ବିରାଟଙ୍କ ଭଳି ବ୍ୟାଟିଂ କରି ଚର୍ଚ୍ଚାରେ ଏହି ପାକିସ୍ତାନୀ କ୍ରିକେଟର୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପାକିସ୍ତାନରେ ଭାରତୀୟ କ୍ରିକେଟ୍ ତାରକା ବହୁତ ଲୋକପ୍ରିୟ। କେହି ଭାରତୀୟ ଖେଳାଳିଙ୍କ ବ୍ୟାଟିଂ ଷ୍ଟାଇଲକୁ ନକଲ କରନ୍ତି ତ କେହି ତାଙ୍କ ଫ୍ୟାଶନକୁ ମଧ୍ୟ ଅନୁସରଣ କରନ୍ତି। ଅହମ୍ମଦ ଶେହଜାଦ ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ୍ କୋହଲିଙ୍କ ଭଳି ଲାଗନ୍ତି ଏବଂ ତାଙ୍କ ଭଳି ବ୍ୟାଟିଂ ମଧ୍ୟ କରନ୍ତି। ଏହି କାରଣରୁ ଶେହଜାଦ ଅନେକ ସମୟରେ ଟ୍ୱିଟରରେ ଟ୍ରୋଲର ଶିକାର ହୋଇଛନ୍ତି। ତେବେ ପଡ଼ୋଶୀ ଦେଶରେ ଏଭଳି ଆଉ ଜଣେ ବ୍ୟାଟ୍ସମ୍ୟାନ୍ ଅଛନ୍ତି, ଯିଏ […]

pak batsman

pak batsman

Hemant Lenka
  • Published: Wednesday, 15 May 2019
  • Updated: 15 May 2019, 05:54 PM IST

ନୂଆଦିଲ୍ଲୀ: ପାକିସ୍ତାନରେ ଭାରତୀୟ କ୍ରିକେଟ୍ ତାରକା ବହୁତ ଲୋକପ୍ରିୟ। କେହି ଭାରତୀୟ ଖେଳାଳିଙ୍କ ବ୍ୟାଟିଂ ଷ୍ଟାଇଲକୁ ନକଲ କରନ୍ତି ତ କେହି ତାଙ୍କ ଫ୍ୟାଶନକୁ ମଧ୍ୟ ଅନୁସରଣ କରନ୍ତି। ଅହମ୍ମଦ ଶେହଜାଦ ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ୍ କୋହଲିଙ୍କ ଭଳି ଲାଗନ୍ତି ଏବଂ ତାଙ୍କ ଭଳି ବ୍ୟାଟିଂ ମଧ୍ୟ କରନ୍ତି।

ଏହି କାରଣରୁ ଶେହଜାଦ ଅନେକ ସମୟରେ ଟ୍ୱିଟରରେ ଟ୍ରୋଲର ଶିକାର ହୋଇଛନ୍ତି। ତେବେ ପଡ଼ୋଶୀ ଦେଶରେ ଏଭଳି ଆଉ ଜଣେ ବ୍ୟାଟ୍ସମ୍ୟାନ୍ ଅଛନ୍ତି, ଯିଏ ବିରାଟଙ୍କ ଭଳି ବ୍ୟାଟିଂ କରି ଚର୍ଚ୍ଚା ସାଉଁଣ୍ଟିଛନ୍ତି। ତାଙ୍କ ନାମ ହେଉଛି ଉସାମା ବାଲୋଚ୍।

ବାଲୋଚ୍ ମାତ୍ର ୧୮ ବର୍ଷର ଏବଂ ସେ ସମ୍ପୂର୍ଣ୍ଣ ଭାବେ ବିରାଟଙ୍କ ଭଳି ବ୍ୟାଟିଂ କରନ୍ତି। ଡେରା ମୁରାଦ ଜମାଲୀରେ ଜନ୍ମିତ ଉସାମା ପିଲାଦିନରୁ ପାକିସ୍ତାନ ପକ୍ଷରୁ କ୍ରିକେଟ୍ ଖେଳିବା ସ୍ୱପ୍ନ ଦେଖିଆସୁଛନ୍ତି। ତାଙ୍କ ବ୍ୟାଟିଂ ଷ୍ଟାଇଲ୍ ବିରାଟଙ୍କ ପରି। ଶଟ୍ ମାରୁଥିବା ବେଳେ କୋହଲି ଯେପରି ନିଜ ଗୋଡର ବ୍ୟବହାର ଅଧିକ କରନ୍ତି, ଠିକ୍ ସେହିପରି ଉସାମା କରୁଛନ୍ତି। ସେ ମଧ୍ୟ କଟ୍ ଶଟ୍ ଏବଂ କଭର୍ ଡ୍ରାଇଭ୍ ମଧ୍ୟ ବିରାଟଙ୍କ ଭଳି ଖେଳୁଥିବାର ଦେଖିବାକୁ ମିଳିଛି।

ତେବେ ତାଙ୍କ ଏହି ବ୍ୟାଟିଂ ଷ୍ଟାଇଲ୍ କରାଚୀ ପ୍ରିମିୟର୍ ଲିଗରେ ଦେଖିବାକୁ ମିଳିଛି। ସୋଶାଲ ମିଡିଆରେ ତାଙ୍କ ବ୍ୟାଟିଂ କରୁଥିବାରୁ ଭିଡିଓ ଖୁବ୍ ଭାଇରାଲ୍ ହୋଇଛି। ଜୋହର ବିୟର୍ସ ପକ୍ଷରୁ ଖେଳୁଥିବା ଉସାମା ୩୯ ବଲରେ ୬୯ ରନ୍ କରିଥିଲେ। ଏହି ମୁକାବିଲାରେ ତାଙ୍କୁ କୋହଲିଙ୍କ ଷ୍ଟାଇଲରେ ଖେଳୁଥିବାର ଦେଖିବାକୁ ମିଳିଛି। ଚୟନକର୍ତ୍ତା ମଧ୍ୟ ଏବେ ଏହି ଯୁବ କ୍ରିକେଟରଙ୍କ ଉପରେ ନଜର ପକାଇବା ଆରମ୍ଭ କରିଦେଲେଣି, ଏହି କାରଣରୁ ତାଙ୍କୁ ଆସନ୍ତାବର୍ଷ ପାକିସ୍ତାନ ସୁପର୍ ଲିଗରେ ସୁଯୋଗ ମିଳିବାର ସମ୍ଭାବନା ରହିଛି।

ଦେଖନ୍ତୁ ଭିଡିଓ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story