ରିଓ ଅଲିମ୍ପିକ୍‌ରେ ପେସ୍‌ଙ୍କୁ ଘର ମିଳିନି

ବ୍ରାଜିଲ୍: ବ୍ରାଜିଲ୍‌ର ରିଓ ଡି ଜେନେଇରୋସେ ଆଜିଠାରେ ଆରମ୍ଭ ହେଉଛି ଅଲିମ୍ପିକ୍। ମାତ୍ର ଏଠାରେ ନିର୍ମିତ ହୋଇଥିବା କ୍ରୀଡ଼ାଗ୍ରାମରେ ଭାରତର ଟେନିସ୍ ତାରକା ଲିଆଣ୍ଡର ପେସ୍‌ଙ୍କୁ ଘର ମିଳିନି। ଫଳରେ ସେ ଭାରତୀୟ ଅଲିମ୍ପିକ୍‌ ଟିମ୍ ମିଶନ୍ ପ୍ରବକ୍ତାଙ୍କ ରୁମ୍‌ରେ ରହୁଛନ୍ତି। ଏହାକୁ ନେଇ ଖେଳ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପେସ୍ କହିଛନ୍ତି, “ଭାରତୀୟ ଖେଳାଳିଙ୍କୁ ମିଳିଥିବା ଆପାର୍ଟମେଣ୍ଟରେ ତିନି ବେଡ୍ ରୁମ୍ ରହିଛି। ସେଥିରୁ ଗୋଟିକରେ ରୋହନ୍ ବୋପାନ୍ନ ରହୁଥିବା ବେଳେ ଅନ୍ୟଟିରେ ତାଙ୍କ […]

paes

paes

Rakesh Mallick
  • Published: Friday, 05 August 2016
  • Updated: 05 August 2016, 04:23 PM IST

Sports

Latest News

ବ୍ରାଜିଲ୍: ବ୍ରାଜିଲ୍‌ର ରିଓ ଡି ଜେନେଇରୋସେ ଆଜିଠାରେ ଆରମ୍ଭ ହେଉଛି ଅଲିମ୍ପିକ୍। ମାତ୍ର ଏଠାରେ ନିର୍ମିତ ହୋଇଥିବା କ୍ରୀଡ଼ାଗ୍ରାମରେ ଭାରତର ଟେନିସ୍ ତାରକା ଲିଆଣ୍ଡର ପେସ୍‌ଙ୍କୁ ଘର ମିଳିନି। ଫଳରେ ସେ ଭାରତୀୟ ଅଲିମ୍ପିକ୍‌ ଟିମ୍ ମିଶନ୍ ପ୍ରବକ୍ତାଙ୍କ ରୁମ୍‌ରେ ରହୁଛନ୍ତି। ଏହାକୁ ନେଇ ଖେଳ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ପେସ୍ କହିଛନ୍ତି, “ଭାରତୀୟ ଖେଳାଳିଙ୍କୁ ମିଳିଥିବା ଆପାର୍ଟମେଣ୍ଟରେ ତିନି ବେଡ୍ ରୁମ୍ ରହିଛି। ସେଥିରୁ ଗୋଟିକରେ ରୋହନ୍ ବୋପାନ୍ନ ରହୁଥିବା ବେଳେ ଅନ୍ୟଟିରେ ତାଙ୍କ ଫିଜିଓଥେରାପିଷ୍ଟ ରହୁଛନ୍ତି। ତୃତୀୟ ରୁମ୍‌ରେ ଜିସନ୍ ଅଲ୍ଲୀଙ୍କ ନାମରେ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos