ଇଣ୍ଡିଆନ୍‌ ଓପନ୍‌ ଫାଇନାଲ୍‌ରେ ସିନ୍ଧୁ

ନୂଆଦିଲ୍ଲୀ: ଇଣ୍ଡିଆନ ଓପନ୍‌ ଫାଇନାଲରେ ଭାରତୀୟ ଷ୍ଟାର ପିଭି ସିନ୍ଧୁ ପହଞ୍ଚି ଯାଇଛନ୍ତି। ସିନ୍ଧୁ ପ୍ରତିପକ୍ଷ ଥାଇଲ୍ୟାଣ୍ଡର ଆର. ଇନ୍ତାନୋନ୍‌ଙ୍କୁ ୨୧-୧୩, ୨୧-୧୫ ସେଟ୍‌ରେ ହରାଇ ଫାଇନାଲକୁ ଯାଇଛନ୍ତି। ଆଜି ଫାଇନାଲ୍‌ ମ୍ୟାଚ୍‌ରେ ସିନ୍ଧୁ ଆମେରିକାର ବୋୱେନ ଝାଙ୍ଗଙ୍କୁ ଭେଟିବେ। ସେହିପରି ଭାରତୀୟ ଯୋଡ଼ି  ପିଜେ ଚୋପ୍ରା ଏବଂ ଏନ୍‌. ସିକ୍କି ରେଡ୍ଡିଙ୍କୁ ସେମିଫାଇନାଲରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଡେନମାର୍କର ମାଥିୟାସ ଏବଂ କିଷ୍ଟାନ ଯୋଡ଼ି ଭାରତୀୟ ଯୋଡ଼ିଙ୍କୁ ୨୧-୧୬, ୨୧-୧୯ ସେଟ୍‌ରେ ପରାସ୍ତ କରିଛନ୍ତି।

pv-sindhu

pv-sindhu

Rakesh Mallick
  • Published: Sunday, 04 February 2018
  • Updated: 04 February 2018, 09:33 AM IST

Sports

Latest News

ନୂଆଦିଲ୍ଲୀ: ଇଣ୍ଡିଆନ ଓପନ୍‌ ଫାଇନାଲରେ ଭାରତୀୟ ଷ୍ଟାର ପିଭି ସିନ୍ଧୁ ପହଞ୍ଚି ଯାଇଛନ୍ତି। ସିନ୍ଧୁ ପ୍ରତିପକ୍ଷ ଥାଇଲ୍ୟାଣ୍ଡର ଆର. ଇନ୍ତାନୋନ୍‌ଙ୍କୁ ୨୧-୧୩, ୨୧-୧୫ ସେଟ୍‌ରେ ହରାଇ ଫାଇନାଲକୁ ଯାଇଛନ୍ତି। ଆଜି ଫାଇନାଲ୍‌ ମ୍ୟାଚ୍‌ରେ ସିନ୍ଧୁ ଆମେରିକାର ବୋୱେନ ଝାଙ୍ଗଙ୍କୁ ଭେଟିବେ।

ସେହିପରି ଭାରତୀୟ ଯୋଡ଼ି  ପିଜେ ଚୋପ୍ରା ଏବଂ ଏନ୍‌. ସିକ୍କି ରେଡ୍ଡିଙ୍କୁ ସେମିଫାଇନାଲରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଡେନମାର୍କର ମାଥିୟାସ ଏବଂ କିଷ୍ଟାନ ଯୋଡ଼ି ଭାରତୀୟ ଯୋଡ଼ିଙ୍କୁ ୨୧-୧୬, ୨୧-୧୯ ସେଟ୍‌ରେ ପରାସ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos