ଇଣ୍ଡୋନେସିଆ ଓପନ୍: ସିନ୍ଧୁ ଓ ଶ୍ରୀକାନ୍ତଙ୍କ ବିଜୟ ଅଭିଯାନ ଆରମ୍ଭ

ଜାକର୍ତ୍ତା: ଭାରତର ଶୀର୍ଷ ବ୍ୟାଡମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ଓ କିଦାମ୍ବୀ ଶ୍ରୀକାନ୍ତ ଏଠାରେ ଆରମ୍ଭ ହୋଇଥିବା ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ସୁପର୍-୧୦୦୦ ଟୁର୍ଣ୍ଣାମେଣ୍ଟ ଇଣ୍ଡୋନେସିଆ ଓପନରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ସିଜନର ପ୍ରଥମ ଟାଇଟଲ୍ ଲକ୍ଷ୍ୟରେ ଥିବା ପଞ୍ଚମ ସିଡ୍ ସିନ୍ଧୁ ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ଜାପାନର ଆୟା ଓହୋରୀଙ୍କୁ ୧୧-୨୧, ୨୧-୧୫, ୨୧-୧୫ ଗେମରେ ପରାସ୍ତ କରିଛନ୍ତି। ସେହିପରି ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ଅଷ୍ଟମ ସିଡ୍ ଶ୍ରୀକାନ୍ତ କେଣ୍ଟୋ […]

sindhu

sindhu

Hemant Lenka
  • Published: Wednesday, 17 July 2019
  • Updated: 17 July 2019, 08:17 PM IST

Sports

Latest News

ଜାକର୍ତ୍ତା: ଭାରତର ଶୀର୍ଷ ବ୍ୟାଡମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ଓ କିଦାମ୍ବୀ ଶ୍ରୀକାନ୍ତ ଏଠାରେ ଆରମ୍ଭ ହୋଇଥିବା ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ସୁପର୍-୧୦୦୦ ଟୁର୍ଣ୍ଣାମେଣ୍ଟ ଇଣ୍ଡୋନେସିଆ ଓପନରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି।

ସିଜନର ପ୍ରଥମ ଟାଇଟଲ୍ ଲକ୍ଷ୍ୟରେ ଥିବା ପଞ୍ଚମ ସିଡ୍ ସିନ୍ଧୁ ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ଜାପାନର ଆୟା ଓହୋରୀଙ୍କୁ ୧୧-୨୧, ୨୧-୧୫, ୨୧-୧୫ ଗେମରେ ପରାସ୍ତ କରିଛନ୍ତି। ସେହିପରି ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ଅଷ୍ଟମ ସିଡ୍ ଶ୍ରୀକାନ୍ତ କେଣ୍ଟୋ ନିଶିମୋତୋଙ୍କୁ ୨୧-୧୪, ୨୧-୧୩ ଗେମରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ଓହୋରୀଙ୍କ ବିରୋଧରେ ସିନ୍ଧୁଙ୍କର ଏହା କ୍ରମାଗତ ସପ୍ତମ ବିଜୟ। ଅନ୍ୟପକ୍ଷରେ ଶ୍ରୀକାନ୍ତ ପଞ୍ଚମଥର ପାଇଁ ନିଶିମୋତୋଙ୍କୁ ହରାଇଛନ୍ତି। ବିଶ୍ୱର ୫ନମ୍ବର ଖେଳାଳି ସିନ୍ଧୁ ଦ୍ୱିତୀୟ ରାଉଣ୍ଡରେ ଡେନମାର୍କର ମିଆ ବ୍ଲିଚଫେଲ୍ଟଙ୍କୁ ଭେଟିବାକୁଥିବା ବେଳେ ୯ ନମ୍ବର ଖେଳାଳି ଶ୍ରୀକାନ୍ତ ହଂକଂର ଏନଜି କା ଲଙ୍ଗ୍ ଅଙ୍ଗସଙ୍କୁ ଭେଟିବେ।

ଅନ୍ୟ ଭାରତୀୟଙ୍କ ମଧ୍ୟରେ ଏଚଏସ୍ ପ୍ରଣୟ ଓ ବି. ସାଇ ପ୍ରଣୀତ ପୁରୁଷ ସିଙ୍ଗଲ୍ସରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ପ୍ରଣୀତ ପ୍ରଥମ ରାଉଣ୍ଡରେ ୧୫-୨୧, ୨୧-୧୩, ୧୦-୨୧ ଗେମରେ ହଂକଂର ୱଙ୍ଗ ୱିଙ୍ଗ୍ କି ଭିନସେଣ୍ଟଙ୍କଠାରୁ ହାରିଛନ୍ତି। ପ୍ରଣୟ ୨୧-୧୯, ୧୮-୨୧, ୨୦-୨୨ ଗେମରେ ଚୀନର ଦ୍ୱିତୀୟ ସିଡ୍ ଶି ୟୁ କିଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ମିକ୍ସଡ୍ ଡବଲ୍ସ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କୀରେଡ୍ଡି ଓ ଅଶ୍ୱିନୀ ପୋନ୍ନାପ୍ପା ପ୍ରଥମ ରାଉଣ୍ଡରେ ଇଣ୍ଡୋନେସିଆ ଯୋଡ଼ି ୱିନ୍ନି ଓକ୍ଟାଭିନା କାଣ୍ଡୋ ଓ ଟଣ୍ଟୋୱି ଅହମ୍ମଦଙ୍କଠାରୁ ୧୩-୨୧, ୧୧-୨୧ ଗେମରେ ପରାସ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story