୫ ମାସ ଯାଏ କ୍ରିକେଟରୁ ଦୂରେଇ ରହିବେ ପାଣ୍ଡ୍ୟା!

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ସାମିଲ ହୋଇନାହାନ୍ତି। ଆହତ ଯୋଗୁ ତାଙ୍କୁ ବିଶ୍ରାମ ଦିଆଯାଇଥିବା ବିସିସିଆଇ ପକ୍ଷରୁ କୁହାଯାଇଛି। ଏବେ ତାଙ୍କ ଆହତ ସମସ୍ୟା ଗୁରୁତର ହେବାରୁ ସେ ଲଣ୍ଡନରେ ଅସ୍ତ୍ରୋପଚାର କରିଛନ୍ତି। ଏସିଆ କପ୍‌ ବେଳେ ପାଣ୍ଡ୍ୟା ପିଠି ଜିନିତ ସମସ୍ୟାରେ ପଡ଼ିଥିଲେ। ତଥାପି ସେ ବିଶ୍ୱକପ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ ଖେଳିଥିଲେ। ହେଲେ ତାଙ୍କ ଆହତ ସମସ୍ୟା ଅଧିକ […]

y

y

Hemant Lenka
  • Published: Saturday, 05 October 2019
  • Updated: 05 October 2019, 03:29 PM IST

Sports

Latest News

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ସାମିଲ ହୋଇନାହାନ୍ତି। ଆହତ ଯୋଗୁ ତାଙ୍କୁ ବିଶ୍ରାମ ଦିଆଯାଇଥିବା ବିସିସିଆଇ ପକ୍ଷରୁ କୁହାଯାଇଛି। ଏବେ ତାଙ୍କ ଆହତ ସମସ୍ୟା ଗୁରୁତର ହେବାରୁ ସେ ଲଣ୍ଡନରେ ଅସ୍ତ୍ରୋପଚାର କରିଛନ୍ତି।

ଏସିଆ କପ୍‌ ବେଳେ ପାଣ୍ଡ୍ୟା ପିଠି ଜିନିତ ସମସ୍ୟାରେ ପଡ଼ିଥିଲେ। ତଥାପି ସେ ବିଶ୍ୱକପ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ ଖେଳିଥିଲେ। ହେଲେ ତାଙ୍କ ଆହତ ସମସ୍ୟା ଅଧିକ ହେବାରୁ ସେ ଲଣ୍ଡନ ଗସ୍ତ କରିଥିଲେ। ସେଠାରେ ସଫଳତା ପୂର୍ବକ ତାଙ୍କ ପିଠିରେ ଅସ୍ତ୍ରୋପଚାର କରାଯାଇଛି।

ଅସ୍ତ୍ରୋପଚାର ସଫଳ ହୋଇଥିଲେ ହେଁ ପାଣ୍ଡ୍ୟାଙ୍କୁ ସୁସ୍ଥ ହେବା ପାଇଁ ପ୍ରାୟ ୫ ସପ୍ତାହ ସମୟ ଲାଗିବ ବୋଲି କୁହାଯାଉଛି। ଅର୍ଥାତ ଏହି ୫ ମାସ ପାଇଁ ପାଣ୍ଡ୍ୟା କ୍ରିକେଟରୁ ଦୂରେଇ ରହିବ। ଆସନ୍ତା ବର୍ଷ ଟି-୨୦ ବିଶ୍ୱକପ ଖେଳାଯିବ। ତା’ ପୂର୍ବରୁ ପାଣ୍ଡ୍ୟା ‍ଫିଟ୍‌ ହୋଇଯିବେ ବୋଲି ସମସ୍ତେ ଆଶା ରଖିଛନ୍ତି।

ଅସ୍ତ୍ରୋପଚାର ପରେ ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ହସ୍ପିଟାଲରେ ଥିବା ବେଳର ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ “ଅସ୍ତ୍ରୋପଚାର ସଫଳ ହୋଇଛି। ମୋ ପାଇଁ ଶୁଭେଚ୍ଛା ପଠାଇଥିବା ସମସ୍ତଙ୍କୁ ଧନ୍ୟବାଦ। ମୁଁ ଖୁବଶୀଘ୍ର ଫେରୁଛି। ସେତେବେଳ ଯାଏ ମୋତେ ମିସ୍‌ କରନ୍ତୁ।”

ପାଣ୍ଡ୍ୟାଙ୍କ ପୂର୍ବରୁ ଟିମ୍‌ ଇଣ୍ଡିଆର ସ୍ପିଡ୍‌ଷ୍ଟର ଯଶପ୍ରୀତ ବୁମ୍ରା ମଧ୍ୟ ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି। ତାଙ୍କ ମେରୁଦଣ୍ଡରେ ଫାଟ ଥିବା ଜଣାପଡ଼ିବା ପରେ ଅସ୍ତ୍ରୋପଚାର ପାଇଁ ସେ ଲଣ୍ଡନ ଯିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story