ପିସ୍ତଲ୍ ସୁଟର ହୀନାଙ୍କୁ ଅଲିମ୍ପିକ ଟିକେଟ୍

ନୂଆଦିଲ୍ଲୀ: ଭାରତର ଟପ୍ ପିସ୍ତଲ ସୁଟର ହୀନା ସିଧୁଙ୍କୁ ବୁଧବାର ରିଓ ଅଲିମ୍ପିକ ପାଇଁ ଟିକେଟ ମିଳିଛି। ନୂଆଦିଲ୍ଲୀଠାରେ ଏସିଆ ଅଲିମ୍ପିକ୍ କ୍ୱାଲିଫାୟରର୍ସର ପ୍ରଥମ ଦିନରେ ଆଜି ହୀନା ୧୦ମିଟର ଏୟାର ପିସ୍ତଲର ମହିଳା ବର୍ଗରେ ସ୍ୱର୍ଣ୍ଣ ଜିତି ପାଇଛନ୍ତି ଅଲିମ୍ପିକ ପାଇଁ ଟିକେଟ୍ ।

ଫାଇନାଲକୁ ୮ଜଣ ମହିଳା ଉନ୍ନିତ ହୋଇଥିବା ବେଳେ ବିଶ୍ୱର ପୁର୍ବତନ ଏକ ନମ୍ବର ତଥା ଏବେକାର ବିଶ୍ୱ ରେକର୍ଡଧାରି ହୀନା ୧୯୯.୪ ସୁଟ କରିଥିଲେ। ଚାଇନିଜ୍ ତାଇପେଇର ଟିଆନ୍ ଚିଆ ଚାନ୍ ୧୯୮.୧ ଲକ୍ଷ୍ୟଭେଦ କରି ରୌପ୍ୟ ପଦକ ହାସଲ କରିଥିବା ବେଳେ କୋରିଆର ଜିମ୍ ୟୁନ୍ ମି ୧୭୭.୯ ଲକ୍ଷ୍ୟଭେଦ କରି ବ୍ରୋଞ୍ଚ ପଦକ ଜିତିଛନ୍ତି।

ହୀନାଙ୍କୁ ମିଶାଇ ରିଓ ଅଲିମ୍ପିକ ଗେମ୍ସକୁ ୯ଜଣ ସୁଟର ଟିକେଟ ପାଇଛନ୍ତି।

ଆହୁରି ପଢ଼ନ୍ତୁ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ

ଦୁନିଆର ସବୁଠାରୁ ଦାମୀ କାର୍‌ କିଣିଲେ ରୋନାଲ୍ଡୋ, ଦାମ ଶୁଣିଲେ ହୋସ ଉଡ଼ିଯିବ

ପ୍ରତିଶୁଭେଚ୍ଛାରେ ଦୂତୀଙ୍କୁ ଏମିତି ଲେଖିଲେ ମୋଦି

ଷ୍ଟାର ଖେଳାଳିଙ୍କୁ ୧୦ ମାସ ହେଲା ଦରମା ଦେଇନି ବିସିସିଆଇ

ଆଇପିଏଲର ମୁଖ୍ୟ ସ୍ପୋନସର ‘ଭିଭୋ’କୁ ନେଇ ନିଷ୍ପତ୍ତି ନେଲା ବିସିସିଆଇ

ବାପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଶେୟାର କଲେ ପୁଅର ଫଟୋ

ବ୍ରଡଙ୍କୁ ୧୦ ୱିକେଟ: ଇଂଲଣ୍ଡ ଜିତିଲା ଐତିହାସିକ ଟେଷ୍ଟ ସିରିଜ୍‌

ସିରିଜ୍‌ କବଜା ଲକ୍ଷ୍ୟରେ ଇଂଲଣ୍ଡ: ଟାର୍ଗେଟ ୩୯୯, ୱେଷ୍ଟଇଣ୍ଡିଜ୍‌ ୧୦/୨

ନିର୍ଣ୍ଣାୟକ ଟେଷ୍ଟରେ ଇଂଲଣ୍ଡ ପାଇଁ ଲଢ଼ିଲେ ପୋପ୍‌ ଓ ବଟଲର

କରୋନା ମଧ୍ୟରେ ଜମିବ ଆଇପିଏଲ

ସେପ୍ଟେମ୍ବର ୧୯ରୁ ଆଇପିଏଲ! ଜାଣନ୍ତୁ କେଉଁଠି ହେବ ଓ କେବେ ସରିବ

କଟକର ଅଭିମନ୍ୟୁଙ୍କୁ ପ୍ରଶଂସା କଲେ ମହମ୍ମଦ କୈଫ୍