ପାକିସ୍ତାନକୁ ଅଟକାଇବାରେ ଭାରତୀୟ ବୋଲର୍‌ ଫେଲ୍‌: ଫକାରଙ୍କ ଆକର୍ଷଣୀୟ ଶତକ

ଭୁବନେଶ୍ୱର: ପାକିସ୍ତାନର ବ୍ୟାଟିଂ ଆଗରେ ଭାରତର ବୋଲିଂ କିଛି କାମ କରିପାରୁନଥିବା ଭଳି ଲାଗୁଛି। ପାକିସ୍ତାନର ଉଭୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଭଲ ଆରମ୍ଭ ଦେଇଛନ୍ତି। ପାକିସ୍ତାନର ରନ୍‌ ୧୨୮ ହୋଇଥିବା ବେଳେ ପ୍ରଥମ ୱିକେଟ୍‌ର ପତନ ହୋଇଥିଲା ଏବଂ ଦଳର ୨୦୦ରନ ହୋଇଥିବା ସମୟରେ ଦ୍ୱିତୀୟ ୱିକେଟ୍‌ ପଡିଥିଲା। ଆଜାର ଅଲ୍ଲୀ ୫୬ ରନ କରି ଆଉଟ୍‌ ହୋଇଥିବା ବେଳେ ଫକାର୍‌ ଜମାନ ୧୧୪ ରନ୍‌ର ବିସ୍ଫୋରକ ପାଳି ଖେଳି ଆଉଟ୍‌ ହୋଇଛନ୍ତି। ଭାରତର ସମସ୍ତ ବୋଲରଙ୍କୁ […]

555_fakhar_1497785261_749x421

555_fakhar_1497785261_749x421

Rakesh Mallick
  • Published: Sunday, 18 June 2017
  • Updated: 18 June 2017, 10:21 PM IST

Sports

Latest News

ଭୁବନେଶ୍ୱର: ପାକିସ୍ତାନର ବ୍ୟାଟିଂ ଆଗରେ ଭାରତର ବୋଲିଂ କିଛି କାମ କରିପାରୁନଥିବା ଭଳି ଲାଗୁଛି। ପାକିସ୍ତାନର ଉଭୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଭଲ ଆରମ୍ଭ ଦେଇଛନ୍ତି। ପାକିସ୍ତାନର ରନ୍‌ ୧୨୮ ହୋଇଥିବା ବେଳେ ପ୍ରଥମ ୱିକେଟ୍‌ର ପତନ ହୋଇଥିଲା ଏବଂ ଦଳର ୨୦୦ରନ ହୋଇଥିବା ସମୟରେ ଦ୍ୱିତୀୟ ୱିକେଟ୍‌ ପଡିଥିଲା। ଆଜାର ଅଲ୍ଲୀ ୫୬ ରନ କରି ଆଉଟ୍‌ ହୋଇଥିବା ବେଳେ ଫକାର୍‌ ଜମାନ ୧୧୪ ରନ୍‌ର ବିସ୍ଫୋରକ ପାଳି ଖେଳି ଆଉଟ୍‌ ହୋଇଛନ୍ତି। ଭାରତର ସମସ୍ତ ବୋଲରଙ୍କୁ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ନିର୍ଦ୍ଧୁମ୍‌ ପ୍ରହାର କରୁଥିବା ଦେଖିବାକୁ ମିଳିଛି। ଭାରତ ପକ୍ଷରୁ ପାଣ୍ଡ୍ୟା ସଫଳ ବୋଲର ଭାବେ ଏପର୍ଯ୍ୟନ୍ତ ଗୋଟିଏ ୱିକେଟ୍‌ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story