ରିଓ ଅଲିମ୍ପିକ୍‌ ପଦକ ବିଜେତାକୁ ଅର୍ଥ ପୁରସ୍କାର ଦେବେ ଭାରତୀୟ ବ୍ୟବସାୟୀ

ଦୁବାଇ:ରିଓ ଅଲିମ୍ପିକ୍‌ରେ ଭାରତ ପାଇଁ ଗୌରବ ଆଣିଥିବା ଦୁଇ ଭାରତୀୟଙ୍କୁ ଅର୍ଥ ରାଶିରେ ପୁରସ୍କୃତ କରିବେ ଦୁବାଇରେ ଅବସ୍ଥାପିତ ଭାରତୀୟ ବ୍ୟବସାୟୀ ମୋକ୍କାଟ୍ଟୁ ସେବାସ୍ତିଆନ୍‌। ସିଲଭର ମେଡାଲ ଜିତିଥିବା ପି.ଭି ସିନ୍ଧୁଙ୍କୁ ୫୦ ଲକ୍ଷ ଟଙ୍କା ଓ ୫୮ କେଜି ମହିଳା କୁସ୍ତିରେ ବ୍ରୋଞ୍ଜ ଜିତିଥିବା କୁସ୍ତିଯୋଦ୍ଧା ସାକ୍ଷୀ ମଲିକଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା ସେ କରିଛନ୍ତି। ସେ କହିଛନ୍ତି,“ରିଓରେ କୋଟି କୋଟି ଭାରତୀୟଙ୍କ ମାନ ରଖିଛନ୍ତି ଏହି ଦୁଇ ମହିଳା। ମୁଁ ସେମାନଙ୍କୁ […]

pv sindhu and rakhi malik

pv sindhu and rakhi malik

Rakesh Mallick
  • Published: Sunday, 21 August 2016
  • Updated: 21 August 2016, 05:08 PM IST

Sports

Latest News

ଦୁବାଇ:ରିଓ ଅଲିମ୍ପିକ୍‌ରେ ଭାରତ ପାଇଁ ଗୌରବ ଆଣିଥିବା ଦୁଇ ଭାରତୀୟଙ୍କୁ ଅର୍ଥ ରାଶିରେ ପୁରସ୍କୃତ କରିବେ ଦୁବାଇରେ ଅବସ୍ଥାପିତ ଭାରତୀୟ ବ୍ୟବସାୟୀ ମୋକ୍କାଟ୍ଟୁ ସେବାସ୍ତିଆନ୍‌।

ସିଲଭର ମେଡାଲ ଜିତିଥିବା ପି.ଭି ସିନ୍ଧୁଙ୍କୁ ୫୦ ଲକ୍ଷ ଟଙ୍କା ଓ ୫୮ କେଜି ମହିଳା କୁସ୍ତିରେ ବ୍ରୋଞ୍ଜ ଜିତିଥିବା କୁସ୍ତିଯୋଦ୍ଧା ସାକ୍ଷୀ ମଲିକଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା ସେ କରିଛନ୍ତି।

ସେ କହିଛନ୍ତି,“ରିଓରେ କୋଟି କୋଟି ଭାରତୀୟଙ୍କ ମାନ ରଖିଛନ୍ତି ଏହି ଦୁଇ ମହିଳା। ମୁଁ ସେମାନଙ୍କୁ ନେଇ ଗର୍ବିତ ତେଣୁ ସେମାନଙ୍କୁ ଅର୍ଥରାଶି ଦେଇ ପୁରସ୍କୃତ କରିବାକୁ ଚାହିଁଲି। ମୁଁ ଜଣେ ବେଶୀ ଧନି ବ୍ୟକ୍ତି ନୁହେଁ କିନ୍ତୁ ମୋର ଯେତିକି ସାମର୍ଥ୍ୟ ମୁଁ ଦେଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story