ଫାଇନାଲରେ ହାରି ଭାରତ ପାଇଁ ରୌପ୍ୟ ଜିତିଲେ ପୂଜା

ବୁଡାପେଷ୍ଟ: ଅଣ୍ଡର-୨୩ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ଦ୍ୱିତୀୟ ରୌପ୍ୟ ପଦକ ଜିତିଛନ୍ତି ପୂଜା ଗେହଲଟ। ୫୩ କେଜି ବର୍ଗରେ ଭାଗ ନେଇଥିବା ପୂଜା ଫାଇନାଲରେ ଜାପନର ହାରୁନା ଉକୁନୋଙ୍କୁ ଭେଟିଥିଲେ। ତେବେ ୨୦୧୭ ବିଶ୍ୱ ବିଜେତା ହାରୁନାଙ୍କ ଠାରୁ ପୂଜାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା। ହାରୁନା ତାଙ୍କୁ ସିଧାସଳଖ ୨-୦ରେ ପରାସ୍ତ କରି ପୁଣିଥରେ ୫୩ କେଜି ବର୍ଗରେ ବଶ୍ୱ ଚାମ୍ପିୟନ ହୋଇଛନ୍ତି। ଏହାପୂର୍ବରୁ ଭାରତ ପାଇଁ ପୁରୁଷ ୬୧ କେଜି ବର୍ଗରେ ରବୀନ୍ଦ୍ର […]

aa

aa

Hemant Lenka
  • Published: Saturday, 02 November 2019
  • Updated: 02 November 2019, 03:35 PM IST

Sports

Latest News

ବୁଡାପେଷ୍ଟ: ଅଣ୍ଡର-୨୩ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ଦ୍ୱିତୀୟ ରୌପ୍ୟ ପଦକ ଜିତିଛନ୍ତି ପୂଜା ଗେହଲଟ। ୫୩ କେଜି ବର୍ଗରେ ଭାଗ ନେଇଥିବା ପୂଜା ଫାଇନାଲରେ ଜାପନର ହାରୁନା ଉକୁନୋଙ୍କୁ ଭେଟିଥିଲେ। ତେବେ ୨୦୧୭ ବିଶ୍ୱ ବିଜେତା ହାରୁନାଙ୍କ ଠାରୁ ପୂଜାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା। ହାରୁନା ତାଙ୍କୁ ସିଧାସଳଖ ୨-୦ରେ ପରାସ୍ତ କରି ପୁଣିଥରେ ୫୩ କେଜି ବର୍ଗରେ ବଶ୍ୱ ଚାମ୍ପିୟନ ହୋଇଛନ୍ତି।

ଏହାପୂର୍ବରୁ ଭାରତ ପାଇଁ ପୁରୁଷ ୬୧ କେଜି ବର୍ଗରେ ରବୀନ୍ଦ୍ର ସିଂହ ରୌପ୍ୟ ପଦକ ଜିତିଥିଲେ।

ଅନ୍ୟପକ୍ଷରେ ୱାର୍ଲ୍ଡ ଜୁନିୟର ରେସଲିଂ ଚାମ୍ପିୟନଶିପ୍‌ରେ ୩ ଥର ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତର ସଜନ ଭାନୱାଲ ୭୭ କେଜି ବର୍ଗର ସେମି ଫାଇନାଲରେ ହାରି ଯାଇଛି। ଏବେ ସେ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story