ଟଙ୍କାର ଖେଳ ପାଲଟିଛି IPL: ମାତ୍ର ଗୋଟିଏ ରନ୍‌ର ମୂଲ୍ୟ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେତେବେଳେ ଭାରତରେ ଆଇପିଏଲ ଆରମ୍ଭ ହୋଇଥିଲା ସେତେବେଳେ କୁହାଯାଇଥିଲା ଯେ ଏହା ବିଶ୍ୱରେ ଏକ ନୂଆ ପରିଚୟ ସୃଷ୍ଟି କରିବ। ଏବଂ ସେମିତି କିଛି ମଧ୍ୟ ହୋଇଛି। ଆଇପିଏଲ୍‌ର ଲୋକପ୍ରିୟାତା ଏତେମାତ୍ରାରେ ବଢିଯାଇଛି ସାରା ବିଶ୍ୱ ଏହାର ଦିୱାନା ହୋଇଯାଇଛି। ଆଇପିଏଲର ସଫଳତା ଦେଖି ଅନ୍ୟ ଦେଶ ଗୁଡ଼ିକ ମଧ୍ୟ ଏଭଳି ପ୍ରତିଯୋଗିତା କରିବାକୁ ପଛାଇନାହାଁନ୍ତି। ଦିନକୁ ଦିନ ଆଇପିଏଲର ଲୋକପ୍ରିୟତା ବୃଦ୍ଧି ପାଉଛି। ୨୦୦୮ରେ ପାଖାପାଖି ୧୦ କୋଟି ଲୋକ ଟିଭିରେ ଆଇପିଏଲ […]

IPL1 (1)

IPL1 (1)

Rakesh Mallick
  • Published: Saturday, 07 April 2018
  • Updated: 07 April 2018, 04:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେତେବେଳେ ଭାରତରେ ଆଇପିଏଲ ଆରମ୍ଭ ହୋଇଥିଲା ସେତେବେଳେ କୁହାଯାଇଥିଲା ଯେ ଏହା ବିଶ୍ୱରେ ଏକ ନୂଆ ପରିଚୟ ସୃଷ୍ଟି କରିବ। ଏବଂ ସେମିତି କିଛି ମଧ୍ୟ ହୋଇଛି। ଆଇପିଏଲ୍‌ର ଲୋକପ୍ରିୟାତା ଏତେମାତ୍ରାରେ ବଢିଯାଇଛି ସାରା ବିଶ୍ୱ ଏହାର ଦିୱାନା ହୋଇଯାଇଛି। ଆଇପିଏଲର ସଫଳତା ଦେଖି ଅନ୍ୟ ଦେଶ ଗୁଡ଼ିକ ମଧ୍ୟ ଏଭଳି ପ୍ରତିଯୋଗିତା କରିବାକୁ ପଛାଇନାହାଁନ୍ତି। ଦିନକୁ ଦିନ ଆଇପିଏଲର ଲୋକପ୍ରିୟତା ବୃଦ୍ଧି ପାଉଛି। ୨୦୦୮ରେ ପାଖାପାଖି ୧୦ କୋଟି ଲୋକ ଟିଭିରେ ଆଇପିଏଲ ଦେଖିଥିବା ବେଳେ ୨୦୧୭ରେ ୧୨୫ କୋଟି ଲୋକ ଏହାକୁ ଦେଖିଛନ୍ତି। ଏଥିରୁ ଅନୁମାନ କରିହେଉଥିବ କେତେ ମାତ୍ରାରେ ଆଇପିଏଲର ଲୋକପ୍ରିୟତା ବଢିଚାଲିଛି। ଏହାସହ ଆଇପିଏଲରେ ପ୍ରଥମ ବର୍ଷର ପୁରସ୍କାର ରାଶି ଯାହା ଥିଲା ଏହାର କେଇଗୁଣା ପୁରସ୍କାର ରାଶି ଚଳିତ ଆଇପିଏଲରେ ବୃଦ୍ଧି ପାଇଛି।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆଇପିଏଲର ଗୋଟିଏ ରନ୍‌ର ଦାମ ୨୨୧୦୯୧ ଟଙ୍କା। ଶେଷ ୧୦ ବର୍ଷରେ ଆଇପିଏଲର ସମସ୍ତ ଫ୍ରାଞ୍ଚାଇଜ୍‌ ଖେଳାଳିଙ୍କୁ ଦରମା ହିସାବରେ ୪୨.୮୪ ଆରବ ଟଙ୍କା ଖର୍ଚ୍ଚ କରିଛି। ୧୦ ବର୍ଷରେ ଆଇପିଏଲରେ ମୋଟ ୬୯୪ ଖେଳାଳିଙ୍କ ପାଇଁ ୪୨୮୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯେଉଁଥିରେ ୪୨୬ ଭାରତୀୟ ଖେଳାଳିଙ୍କ ପାଇଁ ୨୩୫୪ କୋଟି ଖର୍ଚ୍ଚ ହୋଇଛି। ସେହିପରି ୨୬୮ ବିଦେଶୀ ଖେଳାଳିଙ୍କ ପାଇଁ ୧୯୩୦ କୋଟି ଖର୍ଚ୍ଚ ହୋଇଛି। ଏପର୍ଯ୍ୟନ୍ତ ୧୦ଟି ସିଜିନ ସୁଦ୍ଧା ଆଇପିଏଲରେ ମୋଟ୍‌ ୫୩୭ଟ ମ୍ୟାଚ୍‌ ଖେଳାଯାଇଛି। ଯେଉଁଥିରେ ମୋଟ୍‌ ୨୪୨୦୮ ଓଭର ବୋଲିଂ କରାଯାଇଥିବାବେଳେ ୧୯୩୭୭୩ ରନ ବନିଛି ଓ ୭୪୧୬ଥର ୱିକେଟ୍‌ ମଧ୍ୟ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story