କାଠଗଡ଼ାରେ କୁସ୍ତି ମହାସଂଘର ସଭାପତି, ଯୌନ ନିର୍ଯାତନାର ଅଭିଯୋଗ ଆଣିଲେ ଭିନେଶ

ନୂଆଦିଲ୍ଲୀ: ରେସଲିଂ ବା କୁସ୍ତି ଜଗତରେ ହଇଚଇ ସୃଷ୍ଟି ହୋଇଛି। ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶାରନ ସିଂହଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଦେଶର ଦୁଇ ଷ୍ଟାର ରେସଲର। ଭାରତ ପାଇଁ ଏକାଧିକ ପଦକ ଜିତିଥିବା ରେସଲର ଭିନେଶ ଫୋଗଟ୍‌ ଯୌନ ନିତର୍ଯାତନାର ଅଭିଯୋଗ ଆଣିଥିବା ବେଳେ ବଜରଙ୍ଗ ପୁନିଆ ମାଡ଼ ମାରିବା ଅଭିଯୋଗ କରିଛନ୍ତି। ଭିନେଶ୍‌ ଫୋଗଟଙ୍କ ଅଭିଯୋଗ ଅନୁଯାୟୀ, ବ୍ରିଜ ଭୂଷଣ ମହିଳା ରେସଲରମାନଙ୍କୁ ଯୌନ […]

Vinesh-Phogat

Vinesh-Phogat

Hemant Lenka
  • Published: Wednesday, 18 January 2023
  • Updated: 18 January 2023, 06:06 PM IST

Sports

Latest News

ନୂଆଦିଲ୍ଲୀ: ରେସଲିଂ ବା କୁସ୍ତି ଜଗତରେ ହଇଚଇ ସୃଷ୍ଟି ହୋଇଛି। ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶାରନ ସିଂହଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଦେଶର ଦୁଇ ଷ୍ଟାର ରେସଲର। ଭାରତ ପାଇଁ ଏକାଧିକ ପଦକ ଜିତିଥିବା ରେସଲର ଭିନେଶ ଫୋଗଟ୍‌ ଯୌନ ନିତର୍ଯାତନାର ଅଭିଯୋଗ ଆଣିଥିବା ବେଳେ ବଜରଙ୍ଗ ପୁନିଆ ମାଡ଼ ମାରିବା ଅଭିଯୋଗ କରିଛନ୍ତି।

ଭିନେଶ୍‌ ଫୋଗଟଙ୍କ ଅଭିଯୋଗ ଅନୁଯାୟୀ, ବ୍ରିଜ ଭୂଷଣ ମହିଳା ରେସଲରମାନଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି। ଏଥିସହ ଅନେକ କୁସ୍ତିଯୋଦ୍ଧାଙ୍କୁ ସେ ମାନସିକ ନିର୍ଯାତନା ଦେଇଥିବା ମଧ୍ୟ ସେ କହିଛନ୍ତି। ବ୍ରିଜ ଭୂଷଣଙ୍କ ବିରୋଧରେ ଦେଶର ଷ୍ଟାର ରେସଲରମାନେ ଦିଲ୍ଲୀର ଯନ୍ତରମନ୍ତରେ ମଧ୍ୟ ବିକ୍ଷୋଭ ଆରମ୍ଭ କରିଛନ୍ତି। ଏହି ସମୟରେ ଭିନେଶ ଏପରି ସାଂଘାତିକ ଅଭିଯୋଗ କରିଛନ୍ତି।

Vinesh Phogat accuses WFI president Brij Bhushan Sharan of sexual harassment;  wrestlers protest at Jantar Mantar - The Hindu
ଭିନେଶ ଆହୁରି କହିଛନ୍ତି ଯେ ବ୍ରିଜ ଭୂଷଣ ଏକଦା ଏମିତି ମାନସିକ ନିର୍ଯାତନା ଦେଇଥିଲେ ଯେ ଆତ୍ମହତ୍ୟା କରିବାକୁ ମଧ୍ୟ ଚିନ୍ତା କରିଥିଲେ। ଏସିଆନ ଗେମ୍ସ ଓ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦ ଜିତିଥିବା ଭିନେଶ ପୂର୍ବରୁ ଯୌନ ନିର୍ଯାତନା ଅଭିଯୋଗ ଆଣିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କ ମୁହଁକୁ ବନ୍ଦ କରି ଦିଆଯାଇଥିଲା ବୋଲି ସେ ଆଜି କହିଛନ୍ତି।

ସେ କହିଛନ୍ତି, “ମୁଁ ଏହା ବିରୋଧରେ ମୁହଁ ଖୋଲିଛି। ବ୍ରିଜ ଭୂଷଣ ମହିଳା ରେସଲରମାନଙ୍କୁ ଯୌନ ନିର୍ଯାତନା ଦେଇଥିଲେ। କେହି ବି ଇଞ୍ଜୁରୀ ପାଇଁ ଉତ୍ତରଦାୟିତ୍ୱ ନେଉ ନାହାନ୍ତି। ସେମାନେ କେବଳ ଜାତୀୟସ୍ତରରେ ରେସଲରଙ୍କୁ ବ୍ୟାନ କରିବାକୁ ଧମକ ଦେଉଛନ୍ତି।

କୁସ୍ତି ମହାସଂଘର ସଭାପତି ମୋତେ ୟୁସଲେସ କହିଛନ୍ତି। ମୁଁ ଏକଦା ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲି। ବ୍ରିଜ ଭୂଷଣଙ୍କ ବିରୋଧରେ ଅଭିଯୋଗ କରିବାରୁ ମୋତେ ହତ୍ୟା ଧମକ ମିଳିଥିଲା। ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ମୋ ସହ ଅନେକ କିଛି ଘଟିଛି।”

Vinesh Phogat accuses WFI president Brij Bhushan of sexual harassment
ଆଜି ସେ ପାଇଥିବା ନିର୍ଯାତନା ସମ୍ପର୍କରେ କହିବା ବେଳେ କାନ୍ଦି ମଧ୍ୟ ପକାଇଥିଲେ। ମୋଟ ୩୧ ଜଣ ରେସଲର ଭାରତୀୟ କୁସ୍ତି ମହାସଂଘ ବିରୋଧରେ ବିକ୍ଷୋଭ ଆରମ୍ଭ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଲିମମ୍ପିକ୍ସରେ ପଦକ ଜିତିଥିବା ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆ ମଧ୍ୟ ରହିଛନ୍ତି।

ସେମାନେ କୁସ୍ତି ମହାସଂଘରେ ପରିବର୍ତ୍ତନ ଦାବି କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ପୋର୍ଟସ ଅଥୋରିଟି ଅଫ ଇଣ୍ଡିଆ ସଂଘର ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି।

ବ୍ରିଜ ଭୂଷଣ ହେଉଛନ୍ତି ବିଜେପିର କେସରଗଞ୍ଜ ସାଂସଦ। ସେ ପ୍ରାୟ ୧୦ ବର୍ଷ ହେଲା ଏହି ପଦରେ ଅଛନ୍ତି। ୨୦୧୯ରେ ସେ ନିର୍ଦ୍ୱନ୍ଦ୍ୱରେ ୩ ବର୍ଷ ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ଟୋକିଓରେ ପଦକ ଜିତିଥିବା ବଜରଙ୍ଗ ପୁନିଆ କହିଥିଲେ ଯେ ବ୍ରିଜ ଭୂଷଣ ରେସଲରମାନଙ୍କୁ ଚାପୁଡ଼ା ମାରିବା ସହ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ।

Vinesh Phogat accuses Wrestling Federation president of sexual harassment -  Hindustan Times

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story