ଆଇରିଶ୍ ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍: ପ୍ରମୋଦ ଜିତିଲେ ଡବଲ୍ ସ୍ୱର୍ଣ୍ଣ

ଭୁବନେଶ୍ୱର: ଓଡ଼ିଶାର ଷ୍ଟାର ପାରା-ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ ବିଦେଶରେ ଆଉ ଏକ ସଫଳତା ଅର୍ଜନ କରିଛନ୍ତି। ଆୟର୍ଲ୍ୟାଣ୍ଡରେ ଅନୁଷ୍ଠିତ ଆଇରିଶ୍ ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପ୍ରମୋଦ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲରେ ପ୍ରମୋଦ ଇଂଲଣ୍ଡର ଡାନିଏଲ୍ ବିଥେଲଙ୍କୁ ୨୧-୧୭, ୧୭-୨୧, ୨୧-୧୦ ଗେମରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି। ପ୍ରଥମ ଦୁଇ ଗେମ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ ଗେମକୁ […]

pramod

pramod

Hemant Lenka
  • Published: Sunday, 23 June 2019
  • Updated: 23 June 2019, 07:06 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାର ଷ୍ଟାର ପାରା-ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ ବିଦେଶରେ ଆଉ ଏକ ସଫଳତା ଅର୍ଜନ କରିଛନ୍ତି। ଆୟର୍ଲ୍ୟାଣ୍ଡରେ ଅନୁଷ୍ଠିତ ଆଇରିଶ୍ ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପ୍ରମୋଦ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଫାଇନାଲରେ ପ୍ରମୋଦ ଇଂଲଣ୍ଡର ଡାନିଏଲ୍ ବିଥେଲଙ୍କୁ ୨୧-୧୭, ୧୭-୨୧, ୨୧-୧୦ ଗେମରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି। ପ୍ରଥମ ଦୁଇ ଗେମ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା।

ପ୍ରଥମ ଗେମକୁ ପ୍ରମୋଦ ୨୧-୧୭ରେ ଜିତିଥିବା ବେଳେ ଦ୍ୱିତୀୟ ଗେମକୁ ଡାନିଏଲ୍ ସମାନ ବ୍ୟବଧାନରେ ଜିତି ମ୍ୟାଚ୍ ବରାବର କରିଥିଲେ। ତେବେ ନିର୍ଣ୍ଣାୟକ ତୃତୀୟ ଗେମରେ ପ୍ରମୋଦ ଚମତ୍କାର ପ୍ରଦର୍ଶନ କରି ୨୧-୧୦ରେ ବିଜୟୀ ହୋଇ ମ୍ୟାଚକୁ ହାତେଇ ନେଇଥିଲେ।

ସେହିପରି ମନୋଜ ସରକାରଙ୍କ ସହ ମିଶି ପ୍ରମୋଦ ଡବଲ୍ସ ଫାଇନାଲରେ ନିଜ ଦେଶର ତରୁଣ ଓ ନିତେଶ କୁମାରଙ୍କୁ ୨୧-୧୩, ୧୮-୨୧, ୨୩-୨୧ ଗେମରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଚଳିତ ବର୍ଷ ୬ଟି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ପ୍ରମୋଦଙ୍କ ଏହା ପଞ୍ଚମ ସିଙ୍ଗଲ୍ସ ସ୍ୱର୍ଣ୍ଣ ପଦକ। ଏହି ସଫଳତା ସହ ପ୍ରମୋଦ ୱାର୍ଲ୍ଡ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟର ରଖିଥିବା ବେଳେ ଅଲିମ୍ପିକ୍ସ ଯୋଗ୍ୟତା ଆଡ଼କୁ ଆଉ ପାଦେ ଆଗେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story