ଗୋଟିଏ ବଲ୍‌ରେ ୨୮୬ ରନ୍‌ ସଂଗ୍ରହ: କ୍ରିକେଟ୍‌ ଇତିହାସରେ ପ୍ରଥମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁହାଯାଏ କ୍ରିକେଟ୍‌ ଅନିଶ୍ଚିତତାର ଖେଳ। ଏହି ଖେଳରେ ଏମିତି କିଛି ହୋଇଥାଏ ଯାହା କେହିବି ସହଜରେ ବିଶ୍ୱସ କରିପାରନ୍ତି ନାହଁ। ଆପଣଙ୍କୁ ଯଦି କେହି ପଚାରନ୍ତି ଯେ ଗୋଟିଏ ବଲ୍‌ରେ ଜଣେ ବ୍ୟାଟ୍ସମ୍ୟାନ୍‌ କେତେ ରନ ସଂଗ୍ରହ କରିପାରିବ। ତେବେ ସମସ୍ତେ କହିବେ ଜଣେ ବ୍ୟାଟ୍ସମ୍ୟାନ୍‌ ଅଧିକରୁ ଅଧିକ ୬ ରନ ସଂଗ୍ରହ କରିପାରିବେ। କେହି କେହି କହିବେ ୭ ରନ ମଧ୍ୟ ହୋଇପାରିବ, ଯଦି ବଲ୍‌ଟି ନୋ ବଲ୍‌ ହେବ। କିନ୍ତୁ କ୍ରିକେଟ୍‌ […]

most-runs-in-ball_1519218

most-runs-in-ball_1519218

Rakesh Mallick
  • Published: Thursday, 22 February 2018
  • Updated: 22 February 2018, 10:45 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁହାଯାଏ କ୍ରିକେଟ୍‌ ଅନିଶ୍ଚିତତାର ଖେଳ। ଏହି ଖେଳରେ ଏମିତି କିଛି ହୋଇଥାଏ ଯାହା କେହିବି ସହଜରେ ବିଶ୍ୱସ କରିପାରନ୍ତି ନାହଁ। ଆପଣଙ୍କୁ ଯଦି କେହି ପଚାରନ୍ତି ଯେ ଗୋଟିଏ ବଲ୍‌ରେ ଜଣେ ବ୍ୟାଟ୍ସମ୍ୟାନ୍‌ କେତେ ରନ ସଂଗ୍ରହ କରିପାରିବ। ତେବେ ସମସ୍ତେ କହିବେ ଜଣେ ବ୍ୟାଟ୍ସମ୍ୟାନ୍‌ ଅଧିକରୁ ଅଧିକ ୬ ରନ ସଂଗ୍ରହ କରିପାରିବେ। କେହି କେହି କହିବେ ୭ ରନ ମଧ୍ୟ ହୋଇପାରିବ, ଯଦି ବଲ୍‌ଟି ନୋ ବଲ୍‌ ହେବ। କିନ୍ତୁ କ୍ରିକେଟ୍‌ ଇତିହାସରେ ଏମିତ ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚକିତ କରିଛି। ଗୋଟିଏ ବଲରେ ୨୮୬ ରନ ସଂଗ୍ରହ କରିବା କଥା ଶୁଣି ଆପଣ ଏହାକୁ ବିଶ୍ୱାସ କରିପାରୁନଥିବେ। ଏଭଳି ଏକ କାରନାମ ଇଂଲଣ୍ଡରେ ଦେଖିବାକୁ ମିଳିଛି।

୧୮୯୪ରେ ଲଣ୍ଡନର ଏକ ଗଣମାଧ୍ୟମ ମାଧ୍ୟମରେ ଏହି ଘଟଣା ସାମ୍ନାକୁ ଆସିଥିଲା। ରିପୋର୍ଟ ଅନୁସାରେ ୧୮୬୫ ମସିହାରେ ଅଷ୍ଟ୍ରେଲିଆରେ ଭିକ୍ଟୋରିଆ ଓ ସ୍କ୍ରେଚ୍ ଇଲେଭେନ୍‌ ମଧ୍ୟରେ ଖେଳାଯାଇଥିବା ଡୋମେଷ୍ଟିକ୍‌ ମ୍ୟାଚ୍‌ରେ ଏହା ଦେଖିବାକୁ ମିଳିଥିଲା। ଭିକ୍ଟୋରିଆ ବ୍ୟାଟିଂ କରୁଥିବା ବେଳେ ଜଣେ ବ୍ୟାଟ୍ସମ୍ୟାନ୍‌ ଏକ ଜୋରଦାର ସଟ୍‌ ମାରିଥିଲେ। ଏବଂ ବଲ୍‌ଟି ଯାଇ ଏକ ଗଛରେ ଲାଗିଯାଇଥିଲା। ଏହା ପରେ ବ୍ୟାଟ୍ସମ୍ୟାନ୍‌ ରନ୍‌ ନେଇଚାଲିଥିଲେ। ଯେପର୍ଯ୍ୟନ୍ତ ବଲ୍‌ଟି ଗଛ ଉପରେ ରହିଥିଲା ସେପର୍ଯ୍ୟନ୍ତ ବ୍ୟାଟ୍ସମ୍ୟାନ୍‌ ରନ୍‌ ନେଇଚାଲିଥିଲେ। ଏବଂ ଏହାରି ମଧ୍ୟରେ ବ୍ୟାଟ୍ସମ୍ୟାନ୍‌ ୨୮୬ ରନ କରିଦେଇଥିଲେ। ୨୮୬ ରନ୍‌ କରିବା ପାଇଁ ବ୍ୟାଟ୍ସମ୍ୟାନ୍‌ ୬ କିମି ଦୌଡ଼ ଲଗାଇଥିବା ଜଣାପଡ଼ିଥିଲା। ଏହାପରେ ନିୟମରେ ପରିବର୍ତ୍ତନ କରାଯାଇଥିଲା। ଏବେ କୌଣସି ବ୍ୟାଟ୍ସମ୍ୟାନ୍‌ ଗୋଟିଏ ବଲରେ ସର୍ବାଧିକ ୩ରନ ଦୌଡ଼ିକି ନେଇ ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story