ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଖେଳାଳିଙ୍କୁ ଅସମ୍ମାନ: ଅଭିନନ୍ଦନ ବଦଳରେ ଟେକାମାଡ଼ ଖାଇଲେ

ବାରଣାସୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ଗୌରବ ଆଣିଲେ। ସ୍ୱର୍ଣ୍ଣ ପଦକ ଜିତି ଅନର୍ଜାତୀୟ ସ୍ତରରେ ଦେଶର ନାଁ ଉଚ୍ଚା କଲେ। କିନ୍ତୁ ବଦଳରେ ଗାଁ ଲୋକଙ୍କଠାରୁ ମିଳିଲା ଇଟା ପଥର ମାଡ଼। ଦେଶର ନାଁ ରଖିଥିବା ଜଣେ ଖେଳାଳିଙ୍କ ପ୍ରତି ଏପରି ଦୁର୍ବ୍ୟବହାର ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଭଳି ଦୁର୍ଭାଗ୍ୟ ଜନକ ଘଟଣା ଘଟିଛି ୱେଟ୍‌ ଲିଫ୍ଟିଂରେ ସ୍ୱର୍ଣ୍ଣ ପଦକ ବିଜୟିନୀ ପୁନମ ଯାଦବଙ୍କ ସହିତ। ୨୧ ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି […]

poonam_yadav_1523707694_618x347

poonam_yadav_1523707694_618x347

Rakesh Mallick
  • Published: Saturday, 14 April 2018
  • Updated: 14 April 2018, 10:18 PM IST

Sports

Latest News

ବାରଣାସୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ଗୌରବ ଆଣିଲେ। ସ୍ୱର୍ଣ୍ଣ ପଦକ ଜିତି ଅନର୍ଜାତୀୟ ସ୍ତରରେ ଦେଶର ନାଁ ଉଚ୍ଚା କଲେ। କିନ୍ତୁ ବଦଳରେ ଗାଁ ଲୋକଙ୍କଠାରୁ ମିଳିଲା ଇଟା ପଥର ମାଡ଼। ଦେଶର ନାଁ ରଖିଥିବା ଜଣେ ଖେଳାଳିଙ୍କ ପ୍ରତି ଏପରି ଦୁର୍ବ୍ୟବହାର ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଭଳି ଦୁର୍ଭାଗ୍ୟ ଜନକ ଘଟଣା ଘଟିଛି ୱେଟ୍‌ ଲିଫ୍ଟିଂରେ ସ୍ୱର୍ଣ୍ଣ ପଦକ ବିଜୟିନୀ ପୁନମ ଯାଦବଙ୍କ ସହିତ। ୨୧ ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଘରକୁ ଫେରିଥିବା ପୁନମ ଯାଦବଙ୍କ ସହ ମାଡପିଟ୍‌ ଘଟଣା ସାମ୍ନାକୁ ଆସିଛି।

ଖବର ଅନୁସାରେ ପୁନମ ଯାଦବ ବାରଣାସୀର ରୋହନିଆରେ ଥିବା ତାଙ୍କ ମାଉସୀ ଘରକୁ  ଯାଇଥିଲେ। ପୂର୍ବ ଶତ୍ରୁତା କାରଣରୁ ତାଙ୍କ ମାଉସୀ ଘର ସହିତ ତାଙ୍କ ପଡ଼ିଶାଙ୍କର ମାଡ଼ପିଟ୍‌ ହୋଇଥିଲା। ଏଥିରେ ପୁନମ ଉଭୟ ପକ୍ଷକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାଡ୍‌ପିଟ ଅଟକାଇବାକୁ ପୁନମ ଚେଷ୍ଟା କରିବାରୁ ସିଏ ମଧ୍ୟ ମାଡ଼ପିଟ୍‌ର ଶିକାର ହୋଇଥିଲେ। ଗାଁ'ର ମୁଖିଆଙ୍କ ସହିତ ଲୋକମାନେ ପୁନମଙ୍କୁ ଇଟା ଓ ପଥର ମାଡ଼ କରିଥିଲେ। ଏହି ମାମଲାରେ ପୁନମ ଓ ତାଙ୍କ ମାଉସୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ପୋଲିସ୍‌ ମଧ୍ୟ ଘଟଣା ତଦନ୍ତ କରୁଛି। ପ୍ରକାଶ ଥାଉକି କିଛିଦିନ ତଳେ ଗୋଲ୍ଡକୋଷ୍ଟରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁନମ ୱେଟ୍‌ ଲିଫ୍ଟିଂରେ ୬୯ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story