ପନ୍ତଙ୍କ କିପିଂ ସଫଳତା ପଛରେ କିରଣ ମୋରେ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ସାମ୍ଭାବ୍ୟ ବିଶ୍ୱକପ୍‌ ଟିମ୍‌ରେ ସ୍ଥାନ ପାଇବାକୁ ପ୍ରବଳ ଦାବିଦାର ଥିବା ରିଷଭ ପନ୍ତଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ରିଷଭ ଯେ କେବଳ ଜଣେ ଭଲ ବ୍ୟାଟସ୍‌ମ୍ୟାନ୍‌, ତା’ ନୁହେଁ ବରଂ ଜଣେ ଦକ୍ଷ ୱିକେଟ୍‌ କିପର। କିନ୍ତୁ ଇଂଲଣ୍ଡ ଗସ୍ତ କାଳରେ ପନ୍ତ ଯେତେବେଳେ ସେଠାରେ ୱିକେଟ୍‌ କିପିଂ କରିଥିଲେ ସେତେବେଳେ ତାଙ୍କ ଦକ୍ଷତାକୁ ନେଇ ଅନେକ କ୍ରିକେଟ ପଣ୍ଡିତମାନେ ପ୍ରଶ୍ନ ଉଠାଇଥିଲେ। ହେଲେ ଅଷ୍ଟ୍ରେଲିଆ ଗସ୍ତ ବେଳେ ପନ୍ତ ତାଙ୍କ ୱିକେଟ୍‌ […]

s

s

Hemant Lenka
  • Published: Saturday, 16 February 2019
  • Updated: 16 February 2019, 04:41 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ସାମ୍ଭାବ୍ୟ ବିଶ୍ୱକପ୍‌ ଟିମ୍‌ରେ ସ୍ଥାନ ପାଇବାକୁ ପ୍ରବଳ ଦାବିଦାର ଥିବା ରିଷଭ ପନ୍ତଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ରିଷଭ ଯେ କେବଳ ଜଣେ ଭଲ ବ୍ୟାଟସ୍‌ମ୍ୟାନ୍‌, ତା’ ନୁହେଁ ବରଂ ଜଣେ ଦକ୍ଷ ୱିକେଟ୍‌ କିପର।

କିନ୍ତୁ ଇଂଲଣ୍ଡ ଗସ୍ତ କାଳରେ ପନ୍ତ ଯେତେବେଳେ ସେଠାରେ ୱିକେଟ୍‌ କିପିଂ କରିଥିଲେ ସେତେବେଳେ ତାଙ୍କ ଦକ୍ଷତାକୁ ନେଇ ଅନେକ କ୍ରିକେଟ ପଣ୍ଡିତମାନେ ପ୍ରଶ୍ନ ଉଠାଇଥିଲେ। ହେଲେ ଅଷ୍ଟ୍ରେଲିଆ ଗସ୍ତ ବେଳେ ପନ୍ତ ତାଙ୍କ ୱିକେଟ୍‌ କିପିଂର ଜବରଦସ୍ତ ଝଲକ ଦେଖାଇଥିଲେ।

ଏଥିସହ ରେକର୍ଡ ସଂଖ୍ୟକ କ୍ୟାଚ୍‌ ମଧ୍ୟ ଧରିଥିଲେ। ତେବେ ପନ୍ତଙ୍କ ଏହି ପରିବର୍ତ୍ତନ ପଛରେ ଟିମ୍‌ ଇଣ୍ଡିଆର ପୂର୍ବତନ ୱିକେଟ କିପର ବ୍ୟାଟସ୍‌ମ୍ୟାନ୍‌ କିରଣ ମୋରେଙ୍କ ହାତ ରହିଛି। ପନ୍ତ ଇଂଲଣ୍ଡରୁ ଫେରିବା ପରେ ମୋରେଙ୍କ ପାଖକୁ ଯାଇ କିପିଂ ଅଭ୍ୟାସ କରିଥିଲେ। ଏହାପରେ ତାଙ୍କ କିପିଂ ଶୈଳୀରେ ଉନ୍ନତି ପରିଲକ୍ଷିତ ହୋଇଥିଲା।

ଇଂଲଣ୍ଡରେ ରେଡ୍‌ ଡ୍ୟୁକସ ବଲ୍ ଯେତେବେଳେ ସୁଇଂ କରୁଥିଲା ସେତେବେଳେ ଟିମ୍‌ ଇଣ୍ଡିଆ ଏକାଧିକ ବାଇ ରନ୍‌ ଦେଇଥିଲା। ପନ୍ତ ଏଭଳି ସୁଇଂ ହେଉଥିବା ବଲକୁ କିପିଂ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲେ। ବିଶେଷ କରି ଇଂଲଣ୍ଡ ମାଟିରେ ଏୟାର ସୁଇଂ କରୁଥିବା ବଲ ଗୁଡ଼ିକୁ ଧରିବାରେ ପନ୍ତ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ତେବେ ଅଷ୍ଟ୍ରେଲିଆରେ ସବୁ କିଛି ବଦଳି ଯାଇଥିଲା। ପନ୍ତ ଏହି ସିରିଜ୍‌ରେ ୨୦ଟି କ୍ୟାଚ୍‌ ଧରିଥିଲେ। ବିଶେଷ କରି ଆଡେଲେଡ ଟେଷ୍ଟରେ ୧୧ଟି କ୍ୟାଚ୍‌ ନେଇ ସେ ରେକର୍ଡ ମଧ୍ୟ କରିଥିଲେ।

ପନ୍ତ କହିଛନ୍ତି, “ଇଂଲଣ୍ଡ ଗସ୍ତ ପରେ ମୁଁ ଏନ୍‌ସିଏରେ କିରଣ ସାର୍‌ଙ୍କ ସହ ଅଭ୍ୟାସ କରିଥିଲି। ଏହି ଅଭ୍ୟାସ ସମୟରେ ସେ କିଛି ସ୍ୱତନ୍ତ୍ର ଟେକନିକ ମୋତେ ଶିଖାଇଥିଲେ। ଏଥିରେ ହାତ ଓ ପାଦର ସ୍ଥାନ କେଉଁଠି ଏବଂ କେମିତି ରହିବା ଉଚିତ, ସେକଥା ମଧ୍ୟ ଶିଖାଇଥିଲେ। ସବୁ ୱିକେଟ୍‌ କିପର ନିଜସ୍ୱ ଶୈଳୀରେ ସ୍ଥାନ ପରିବର୍ତ୍ତନ କରି ବଲ୍‌ ଧରନ୍ତି। ମୁଁ ମଧ୍ୟ ଏକ ସ୍ୱତନ୍ତ୍ର ଷ୍ଟାଇଲ୍‌ରେ ବଲ ଧରୁଛି।”

ଅବଶ୍ୟ ପନ୍ତ ନିର୍ଦ୍ଦିଷ୍ଟ ଭାବେ ମୋରେଙ୍କ ଠାରୁ ମିଳିଥିବା ପ୍ରଶିକ୍ଷଣ ସମ୍ପର୍କରେ ସୂଚନା ଦେଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story