ସହଜ ବିଜୟ ସହ ଅଭିଯାନ ଆରମ୍ଭ କଲେ ସିନ୍ଧୁ

ବର୍ହିଂହାମ: ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଅଭିଯାନ ବିଜୟରୁ ଆରମ୍ଭ କରିଛନ୍ତି। ବିଶ୍ୱର ୬ଷ୍ଠ ମାନ୍ୟତା ପ୍ରାପ୍ତ ସିନ୍ଧୁ ବେଶ ସହଜରେ ଆମେରିକାର ବେଇୱେନ ଝାଙ୍ଗଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସିନ୍ଧୁଙ୍କ ଠାରୁ ୮ଟି ସ୍ଥାନ ତଳେ ଥିବା ବେଇୱେନ କିଛି ସମୟ ପାଇଁ ଭଲ ପ୍ରଦର୍ଶନ କରିଥିଲେ। ହେଲେ ସିନ୍ଧୁ ତାଙ୍କୁ ମାତ୍ର ୪୨ ମିନିଟ୍‌ ମଧ୍ୟରେ ୨୧-୧୪ ଓ ୨୧-୧୭ରେ ପରସ୍ତ କରିଦେଇଛନ୍ତି। […]

dc

dc

Hemant Lenka
  • Published: Wednesday, 11 March 2020
  • Updated: 11 March 2020, 09:09 PM IST

Sports

Latest News

ବର୍ହିଂହାମ: ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଅଭିଯାନ ବିଜୟରୁ ଆରମ୍ଭ କରିଛନ୍ତି। ବିଶ୍ୱର ୬ଷ୍ଠ ମାନ୍ୟତା ପ୍ରାପ୍ତ ସିନ୍ଧୁ ବେଶ ସହଜରେ ଆମେରିକାର ବେଇୱେନ ଝାଙ୍ଗଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ସିନ୍ଧୁଙ୍କ ଠାରୁ ୮ଟି ସ୍ଥାନ ତଳେ ଥିବା ବେଇୱେନ କିଛି ସମୟ ପାଇଁ ଭଲ ପ୍ରଦର୍ଶନ କରିଥିଲେ। ହେଲେ ସିନ୍ଧୁ ତାଙ୍କୁ ମାତ୍ର ୪୨ ମିନିଟ୍‌ ମଧ୍ୟରେ ୨୧-୧୪ ଓ ୨୧-୧୭ରେ ପରସ୍ତ କରିଦେଇଛନ୍ତି। ତେବେ ପ୍ରଥମ ସେଟ ଅପେକ୍ଷା ଦ୍ୱିତୀୟ ସେଟ୍‌ରେ ବେଇୱେନ ଜବରଦସ୍ତ ପ୍ରଦର୍ଶନ କରିଥିଲେ।

ଏକଦା ସ୍ଥିତି ୧୬-୧୬ରେ ବରାବର ଥିଲା। କିନ୍ତୁ ସିନ୍ଧୁ କ୍ରମାଗତ ୫ ପଏଣ୍ଟ ନେଇ ସେଟ ସହ ମ୍ୟାଚ୍‌ଟିକୁ କବଜା କରିନେଇଥିଲେ। ଏବେ ସିନ୍ଧୁ କ୍ୱାର୍ଟର ଫାଇନାଲରେ ପ୍ରବେଶ ପାଇଁ କୋରିଆର ସୁଙ୍ଗ ଜିଙ୍କୁ ଭେଟିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story