ପାରାଅଲିମ୍ପିକ୍‌ ପଦକ ବିଜେତାଙ୍କୁ ପଦ୍ମ ପୁରସ୍କାର ଦେବାକୁ ସୁପାରିଶ କରାଯିବ

ନୂଆଦିଲ୍ଲୀ: ପଦ୍ମ ପୁରସ୍କାର ପାଇଁ ପାରାଅଲିମ୍ପିକ୍‌ ପଦକ ବିଜେତାଙ୍କ ନାମ ସୁପାରିଶ କରିବ କ୍ରୀଡ଼ା ମନ୍ତ୍ରଣାଳୟ।

କ୍ରୀଡ଼ାମନ୍ତ୍ରୀ ବିଜୟ ଗୋଏଲ ତାଙ୍କ ଟ୍ୱିଟ୍ଟର ପେଜ୍‌ରେ କହିଛନ୍ତି,“ରିଓ ପାରାଅଲିମ୍ପିକ୍‌ରେ ପଦକ ଜିତିଥିବା ଅଲିମ୍ପିଆନ୍‌ଙ୍କୁ ପଦ୍ମ ପୁରସ୍କାର ଦେବା ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଗୃହ ମନ୍ତ୍ରଣାଳୟକୁ ସୁପାରିଶ କରାଯିବ।”

ସଦ୍ୟ ଶେଷ ହୋଇଥିବା ରିଓ ପାରାଅଲିମ୍ପିକ୍‌ରେ ଭାରତ ୨ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିଛି।

ହାଇଜମ୍ପ ଓ ଜ୍ୟାଭିଲିନ୍‌ ଥ୍ରୋରେ ଥଙ୍ଗଭେଲୁ ମାରିୟାପ୍ପାନ୍‌ ଓ ଦେବେନ୍ଦ୍ର ଝଝରିଆ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ସଟପୁଟ୍‌ରେ ଦୀପା ମଲିକ ରୌପ୍ୟ ଓ ହାଇଜମ୍ପରେ ବରୁଣ ସିଂହ କାଂସ୍ୟ ପଦକ ଜିତିଥିଲେ।

ଆହୁରି ପଢ଼ନ୍ତୁ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ

ଦୁନିଆର ସବୁଠାରୁ ଦାମୀ କାର୍‌ କିଣିଲେ ରୋନାଲ୍ଡୋ, ଦାମ ଶୁଣିଲେ ହୋସ ଉଡ଼ିଯିବ

ପ୍ରତିଶୁଭେଚ୍ଛାରେ ଦୂତୀଙ୍କୁ ଏମିତି ଲେଖିଲେ ମୋଦି

ଷ୍ଟାର ଖେଳାଳିଙ୍କୁ ୧୦ ମାସ ହେଲା ଦରମା ଦେଇନି ବିସିସିଆଇ

ଆଇପିଏଲର ମୁଖ୍ୟ ସ୍ପୋନସର ‘ଭିଭୋ’କୁ ନେଇ ନିଷ୍ପତ୍ତି ନେଲା ବିସିସିଆଇ

ବାପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଶେୟାର କଲେ ପୁଅର ଫଟୋ

ବ୍ରଡଙ୍କୁ ୧୦ ୱିକେଟ: ଇଂଲଣ୍ଡ ଜିତିଲା ଐତିହାସିକ ଟେଷ୍ଟ ସିରିଜ୍‌

ସିରିଜ୍‌ କବଜା ଲକ୍ଷ୍ୟରେ ଇଂଲଣ୍ଡ: ଟାର୍ଗେଟ ୩୯୯, ୱେଷ୍ଟଇଣ୍ଡିଜ୍‌ ୧୦/୨

ନିର୍ଣ୍ଣାୟକ ଟେଷ୍ଟରେ ଇଂଲଣ୍ଡ ପାଇଁ ଲଢ଼ିଲେ ପୋପ୍‌ ଓ ବଟଲର

କରୋନା ମଧ୍ୟରେ ଜମିବ ଆଇପିଏଲ

ସେପ୍ଟେମ୍ବର ୧୯ରୁ ଆଇପିଏଲ! ଜାଣନ୍ତୁ କେଉଁଠି ହେବ ଓ କେବେ ସରିବ

କଟକର ଅଭିମନ୍ୟୁଙ୍କୁ ପ୍ରଶଂସା କଲେ ମହମ୍ମଦ କୈଫ୍