ଅଲିମ୍ପିକ୍ସ ଆୟୋଜନ ପାଇଁ ଆବେଦନ କରିବ ଭାରତ

ନୂଆଦିଲ୍ଲୀ: ୨୦୩୬ ମସିହା ଅଲିମ୍ପିକ୍ସ କ୍ରୀଡ଼ାର ଆୟୋଜନ ପାଇଁ ଆବେଦନ କରିବ ଭାରତ। ଏନେଇ ଇଣ୍ଟନ୍ୟାଶନାଲ ଅଲିମ୍ପିକ କମିଟି (ଆଇଓସି) ନିକଟରେ ଆବେଦନ କରାଯିବ। ୨୦୨୩ ସେପ୍ଟେମ୍ବର ମାସରେ ଆଇଓସିର ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଏହି ସମୟରେ ଭାରତ ପକ୍ଷରୁ ହୋଷ୍ଟିଂ ଅଧିକାରୀମାନେ ଆବେଦନ କରାଯିବ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ସେ କହିଛନ୍ତି, ଭାରତୀୟ ଅଲିମ୍ପିକ ଆସୋସିଏସନର ହୋଷ୍ଟିଂ ଆବେଦନକୁ ସରକାର ପୂର୍ଣ୍ଣ ସମର୍ଥନ କରିବେ ଓ ଗୁଜରାଟର ଅହମଦାବାଦରେ […]

India

India

Hemant Lenka
  • Published: Wednesday, 28 December 2022
  • Updated: 28 December 2022, 07:11 AM IST

Sports

Latest News

ନୂଆଦିଲ୍ଲୀ: ୨୦୩୬ ମସିହା ଅଲିମ୍ପିକ୍ସ କ୍ରୀଡ଼ାର ଆୟୋଜନ ପାଇଁ ଆବେଦନ କରିବ ଭାରତ। ଏନେଇ ଇଣ୍ଟନ୍ୟାଶନାଲ ଅଲିମ୍ପିକ କମିଟି (ଆଇଓସି) ନିକଟରେ ଆବେଦନ କରାଯିବ। ୨୦୨୩ ସେପ୍ଟେମ୍ବର ମାସରେ ଆଇଓସିର ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଏହି ସମୟରେ ଭାରତ ପକ୍ଷରୁ ହୋଷ୍ଟିଂ ଅଧିକାରୀମାନେ ଆବେଦନ କରାଯିବ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି।

ସେ କହିଛନ୍ତି, ଭାରତୀୟ ଅଲିମ୍ପିକ ଆସୋସିଏସନର ହୋଷ୍ଟିଂ ଆବେଦନକୁ ସରକାର ପୂର୍ଣ୍ଣ ସମର୍ଥନ କରିବେ ଓ ଗୁଜରାଟର ଅହମଦାବାଦରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଚେଷ୍ଟା କରାଯିବ। କାରଣ ଅହମଦାବାଦରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ରହିଛି।

ଭାରତ ପୂର୍ବରୁ ୧୯୮୨ ଏସିଆନ ଗେମ୍ସ ଓ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିଥିଲା। ଏବେ ଦେଶ ଅଲିମ୍ପିକ୍ସ ଆୟୋଜନ କରିବାକୁ ଚାହୁଁଛି। ଯଦି ଭାରତ ଜି-୨୦ କାର୍ଯ୍ୟକ୍ରମକୁ ଏତେ ଭବ୍ୟର ସହ ଭାବେ ଆୟୋଜନ କରିପାରୁଛି, ତା’ହେଲେ ମୁଁ ନିଶ୍ଚିତ ଯେ ସରକାର ଆଇଓଏ ପକ୍ଷରୁ ଆବେଦନ ହେବାକୁ ଥିବା ଅଲିମ୍ପିକ୍ସ ହୋଷ୍ଟିଂ ଅଧିକାରୀଙ୍କୁ ମଧ୍ୟ ପୂର୍ଣ୍ଣ ସମର୍ଥନ କରିବେ।

ଆମେ ସମସ୍ତେ ଜାଣିଛୁ ଯେ ୨୦୩୨ ଯାଏ ଅଲିମ୍ପିକ୍ସ ହୋଷ୍ଟିଂ ଦାୟିତ୍ୱ ବିଭିନ୍ନ ଦେଶକୁ ମିଳି ସାରିଛି। କିନ୍ତୁ ୨୦୩୬ ପାଇଁ ଆମ ପାଖରେ ଆବେଦନ ପାଇଁ ଅଧିକାର ରହିଛି। ମୋର ଆଶା ଅଲିମ୍ପିକ୍ସ ଆୟୋଜନ ପାଇଁ ନିଶ୍ଚିତ ଆବେଦନ କରାଯିବ। ଭାରତ ୨୦୩୬ରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି। ତେଣୁ ଆୟୋଜନ ଅଧିକାରୀ ମିଳିଲେ କେବେ ହେଲେ ଏହାକୁ ନା କହିବାର ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story