ଯୁବରାଜଙ୍କୁ ଚିଠି ଲେଖି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ: କହିଲେ ଭଲ କାମ କରୁଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପ୍ରଧାନମନ୍ତ୍ରୀ ମୋଦି କ୍ରିକେଟର୍‌ ଯୁବରାଜଙ୍କୁ ପତ୍ର ମାଧ୍ୟମରେ ପ୍ରଶଂସା କରିଛନ୍ତି। ଯେଉଁଥିରେ ଯୁବରାଜଙ୍କ ସଂସ୍ଥା ‘ୟୁଉଇକ୍ୟାନ୍‌’ ଫାଉଣ୍ଡେସନ ବିଷୟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି। ଯୁବରାଜ ଏହି ସଂସ୍ଥା ମାଧ୍ୟମରେ କ୍ୟାନସର୍‌ ବିରୋଧରେ ସଚେତନତା କାମ କରୁଛନ୍ତି। ମୋଦି ଏକ ପତ୍ର ମାଧ୍ୟମରେ ଯୁବରାଜଙ୍କ ଏଭଳି ଚେଷ୍ଟା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ଯୁବରାଜ ଇନ୍‌ଷ୍ଟାଗ୍ରାମ୍‌ରେ ମୋଦିଙ୍କ ସହିତ ଏକ ଫଟୋ ସହ ମୋଦି ପଠାଇଥିବା ଏହି ଚିଠିକୁ ପୋଷ୍ଟ କରିଛନ୍ତି। ଏହି ଚିଠିରେ ଲାଖାଯାଇଥିଲା, ‘ପ୍ରିୟ ଯୁବରାଜ […]

Rakesh Mallick
  • Published: Saturday, 02 September 2017
  • Updated: 02 September 2017, 06:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପ୍ରଧାନମନ୍ତ୍ରୀ ମୋଦି କ୍ରିକେଟର୍‌ ଯୁବରାଜଙ୍କୁ ପତ୍ର ମାଧ୍ୟମରେ ପ୍ରଶଂସା କରିଛନ୍ତି। ଯେଉଁଥିରେ ଯୁବରାଜଙ୍କ ସଂସ୍ଥା ‘ୟୁଉଇକ୍ୟାନ୍‌’ ଫାଉଣ୍ଡେସନ ବିଷୟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି। ଯୁବରାଜ ଏହି ସଂସ୍ଥା ମାଧ୍ୟମରେ କ୍ୟାନସର୍‌ ବିରୋଧରେ ସଚେତନତା କାମ କରୁଛନ୍ତି। ମୋଦି ଏକ ପତ୍ର ମାଧ୍ୟମରେ ଯୁବରାଜଙ୍କ ଏଭଳି ଚେଷ୍ଟା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ଯୁବରାଜ ଇନ୍‌ଷ୍ଟାଗ୍ରାମ୍‌ରେ ମୋଦିଙ୍କ ସହିତ ଏକ ଫଟୋ ସହ ମୋଦି ପଠାଇଥିବା ଏହି ଚିଠିକୁ ପୋଷ୍ଟ କରିଛନ୍ତି। ଏହି ଚିଠିରେ ଲାଖାଯାଇଥିଲା, ‘ପ୍ରିୟ ଯୁବରାଜ ଆପଣଙ୍କ ଚିଠି ପାଇ ମୁ ବହୁତ ଖୁସି, ଆପଣ ସାମାଜ କଲ୍ୟାଣ ପାଇଁ ଏହି କାର୍ଯ୍ୟ କରୁଥିବା ଜାଣି ମୁଁ ଖୁସି ହେଲି’। ମୋଦି ଏହା ମଧ୍ୟ ଲେଖିଛନ୍ତି ଯେ ଆପଣଙ୍କ ସଂସ୍ଥା ବହୁତ ଭଲ କାମ କରୁଛି। ଆପଣ ଜଣେ ଭଲ କ୍ରିକେଟର ଓ କ୍ୟାନସର୍‌ ଭଳି ରୋଗକୁ ପରାସ୍ତ କରିପାରିଛନ୍ତି। ତେଣୁ ଆପଣ କ୍ୟାନସରରୁ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ କରୁଥିବା ପ୍ରୟାସ ଜାରି ରଖନ୍ତୁ। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ଯୁବରାଜ ସିଂ କ୍ୟାନସର ଭଳି ରୋଗକୁ ପରାସ୍ତ କରି ପୁଣିଥରେ ଟିମ୍‌ ଇଣ୍ଡିଆ ପାଇଁ କ୍ରିକେଟ୍‌ ଖେଳିପାରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story