ଟିମ୍‌ ଇଣ୍ଡିଆ ଜର୍ସିର ନବକଳେବର: ମୋବାଇଲ୍‌ କଂପାନୀ ଓପୋ କଲା ଲଞ୍ଚ

ମୁମ୍ବାଇ: ଟିମ୍‌ ଇଣ୍ଡିଆ ଜର୍ସିର ନବକଳେବର। ମୋବାଇଲ ନିର୍ମାତା କମ୍ପାନୀ ଓପୋ ଆଜି ଭାରତୀୟ କ୍ରିକେଟ ଟିମ୍‌ର ନୂଆ ଜର୍ସି ଲଞ୍ଚ କରିଛି। ମୁମ୍ବାଇରେ ବିସିସିଆଇ ସିଇଓ ରାହୁଲ ଜୋହରୀଙ୍କ ଉପସ୍ଥିତିରେ ଓପୋ ଟିମ୍‌ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ କରିଛି। ନିକଟରେ ଷ୍ଟାର ଇଣ୍ଡିଆର ସମୟ ଶେଷ ହେବାପରେ ଭାରତୀୟ କ୍ରିକେଟ ଟିମ୍‌ର ନୂଆ ପ୍ରଯୋଜକ ଭାବେ ଓପୋକୁ ଦାୟିତ୍ୱ ମିଳିଥିଲା। ଯଦିଓ ନୂଆ ଜର୍ସିର ଅଧିକ କୌଣସି ପରିବର୍ତ୍ତନ କରାଯାଇନାହିଁ ତଥାପି ଟିମ୍‌ ଇଣ୍ଡିଆର […]

oppo

oppo

Rakesh Mallick
  • Published: Thursday, 04 May 2017
  • Updated: 04 May 2017, 06:44 PM IST

Sports

Latest News

ମୁମ୍ବାଇ: ଟିମ୍‌ ଇଣ୍ଡିଆ ଜର୍ସିର ନବକଳେବର। ମୋବାଇଲ ନିର୍ମାତା କମ୍ପାନୀ ଓପୋ ଆଜି ଭାରତୀୟ କ୍ରିକେଟ ଟିମ୍‌ର ନୂଆ ଜର୍ସି ଲଞ୍ଚ କରିଛି। ମୁମ୍ବାଇରେ ବିସିସିଆଇ ସିଇଓ ରାହୁଲ ଜୋହରୀଙ୍କ ଉପସ୍ଥିତିରେ ଓପୋ ଟିମ୍‌ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ କରିଛି। ନିକଟରେ ଷ୍ଟାର ଇଣ୍ଡିଆର ସମୟ ଶେଷ ହେବାପରେ ଭାରତୀୟ କ୍ରିକେଟ ଟିମ୍‌ର ନୂଆ ପ୍ରଯୋଜକ ଭାବେ ଓପୋକୁ ଦାୟିତ୍ୱ ମିଳିଥିଲା। ଯଦିଓ ନୂଆ ଜର୍ସିର ଅଧିକ କୌଣସି ପରିବର୍ତ୍ତନ କରାଯାଇନାହିଁ ତଥାପି ଟିମ୍‌ ଇଣ୍ଡିଆର ବ୍ରାଣ୍ଡ ପାର୍ଟନର ହୋଇଥିବାରୁ ଜର୍ସିର ସମ୍ମୁଖ ଭାଗରେ ଓପୋ ଲେଖାଯାଇଥିବା ଦେଖିବାକୁ ମିଳିଛି। ଏହାସହ ଜର୍ସିର ଡାହଣପଟରେ ନାଇକ୍‌ର ଲୋଗ ରହିଥିବା ବେଳେ ବାମପଟରେ ବିସିସିଆଇର ଲୋଗ ଦେଖିବାକୁ ମିଳିଛି। ଏହାର ଠିକ୍‌ ଉପରେ ୩ଟି ଷ୍ଟାର୍‌ ଚିହ୍ନ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story