ପାକିସ୍ତାନ ସମ୍ମୁଖରେ ଭାରତର ବିଶାଳ ସ୍କୋର୍‌:ଡିଏଲ୍‌ ନିୟମରେ ୩୨୪ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ: ପାକିସ୍ତାନ ବିରୋଧରେ ଭାରତର ବିଶାଳ ସ୍କୋର୍‌। ଭାରତ ପ୍ରଥମେ ବ୍ୟାଟିଂ କରି ୩୧୯ ରନ୍‌ର ଏକ ବଡ଼ ସ୍କୋର କରିଛି। ବର୍ଷା କାରଣରୁ ଦୁଇ ଥର ଖେଳ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଉଭୟ ଟିମ୍‌ ୫୦ ଓଭର ପରିବର୍ତ୍ତେ ୪୮ ଓଭର ଲେଖାଁଏ ଖେଳିବାକୁ ନିସ୍ପତି ନିଆଯାଇଥିଲା। ଭାରତ ୪୮ ଓଭର ଖେଳି ୩ ୱିକେଟ୍‌ ହରାଇ ୩୧୯ରନ କରିପାରିଛି। ଭରତୀୟ ପ୍ରରମ୍ଭିକ ଯୋଡି ରୋହିତ ଓ ଧାୱନ ଭଲ ଆରମ୍ଭ କରିଥିଲେ। ଧାୱନ ୬୮ […]

virat

virat

Rakesh Mallick
  • Published: Sunday, 04 June 2017
  • Updated: 04 June 2017, 08:32 PM IST

Sports

Latest News

ମୁମ୍ବାଇ: ପାକିସ୍ତାନ ବିରୋଧରେ ଭାରତର ବିଶାଳ ସ୍କୋର୍‌। ଭାରତ ପ୍ରଥମେ ବ୍ୟାଟିଂ କରି ୩୧୯ ରନ୍‌ର ଏକ ବଡ଼ ସ୍କୋର କରିଛି। ବର୍ଷା କାରଣରୁ ଦୁଇ ଥର ଖେଳ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଉଭୟ ଟିମ୍‌ ୫୦ ଓଭର ପରିବର୍ତ୍ତେ ୪୮ ଓଭର ଲେଖାଁଏ ଖେଳିବାକୁ ନିସ୍ପତି ନିଆଯାଇଥିଲା। ଭାରତ ୪୮ ଓଭର ଖେଳି ୩ ୱିକେଟ୍‌ ହରାଇ ୩୧୯ରନ କରିପାରିଛି। ଭରତୀୟ ପ୍ରରମ୍ଭିକ ଯୋଡି ରୋହିତ ଓ ଧାୱନ ଭଲ ଆରମ୍ଭ କରିଥିଲେ। ଧାୱନ ୬୮ ରନ୍‌ କରିଥିବା ବେଳେ ରୋହିତ ସର୍ବାଧିକ ୯୧ ରନ କରି ରନ୍‌ ଆଉଟ୍‌ ହୋଇଥିଲେ। ଏହାପରେ ପଡିଆକୁ ଆସିଥିଲେ ଅଧିନାୟକ କୋହଲି ଓ ଯୁବରାଜ। ଏହି ଦୁଇ ଜଣଙ୍କ ପାର୍ଟନରସିପ୍‌ ଟିମ୍‌ ଇଣ୍ଡିଆକୁ ଏକ ବଡ ଲକ୍ଷରେ ପହଞ୍ଚାଇ ପାରିଥିଲା। ଯୁବରାଜ ମାତ୍ର ୩୨ଟି ବଲ୍‌ରୁ ୫୩ ରନ କରି ଆଉଟ୍‌ ହେବାପରେ ପଡିଆକୁ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ତାଙ୍କ ବ୍ୟାଟ୍‌ରୁ ଶେଷ ଓଭରରେ ଆକର୍ଷଣିୟ ବ୍ୟାଟିଂ ଦେଖିବାକୁ ମିଳିଥିଲା। ସେ ମାତ୍ର ୬ଟି ବଲ୍‌ ଖେଳି ୨୦ରନ କରିଥିଲେ ଯେଉଁଥିରେ ରହିଥିଲା ୩ଟି ବିଶାଳ ଛକା। ବିରାଟ କୋହଲି ୮୧ ରନର ଅପରାଜିତ ପାଳି ଖେଳି ଟିମ୍‌ର ସ୍କୋରକୁ ୩୧୯ ରନରେ ପହଞ୍ଚାଇଥିଲେ।। ଯଦିଓ ଟିମ୍ ଇଣ୍ଡିଆ ୩୧୯ରନ କରିଛି କିନ୍ତୁ ଡକ୍‌ୱର୍ଥ ଲୁଇସ୍‌ ନିୟମ ଅନୁସାରେ ପାକିସ୍ତାନକୁ ୪୮ ଓଭରରେ ୩୨୪ରନର ଟାର୍ଗେଟ୍‌ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story