ପାରାଅଲିମ୍ପିକ୍‌ ପଦକ ବିଜେତାଙ୍କୁ ପଦ୍ମ ପୁରସ୍କାର ଦେବାକୁ ସୁପାରିଶ କରାଯିବ

ନୂଆଦିଲ୍ଲୀ: ପଦ୍ମ ପୁରସ୍କାର ପାଇଁ ପାରାଅଲିମ୍ପିକ୍‌ ପଦକ ବିଜେତାଙ୍କ ନାମ ସୁପାରିଶ କରିବ କ୍ରୀଡ଼ା ମନ୍ତ୍ରଣାଳୟ। କ୍ରୀଡ଼ାମନ୍ତ୍ରୀ ବିଜୟ ଗୋଏଲ ତାଙ୍କ ଟ୍ୱିଟ୍ଟର ପେଜ୍‌ରେ କହିଛନ୍ତି,“ରିଓ ପାରାଅଲିମ୍ପିକ୍‌ରେ ପଦକ ଜିତିଥିବା ଅଲିମ୍ପିଆନ୍‌ଙ୍କୁ ପଦ୍ମ ପୁରସ୍କାର ଦେବା ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଗୃହ ମନ୍ତ୍ରଣାଳୟକୁ ସୁପାରିଶ କରାଯିବ।” ସଦ୍ୟ ଶେଷ ହୋଇଥିବା ରିଓ ପାରାଅଲିମ୍ପିକ୍‌ରେ ଭାରତ ୨ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିଛି। ହାଇଜମ୍ପ ଓ ଜ୍ୟାଭିଲିନ୍‌ ଥ୍ରୋରେ ଥଙ୍ଗଭେଲୁ ମାରିୟାପ୍ପାନ୍‌ […]

mariyappan

mariyappan

Rakesh Mallick
  • Published: Friday, 23 September 2016
  • Updated: 23 September 2016, 05:39 PM IST

Sports

Latest News

ନୂଆଦିଲ୍ଲୀ: ପଦ୍ମ ପୁରସ୍କାର ପାଇଁ ପାରାଅଲିମ୍ପିକ୍‌ ପଦକ ବିଜେତାଙ୍କ ନାମ ସୁପାରିଶ କରିବ କ୍ରୀଡ଼ା ମନ୍ତ୍ରଣାଳୟ।

କ୍ରୀଡ଼ାମନ୍ତ୍ରୀ ବିଜୟ ଗୋଏଲ ତାଙ୍କ ଟ୍ୱିଟ୍ଟର ପେଜ୍‌ରେ କହିଛନ୍ତି,“ରିଓ ପାରାଅଲିମ୍ପିକ୍‌ରେ ପଦକ ଜିତିଥିବା ଅଲିମ୍ପିଆନ୍‌ଙ୍କୁ ପଦ୍ମ ପୁରସ୍କାର ଦେବା ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଗୃହ ମନ୍ତ୍ରଣାଳୟକୁ ସୁପାରିଶ କରାଯିବ।”

ସଦ୍ୟ ଶେଷ ହୋଇଥିବା ରିଓ ପାରାଅଲିମ୍ପିକ୍‌ରେ ଭାରତ ୨ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିଛି।

ହାଇଜମ୍ପ ଓ ଜ୍ୟାଭିଲିନ୍‌ ଥ୍ରୋରେ ଥଙ୍ଗଭେଲୁ ମାରିୟାପ୍ପାନ୍‌ ଓ ଦେବେନ୍ଦ୍ର ଝଝରିଆ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ସଟପୁଟ୍‌ରେ ଦୀପା ମଲିକ ରୌପ୍ୟ ଓ ହାଇଜମ୍ପରେ ବରୁଣ ସିଂହ କାଂସ୍ୟ ପଦକ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story