ଆରମ୍ଭ ହେଲା ଭୁବନେଶ୍ୱର ସଫ୍ଟବଲ ଲିଗ୍‌, ଘରୋଇ ଟିମ୍‌ର ଡବଲ ବିଜୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୟୁନିଟ ୯ରେ ଥିବା ଭାରତୀୟ ବିଦ୍ୟାଳୟ ପଡ଼ିଆରେ ଆଜିଠାରୁ ଆରମ୍ଭ ହୋଇଛି ଭୁବନେଶ୍ୱର ସଫ୍ଟବଲ୍‌ ଲିଗ୍‌ର ଦ୍ୱିତୀୟ ସଂସ୍କରଣ। ପ୍ରଥମ ଦିନରେ ହିଁ କମାଲ କରିଛି ଆୟୋଜକ ଦଳ ଭୁବନେଶ୍ୱର। ଘରୋଇ ଟିମ ତଥା ଡିଫେଣ୍ଡିଂ ଚାମ୍ପିୟନ ଭୁବନେଶ୍ୱର ଆଜି ଖେଳିଥିବା ୨ଟି ଯାକ ମ୍ୟାଚ୍‌ ଜିତି ନିଜର ଦବଦବା ଦେଖାଇଛି। ଭୁବନେଶ୍ୱର ସଫ୍ଟବଲ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ ଲିଗ୍‌ ଇଭେଣ୍ଟରେ ମୋଟ ୮ଟି ଦଳ ଭାଗ ନେଇଛନ୍ତି। ଆୟୋଜକ […]

BBSR

BBSR

Hemant Lenka
  • Published: Tuesday, 27 December 2022
  • Updated: 27 December 2022, 08:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୟୁନିଟ ୯ରେ ଥିବା ଭାରତୀୟ ବିଦ୍ୟାଳୟ ପଡ଼ିଆରେ ଆଜିଠାରୁ ଆରମ୍ଭ ହୋଇଛି ଭୁବନେଶ୍ୱର ସଫ୍ଟବଲ୍‌ ଲିଗ୍‌ର ଦ୍ୱିତୀୟ ସଂସ୍କରଣ। ପ୍ରଥମ ଦିନରେ ହିଁ କମାଲ କରିଛି ଆୟୋଜକ ଦଳ ଭୁବନେଶ୍ୱର। ଘରୋଇ ଟିମ ତଥା ଡିଫେଣ୍ଡିଂ ଚାମ୍ପିୟନ ଭୁବନେଶ୍ୱର ଆଜି ଖେଳିଥିବା ୨ଟି ଯାକ ମ୍ୟାଚ୍‌ ଜିତି ନିଜର ଦବଦବା ଦେଖାଇଛି।

ଭୁବନେଶ୍ୱର ସଫ୍ଟବଲ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ ଲିଗ୍‌ ଇଭେଣ୍ଟରେ ମୋଟ ୮ଟି ଦଳ ଭାଗ ନେଇଛନ୍ତି। ଆୟୋଜକ ଭୁବନେଶ୍ୱର ବ୍ୟତୀତ ପୁରୀ, ବାଲେଶ୍ୱର, ରାୟଗଡ଼ା, କଳାହାଣ୍ଡି, କିଟ ଓ ରାଉରକେଲା ଟିମ ଏହି ମେଗା ଇଭେଣ୍ଟରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।

ଆଜି ପ୍ରଥମ ଦିନରେ ମୋଟ ୫ଟି ମ୍ୟାଚ୍‌ ଖେଳା ଯାଇଛି। ପ୍ରଥମ ମ୍ୟାଚ୍‌ଟି ବାଲେଶ୍ୱର ଓ କଲାହାଣ୍ଡି ମଧ୍ୟରେ ଖେଳା ଯାଇଥିବା ବେଳେ ଏହା ବେଶ ସଂଘର୍ଷ ପୂର୍ଣ୍ଣ ରହିଥିଲା। ଶେଷରେ ବାଲେଶ୍ୱର ୯-୮ ସ୍କୋରରେ କଳାହାଣ୍ଡିକୁ ପରାସ୍ତ କରିଛି। ଦ୍ୱିତୀୟ ମ୍ୟାଚ୍‌ରେ କିନ୍ତୁ କଳାହାଣ୍ଡି ଏକତରଫା ଭାବେ କିଟ୍‌ ଠାରୁ ୦-୧୨ରେ ପରାସ୍ତ ହୋଇଛି।

ଭୁବନେଶ୍ୱର ତା’ର ପ୍ରଥମ ମ୍ୟାଚ୍‌ରେ ଯାଜପୁରକୁ ୧୦-୦ରେ ହରାଇଛି। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ପୁରୀକୁ ୫-୦ରେ ପରାସ୍ତ କରିଛି ଦଳ। ଏଥିସହ ଏକମାତ୍ର ଦଳ ଭାବେ ଦୁଇଟି ଯାକ ମ୍ୟାଚ୍‌ ଖେଳି ୨ଟିରେ ଜିତିବାର ରେକର୍ଡ କରିଛି।

ଅନ୍ୟପକ୍ଷରେ ଭୁବନେଶ୍ୱର ଠାରୁ ୫-୦ରେ ହାରିଥିବା ପୁରୀ କିନ୍ତୁ ଯାଜପୁରକୁ ଏକତରଫା ଭାବେ ୧୦-୦ରେ ହରାଇଛି।

ଏହାର ଅର୍ଥ ପ୍ରଥମ ଦିନରେ ଭୁବନେଶ୍ୱର ୨ଟି ମ୍ୟାଚ୍‌ ଖେଳି ଦୁଇଟି ଯାକରେ ଜିତିଥିବା ବେଳେ ପୁରୀ ୨ଟିରୁ ୧, ବାଲେଶ୍ୱର୨ଟି ମ୍ୟାଚ୍‌ ଖେଳି ଗୋଟିଏ ଓ କିଟ୍‌ ଗୋଟିଏ ମ୍ୟାଚ୍‌ରୁ ଗୋଟିଏ ବିଜୟ ହାସଲ କରିଛି। ଯାଜପୁର ୨ଟି ଯାକ ମ୍ୟାଚ୍‌ ହାରିଥିବା ବେଳେ କଳାହାଣ୍ଡି ଆଜି ଖେଳିଥିବା ଏକମାତ୍ର ମ୍ୟାଚ୍‌ ହାରିଛି।

ଆସନ୍ତାକାଲି ଏହି ସଫ୍ଟବଲ ଲିଗ୍‌ର ବାକି ମ୍ୟାଚ୍‌ ସହ ସେମି ଓ ଫାଇନାଲ ମ୍ୟାଚ୍‌ ଖେଳାଯିବ। ସେହିପରି ଅପରାହ୍ନରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story