୍ୟୁଡବ୍ଲ୍ୟୁକୁ ତତ୍‌କ୍ଷଣାତ୍ ଚିଠି ଲେଖିଥିଲୁ। ଆଜି ମୁଁ ଖୁସି ଯେ ୟୁଡବ୍ଲ୍ୟୁଡବ୍ଲ୍ୟୁ ନରସିଂହଙ୍କୁ ଅଲିମ୍ପିକ୍‌ରେ ଖେଳିବାକୁ ସୁଯୋଗ ଦେଇଛି।”

ତେବେ ରିଓ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ନରସିଂହ ଅପେକ୍ଷା କରିଛନ୍ତି ବିଶ୍ୱ ନିଷେଧ ଔଷଧ ନିରୋଧୀ ସଂସ୍ଥା (ୱାଡା)ର ଅନୁମତିକୁ। କାରଣ ଗତକାଲି ୱାଡା ନରସିଂହଙ୍କ ମାମଲାର ସମୀକ୍ଷା କରିବା ପାଇଁ ସମସ୍ତ କାଗଜପତ୍ର ପଠାଇବାକୁ ନାଡାକୁ କହିଥିଲା।  ମାମଲାର ସମୀକ୍ଷା କରିବା ପରେ ୱାଡା ଯଦି ଆଣ୍ଟି-ଡୋପିଂ ଡିସିପ୍ଲିନାରୀ ପାନେଲ୍‌ର ନିଷ୍ପତ୍ତି ବିପକ୍ଷରେ କୋର୍ଟ ଅଫ୍ ଅର୍ବିଟ୍ରେସନ୍‌ ଫର୍ ସ୍ପୋର୍ଟ୍ସରେ ଅପିଲ୍ କରେ ତା’ହେଲେ ରିଓରେ ଖେଳିବା ପାଇଁ ନରସିଂହଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିପାରେ।

ନାଡାର ଆଣ୍ଟି ଡୋପିଂ ଡିସିପ୍ଲିନାରୀ ପାନେଲ୍ ଅଭିଯୋଗ କରିଥିଲା ଯେ ନରସିଂହ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ଫଳରେ ନରସିଂହଙ୍କ ରିଓ ଅଲିମ୍ପିକ୍ ବାଟ ବନ୍ଦ ହୋଇଯାଇଥିଲା। ତେବେ ଏକ ସପ୍ତାହରୁ ଊର୍ଦ୍ଧ୍ୱ ଧରି ଚାଲିଥିବା ଡ୍ରାମାରେ ଗତ ସୋମବାର ପୂର୍ଣ୍ଣଚ୍ଛେଦ ପଡ଼ିଥିଲା ଯେତେବେଳ ନାଡା ସୋମବାର ଘୋଷଣା କରିଥିଲା ଯେ ନରସିଂହଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିବା ପଛରେ ସୁଚିନ୍ତିତ ଷଡ଼ଯନ୍ତ୍ର ହୋଇଥିଲା। ଏହା ସହିତ ନାଡା ତାଙ୍କୁ କ୍ଲିନ୍‌ଚିଟ୍ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story