ପାକିସ୍ତାନର ସବୁଠୁ ବଡ ଫ୍ୟାନ୍‌ ‘ବସିର୍‌’ ଏଥର ଭାରତ ସମର୍ଥନରେ: କହିଲେ ପାକିସ୍ତାନ ତୁଳନାରେ ଭାରତ ବହୁ ଆଗରେ

ମୁମ୍ବାଇ: ଆସନ୍ତା କାଲି ଚଳିତ ଚାମ୍ପିୟନ୍ସ ଟ୍ରଫିର ମହାମୁକାବିଲା। ଆଉ ଏହି ମ୍ୟାଚ୍‌ରେ ଭାରତ ଅତି ସହଜରେ ପାକିସ୍ତାନକୁ ହରାଇବ। ଏଭଳି କଥା ଆମେ କହୁନୁ ଏହା କହିଛନ୍ତି ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ସବୁଠୁ ବଡ ପ୍ରଶଂସକ ମହମ୍ମଦ ବସିର୍‌ ବା ଚାଚା ଚିକାଗୋ । ଆପଣଙ୍କ ମନେଥିବା ଯେତେବେଳେ ଭାରତ-ପାକିସ୍ତାନ ମ୍ୟାଚ୍ ହୁଏ ସେତେବେଳେ ଉଭୟ ଟିମ୍‌ର ସବୁଠୁ ବଡ ପ୍ରଶଂସକ ଭାବେ ସୁଧୀର ଗୌତମ ଓ ମହମ୍ମଦ ବସିର୍‌ଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳେ। ଏହି […]

MohammadBashir_PTI

MohammadBashir_PTI

Rakesh Mallick
  • Published: Saturday, 03 June 2017
  • Updated: 03 June 2017, 07:53 PM IST

ମୁମ୍ବାଇ: ଆସନ୍ତା କାଲି ଚଳିତ ଚାମ୍ପିୟନ୍ସ ଟ୍ରଫିର ମହାମୁକାବିଲା। ଆଉ ଏହି ମ୍ୟାଚ୍‌ରେ ଭାରତ ଅତି ସହଜରେ ପାକିସ୍ତାନକୁ ହରାଇବ। ଏଭଳି କଥା ଆମେ କହୁନୁ ଏହା କହିଛନ୍ତି ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ସବୁଠୁ ବଡ ପ୍ରଶଂସକ ମହମ୍ମଦ ବସିର୍‌ ବା ଚାଚା ଚିକାଗୋ ।

ଆପଣଙ୍କ ମନେଥିବା ଯେତେବେଳେ ଭାରତ-ପାକିସ୍ତାନ ମ୍ୟାଚ୍ ହୁଏ ସେତେବେଳେ ଉଭୟ ଟିମ୍‌ର ସବୁଠୁ ବଡ ପ୍ରଶଂସକ ଭାବେ ସୁଧୀର ଗୌତମ ଓ ମହମ୍ମଦ ବସିର୍‌ଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳେ। ଏହି ଦୁଇଜଣ ପ୍ରଶଂସକ ନିଜ ନିଜ ଦେଶ ପାଇଁ ଷ୍ଟାଡିୟମରେ ନିଆରା ଢଙ୍ଗରେ ସମର୍ଥନ ଜାଣାଇଥାନ୍ତି। ଏହି ଦୁଇ ଜଣ କ୍ରିକେଟ୍‌ ପ୍ୟାନ୍‌ଙ୍କୁ କିଏ ବା ନ ଜାଣେ।

ଏଥର କିନ୍ତୁ ଚଳିତ ଚାମ୍ପିୟନ୍ସ ଟ୍ରଫିରେ ବ୍ୟତିକ୍ରମ ଦେଖାଦେଇଛି। ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ସବୁଠୁ ବଡ ପ୍ରଶଂସକ ମହମ୍ମଦ ବସିର୍ ଏଥର କିନ୍ତୁ ଖୋଲାଖୋଲି ପାକିସ୍ତାନ ବଦଳରେ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଚାମ୍ପିୟନ୍ସ ଟ୍ରଫିରେ ଭାରତ ଅତି ସହଜରେ ପାକିସ୍ତାନକୁ ହରାଇ ପାରିବ। କ୍ରିକେଟ୍‌ରେ ପାକିସ୍ତାନ ତୁଳନାରେ ଭାରତ ବହୁ ଆଗକୁ ଚାଲିଗଲାଣି। ଏହାସହ ଦୀର୍ଘଦିନ ଧରି ପାକିସ୍ତାନ କ୍ରିକେଟ ଟିମ୍‌ର ପ୍ରଦର୍ଶନ ବେଶ ନୈରାଶ୍ୟଜନକ ରହିଥିବାରୁ ସେ ଏଥର ଭାରତକୁ ପ୍ରଶଂସା କରିବା କଥା କହିଛନ୍ତି। ଚାମ୍ପିୟନ୍ସ ଟ୍ରଫିରେ ଭାରତ ଏଥର ଫେବରିଟ୍‌ ବୋଲି କହିବା ସହ ରମଜାନ ଚାଲିଥିବାରୁ ଏହି ମ୍ୟାଚ୍‌ ଦେଖିବାରୁ ସେ ବଞ୍ଚିତ ହେବ। ମହମ୍ମଦ ବସିର୍ ଭାରତୀୟ କ୍ରିକେଟର୍‌ ଧୋନୀଙ୍କର ମଧ୍ୟ ବଡ ପ୍ରଶଂସକ ଭାବେ ଜଣାଶୁଣା। । ଏଭଳି ବୟାନ ପରେ ମହମ୍ମଦ ବସିର୍ ବିବଦୀୟ ହୋଇପଡିଛନ୍ତି। ଦୀର୍ଘ ବର୍ଷ ଧରି ସେ ପାକିସ୍ତାନ କ୍ରିକେଟ୍‌ ଟିମର ସବୁଠୁ ବଡ ପ୍ରଶଂସକ ଭାବେ ସାରା ବିଶ୍ୱରେ ଜଣାଶୁଣା। କିନ୍ତୁ ଠିକ୍‌ ଚାମ୍ପିୟନ୍ସଟ୍ରଫି ପୂର୍ବରୁ ମହମ୍ମଦ ବସିର୍‌ ଭାରତକୁ ଏଭଳି ପ୍ରଶଂସା କରିଥିବାରୁ ପାକିସ୍ତାନ ଟିମ୍‌ ଏବଂ ପାକିସ୍ତାନର କ୍ରିକେଟ୍‌ ପ୍ରେମୀ ସହଜରେ ଏହି କଥାକୁ ହଜମ କରିପାରୁ ନାହାଁନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story