୨୦୨୧ ବିଶ୍ୱକପକୁ ବୟକଟର ଧମକ ଦେଲା ପାକିସ୍ତାନ, ଭାରତ ଆଗରେ ରଖିଲା ଏମିତି ସର୍ତ୍ତ

ଇସଲାମାବାଦ: ଆସନ୍ତା ୨୦୨୧ ଟି-୨୦ ବିଶ୍ୱକପ ଭାରତରେ ଖେଳାଯିବ। ତେବେ ଏହାକୁ ବୟକଟ କରିବାକୁ ଆଜି ପାକିସ୍ତାନ କ୍ରିକେଟ ବୋର୍ଡ ଧମକ ଦେଇଛି। ପାକିସ୍ତାନ କ୍ରିକେଟ ବୋର୍ଡ କାର୍ଯ୍ୟ ନିର୍ବାହୀ ମୁଖ୍ୟ ୱାସିମ ଖାନ କହିଛନ୍ତି ଯେ ଆମେ ୨୦୨୦ ଟି-୨୦ ଏସିଆ କପ୍‌ ଆୟୋଜନ କରିବୁ ନାହିଁ ବୋଲି ଯେଉଁ ଖବର ପ୍ରକାଶ ପାଇଛି, ତାହା ମିଛ। ଆମେ ହିଁ ଟି-୨୦ ଏସିଆ କପ ଆୟୋଜନ କରିବାର ହକ ପାଇଛୁ। ଯଦି ଟିମ୍‌ ଇଣ୍ଡିଆ ଏସିଆ […]

e

e

Hemant Lenka
  • Published: Saturday, 25 January 2020
  • Updated: 25 January 2020, 05:41 PM IST

ଇସଲାମାବାଦ: ଆସନ୍ତା ୨୦୨୧ ଟି-୨୦ ବିଶ୍ୱକପ ଭାରତରେ ଖେଳାଯିବ। ତେବେ ଏହାକୁ ବୟକଟ କରିବାକୁ ଆଜି ପାକିସ୍ତାନ କ୍ରିକେଟ ବୋର୍ଡ ଧମକ ଦେଇଛି। ପାକିସ୍ତାନ କ୍ରିକେଟ ବୋର୍ଡ କାର୍ଯ୍ୟ ନିର୍ବାହୀ ମୁଖ୍ୟ ୱାସିମ ଖାନ କହିଛନ୍ତି ଯେ ଆମେ ୨୦୨୦ ଟି-୨୦ ଏସିଆ କପ୍‌ ଆୟୋଜନ କରିବୁ ନାହିଁ ବୋଲି ଯେଉଁ ଖବର ପ୍ରକାଶ ପାଇଛି, ତାହା ମିଛ। ଆମେ ହିଁ ଟି-୨୦ ଏସିଆ କପ ଆୟୋଜନ କରିବାର ହକ ପାଇଛୁ। ଯଦି ଟିମ୍‌ ଇଣ୍ଡିଆ ଏସିଆ କପ ଖେଳିବାକୁ ପାକିସ୍ତାନ ନ ଆସିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ।

ଆମେ ମଧ୍ୟ ୨୦୨୧ ଟି-୨୦ ବିଶ୍ୱକପ ଖେଳିବାକୁ ଭାରତ ଯିବୁ ନାହିଁ। ଆମେ ଟି-୨୦ ଏସିଆ କପ୍‌ ଆୟୋଜନ କରିବାକୁ ଅନୁମତି ପାଇଛି। ଏହାକୁ ପିସିବି କିମ୍ବା ଆଇସିସି ବଦଳାଇ ପାରିବ ନାହିଁ। କାରଣ ଏସିଆ କ୍ରିକେଟ କାଉନସିଲ(ଏସିସି) ହିଁ ଆମକୁ ଏସିଆ କପ ଆୟୋଜନ କରିବାକୁ ଅନୁମତି ଦେଇଛି।

ଆମେ ବର୍ତ୍ତମାନ ଏସିଆ କପ ଆୟୋଜନ ପାଇଁ ଦୁଇଟି ଭେନ୍ୟୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରିଛୁ। ତେଣୁ ଭାରତ ଏସିଆ କପ ଖେଳିବାକୁ ପାକିସ୍ତାନ ଆସିବ। ଯଦି ବିସିସିଆଇ ମନା କରିବ, ତା’ହେଲେ ମଧ୍ୟ ବିଶ୍ୱକପ ଖେଳିବାକୁ ଭାରତ ଯିବୁନାହିଁ।”

ସେପ୍ଟେମ୍ବର ମାସରେ ଏସିଆ କପ ଟି-୨୦ ଫର୍ମାଟରେ ଖେଳାଯିବ। ତେବେ ପାକିସ୍ତାନରେ ଏହା ଅନୁଷ୍ଠିତ ହେବାକୁ ଥିବାରୁ ବିସିସିଆଇ ଟିମ ପଠାଇବ ନାହିଁ ବୋଲି ଖବର ପ୍ରକାଶ ପାଇଥିଲା। ଏହାପରେ ଏସିଆ କପ୍‌ ଭେନ୍ୟୁ ବାଂଲାଦେଶରେ କରାଯିବ ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଥିଲା। ହେଲେ ଏବେ ଏହାକୁ ପାକିସ୍ତାନ କ୍ରିକେଟ ବୋର୍ଡ ଖଣ୍ଡନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story