ଯୁବରାଜଙ୍କୁ ଚିଠି ଲେଖି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ: କହିଲେ ଭଲ କାମ କରୁଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପ୍ରଧାନମନ୍ତ୍ରୀ ମୋଦି କ୍ରିକେଟର୍‌ ଯୁବରାଜଙ୍କୁ ପତ୍ର ମାଧ୍ୟମରେ ପ୍ରଶଂସା କରିଛନ୍ତି। ଯେଉଁଥିରେ ଯୁବରାଜଙ୍କ ସଂସ୍ଥା ‘ୟୁଉଇକ୍ୟାନ୍‌’ ଫାଉଣ୍ଡେସନ ବିଷୟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି। ଯୁବରାଜ ଏହି ସଂସ୍ଥା ମାଧ୍ୟମରେ କ୍ୟାନସର୍‌ ବିରୋଧରେ ସଚେତନତା କାମ କରୁଛନ୍ତି। ମୋଦି ଏକ ପତ୍ର ମାଧ୍ୟମରେ ଯୁବରାଜଙ୍କ ଏଭଳି ଚେଷ୍ଟା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ଯୁବରାଜ ଇନ୍‌ଷ୍ଟାଗ୍ରାମ୍‌ରେ ମୋଦିଙ୍କ ସହିତ ଏକ ଫଟୋ ସହ ମୋଦି ପଠାଇଥିବା ଏହି ଚିଠିକୁ ପୋଷ୍ଟ କରିଛନ୍ତି। ଏହି ଚିଠିରେ ଲାଖାଯାଇଥିଲା, ‘ପ୍ରିୟ ଯୁବରାଜ ଆପଣଙ୍କ ଚିଠି ପାଇ ମୁ ବହୁତ ଖୁସି, ଆପଣ ସାମାଜ କଲ୍ୟାଣ ପାଇଁ ଏହି କାର୍ଯ୍ୟ କରୁଥିବା ଜାଣି ମୁଁ ଖୁସି ହେଲି’। ମୋଦି ଏହା ମଧ୍ୟ ଲେଖିଛନ୍ତି ଯେ ଆପଣଙ୍କ ସଂସ୍ଥା ବହୁତ ଭଲ କାମ କରୁଛି। ଆପଣ ଜଣେ ଭଲ କ୍ରିକେଟର ଓ କ୍ୟାନସର୍‌ ଭଳି ରୋଗକୁ ପରାସ୍ତ କରିପାରିଛନ୍ତି। ତେଣୁ ଆପଣ କ୍ୟାନସରରୁ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ କରୁଥିବା ପ୍ରୟାସ ଜାରି ରଖନ୍ତୁ। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ଯୁବରାଜ ସିଂ କ୍ୟାନସର ଭଳି ରୋଗକୁ ପରାସ୍ତ କରି ପୁଣିଥରେ ଟିମ୍‌ ଇଣ୍ଡିଆ ପାଇଁ କ୍ରିକେଟ୍‌ ଖେଳିପାରୁଛନ୍ତି।

ଆହୁରି ପଢ଼ନ୍ତୁ

ବରିଷ୍ଠ ଖେଳାଳିଙ୍କୁ ଜେରା ପରେ ୨୦୧୧ ବିଶ୍ୱକପ୍ ଫିକ୍ସିଂ ଅଭିଯୋଗର ତଦନ୍ତ ଉପରେ ରୋକ ଲଗାଇଲା ଶ୍ରୀଲଙ୍କା

୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା

କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!

ପରଲୋକରେ ମହାନ କ୍ରିକେଟର ଏଭେରଟନ ଓ୍ୱିକେସ

ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶଶାଙ୍କ ମନୋହର

ରବି ଶାସ୍ତ୍ରୀଙ୍କୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ ପ୍ରଶଂସା

କିଏ ହେବେ ଆଗାମୀ ଆଇସିସି ଅଧ୍ୟକ୍ଷ?

ଏସିଆ କପ୍ ୟୁଏଇ ଅବା ଶ୍ରୀଲଙ୍କାରେ ହେବ: ପିସିବି

ପୁଣି ୭ ପାକିସ୍ତାନ କ୍ରିକେଟରଙ୍କୁ କରୋନା, ସଂଖ୍ୟା ୧୦ ଛୁଇଁଲା

ଟେନିସ ତାରକା ଜୋକୋଭିଚ୍‌ଙ୍କୁ କରୋନା

୨୦୧୧ ବିଶ୍ୱକପ ଫାଇନାଲରେ ହୋଇଥିଲା କି ଫିକ୍ସିଂ? ତଦନ୍ତ ଆରମ୍ଭ କଲା ଶ୍ରୀଲଙ୍କା

‘ଟିମ୍ ଇଣ୍ଡିଆ କ୍ରିକେଟରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି ସୌରଭ ଗାଙ୍ଗୁଲି’