ଫାଇନାଲରେ ପହଞ୍ଚିବାକୁ ମ୍ୟାଚ୍‌ ଫିକ୍ସିଂ କରିଛି ପାକିସ୍ତାନ: ପୂର୍ବତନ ଅଧିନାୟକଙ୍କ ବିବାଦୀୟ ବୟାନ

ମୁମ୍ବାଇ: ଦୀର୍ଘ ୧୦ ବର୍ଷ ପରେ କୌଣସି ଏକ ଆଇସିସି ପ୍ରତିଯୋଗିତାର ଫାଇନାଲ୍‌ରେ ସମ୍ନାସାମ୍ନି ହେବାକୁ ଯାଉଛନ୍ତି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ। ଯାହାକୁ ନେଇ କେବଳ ଏହି ଦୁଇ ଦେଶ ମଧ୍ୟରେ ଉତ୍କଣ୍ଠା ସିମିତ ନାହିଁ, ଆଇସିସି ମଧ୍ୟ ଏଥିନେଇ ଖୁସି ଜାହିର କରିଛି। କାରଣ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ ପାକିସ୍ତାନ ରହିଥିବରୁ ଏହି ପ୍ରତିଯୋଗିତା  ଅନେକ ରୋମାଞ୍ଚଭରା ହେବାସହ ବେଶ୍‌ ଲୋକପ୍ରିୟତା ହାସଲ କରିବ ଏଥିରେ କୌଣସି ସନ୍ଦେହ ନାହିଁ। […]

england-final-pakistan-icc-champions-trophy-semi_9a8b5f6e-5267-11e7-88ef-5a5d74cf2589

Rakesh Mallick
  • Published: Friday, 16 June 2017
  • Updated: 16 June 2017, 05:38 PM IST

Sports

Latest News

ମୁମ୍ବାଇ: ଦୀର୍ଘ ୧୦ ବର୍ଷ ପରେ କୌଣସି ଏକ ଆଇସିସି ପ୍ରତିଯୋଗିତାର ଫାଇନାଲ୍‌ରେ ସମ୍ନାସାମ୍ନି ହେବାକୁ ଯାଉଛନ୍ତି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ। ଯାହାକୁ ନେଇ କେବଳ ଏହି ଦୁଇ ଦେଶ ମଧ୍ୟରେ ଉତ୍କଣ୍ଠା ସିମିତ ନାହିଁ, ଆଇସିସି ମଧ୍ୟ ଏଥିନେଇ ଖୁସି ଜାହିର କରିଛି। କାରଣ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ ପାକିସ୍ତାନ ରହିଥିବରୁ ଏହି ପ୍ରତିଯୋଗିତା  ଅନେକ ରୋମାଞ୍ଚଭରା ହେବାସହ ବେଶ୍‌ ଲୋକପ୍ରିୟତା ହାସଲ କରିବ ଏଥିରେ କୌଣସି ସନ୍ଦେହ ନାହିଁ। ଏହାସହ ଏହି ମ୍ୟାଚ୍‌ ପାଇଁ ଷ୍ଟାଡିୟମ ମଧ୍ୟ ହାଉସଫୁଲ୍‌ ରହିବ।

ଆସନ୍ତା ଜୁନ୍‌ ୧୮ ତାରିଖ ଫାଇନାଲ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ଏହାପୂର୍ବରୁ ପାକିସ୍ତାନର ପୂର୍ବତନ କ୍ରିକେଟର୍‌ ଆମୀର ସୋହେଲଙ୍କ ବୟାନ ଏବେ ଚର୍ଚ୍ଚା ସୃଷ୍ଟି କରିଛି। ପାକିସ୍ତାନ ଫାଇନାଲରେ ପହଞ୍ଚିବା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ମ୍ୟାଚ୍ ଫିକ୍ସିଂ କରି ଫାଇନାଲରେ ପହଞ୍ଚିଛି।

ସେ କହିଛନ୍ତି ଯେ ପାକିସ୍ତାନ ଟିମ୍‌ ଓ ଏହାର ଅଧିନାୟକ ଫାଇନାଲରେ ପହଞ୍ଚିଥିବାରୁ ଏତେ ଖୁସି ହେବା କଥା ନୁହେଁ। କିଛି ବାହାର କାରଣ ଯୋଗୁ ପାକିସ୍ତାନ ଫାଇନାଲରେ ପହଞ୍ଚିପାରିଥିବା ଆମୀର ସୋହେଲ କହିଛନ୍ତି। ପାକିସ୍ତାନ ନିଜ ଖେଳ ପାଇଁ ନୁହେଁ ଅନ୍ୟ କୌଣସି କାରଣ ଯୋଗୁ ଫାଇନାଲରେ ପହଞ୍ଚିଛି। ୨୦୦୭ରେ ମଧ୍ୟ ଭାରତ ପାକିସ୍ତାନ ଟି-୨୦ ବିଶ୍ୱକପରେ ସାମ୍ନାସାମ୍ନି ହୋଇଥିଲେ ଯେଉଁଥିରେ ପାକିସ୍ତାନ ପରାସ୍ତ ହୋଇଥିଲା। ପୁଣି ଥରେ ପାକିସ୍ତାନ ଭାରତ ସହ ଫାଇନାଲ ମ୍ୟାଚ୍‌ ଖେଳି ପରାସ୍ତ ହେବାପାଇଁ ଫାଇନାଲକୁ ଯାଇଥିବା ସେ ଏକ ଟିଭି ଚ୍ୟାନେଲକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story