ଏସିଆନ୍ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନଶିପ୍: ପ୍ରଣତୀ ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ: ଭାରତୀୟ ଜିମ୍ନାଷ୍ଟ ପ୍ରଣତୀ ନାୟକ ମଙ୍ଗୋଲିଆର ଉଲାନବାଟାରରେ ଚାଲିଥିବା ସିନିୟର ଏସିଆନ୍ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ଚାମ୍ପିଅନଶିପରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ପଶ୍ଚିମବଙ୍ଗର ୨୩ ବର୍ଷୀୟା ପ୍ରଣତୀ ଷଷ୍ଠ ସ୍ଥାନରେ ରହି ଫାଇନାଲକୁ କ୍ୱାଲିଫାଏ କରିଥିଲେ। ସେ ଫାଇନାଲରେ ୧୩.୩୮୪ ସ୍କୋର ସହ ବ୍ରୋଞ୍ଜ ପଦକ ଜିତିଥିଲେ। ଏହା ପୂର୍ବରୁ ସେ ପ୍ରଥମ ଓ ଦ୍ୱିତୀୟ ଭଲ୍ଟରେ ଯଥାକ୍ରମେ ୧୩.୪୦୦ ଓ ୧୩.୩୬୭ ସ୍କୋର କରିଥିଲେ। ଚୀନର ୟୁ ଲିନମିନ୍ ୧୪.୩୫୦ ସ୍କୋର ସହ ସ୍ୱର୍ଣ୍ଣ ଏବଂ […]

pranati

pranati

Hemant Lenka
  • Published: Friday, 21 June 2019
  • Updated: 21 June 2019, 08:35 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଜିମ୍ନାଷ୍ଟ ପ୍ରଣତୀ ନାୟକ ମଙ୍ଗୋଲିଆର ଉଲାନବାଟାରରେ ଚାଲିଥିବା ସିନିୟର ଏସିଆନ୍ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ଚାମ୍ପିଅନଶିପରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ପଶ୍ଚିମବଙ୍ଗର ୨୩ ବର୍ଷୀୟା ପ୍ରଣତୀ ଷଷ୍ଠ ସ୍ଥାନରେ ରହି ଫାଇନାଲକୁ କ୍ୱାଲିଫାଏ କରିଥିଲେ।

ସେ ଫାଇନାଲରେ ୧୩.୩୮୪ ସ୍କୋର ସହ ବ୍ରୋଞ୍ଜ ପଦକ ଜିତିଥିଲେ। ଏହା ପୂର୍ବରୁ ସେ ପ୍ରଥମ ଓ ଦ୍ୱିତୀୟ ଭଲ୍ଟରେ ଯଥାକ୍ରମେ ୧୩.୪୦୦ ଓ ୧୩.୩୬୭ ସ୍କୋର କରିଥିଲେ। ଚୀନର ୟୁ ଲିନମିନ୍ ୧୪.୩୫୦ ସ୍କୋର ସହ ସ୍ୱର୍ଣ୍ଣ ଏବଂ ଜାପାନର ଆୟାକା ସାକାଗୁଚି ୧୩.୫୮୪ ସ୍କୋର ସହ ରୌପ୍ୟ ପଦକ ଜିତିଛନ୍ତି।

ଏହି ସଫଳତା ପରେ ପ୍ରଣତୀଙ୍କ କୋଚ୍ ମିନାରା ବେଗମ୍ କିଛନ୍ତି, "ପ୍ରଣତୀ ୧୬ ବର୍ଷର ହୋଇଥିଲା ବେଳେ ମୁଁ ତାଙ୍କୁ କୋଚିଂ ଦେଇ ଆସୁଛି। ଏହା ଦେଶ ଓ ମୋ ପାଇଁ ବହୁତ ବଡ଼ କଥା। ସେ ପଦକ ଜିତିପାରିଥିବାରୁ ମୁଁ ବହୁତ ଖୁସି।"

ସେହିପରି ଭାରତୀୟ ଜିମ୍ନାଷ୍ଟିକ୍ ଫେଡେରେସନ୍ (ଜିଏଫଆଇ)ର ଉପସଭାପତି ରିୟାଜ ଭଟି କହିଛନ୍ତି, ଏସିଆନ୍ ଚାମ୍ପିଅନଶିପରେ ପଦକ ଜିତିଥିବାରୁ ମୁଁ ପ୍ରଣତୀଙ୍କୁ ଅଭିନନ୍ଦନ ଜଣାଉଛି। ସେ ଏହି ଅନ୍ତର୍ଜାତୀୟ ପଦକ ପାଇଁ ଦାବିବାର ଏବଂ ତାଙ୍କୁ ପରିଶ୍ରମର ଫଳ ମିଳିପାରିଛି। ଭାରତୀୟ ଜିମ୍ନାଷ୍ଟିକ୍ ପାଇଁ ଏହା ଏକ ବଡ଼ ଦିନ ବୋଲି ରିୟାଜ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story