ରିଓ ଅଲିମ୍ପିକ୍‌: କ୍ୱାର୍ଟର ଫାଇନାଲରେ ବିକାଶ

ରିଓ ଡି ଜେନେରିଓ: ବକ୍ସିଂର ୭୫ କେଜି ମିଡିଲୱେଟ୍‌ ବର୍ଗରେ ବିକାଶ କ୍ରିଷ୍ଣନ୍‌ ଯାଦବ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେ ତାଙ୍କ ତୁର୍କୀ ପ୍ରତିଦ୍ୱନ୍ଦୀ ସିପାଲ ଓଣ୍ଡରଙ୍କୁ ୩-୦ରେ ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଯାଇଛନ୍ତି। ସେ କ୍ୱାର୍ଟରଫାଇନାଲରେ ଉଜ୍‌ବେକିସ୍ତାନର ବେକ୍ତେମିର ମେଲିକୁଜେଇଭ୍‌ଙ୍କୁ ଭେଟିବେ। ଏହି ବକ୍ସର ଜଣକ ୨୦୧୫ ଏସିଆନ୍‌ ଚାମ୍ପିଅନ୍‌ସିପ୍‌ର ଫାଇନାଲରେ ଭାରତର ବିକାଶଙ୍କୁ ପରାସ୍ତ କରିଥିଲେ। ବେକ୍ତେମିରଙ୍କୁ କ୍ୱାର୍ଟରରେ ହରାଇ ବିକାଶ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବେ।

bikash

bikash

Rakesh Mallick
  • Published: Saturday, 13 August 2016
  • Updated: 13 August 2016, 05:06 PM IST

Sports

Latest News

ରିଓ ଡି ଜେନେରିଓ: ବକ୍ସିଂର ୭୫ କେଜି ମିଡିଲୱେଟ୍‌ ବର୍ଗରେ ବିକାଶ କ୍ରିଷ୍ଣନ୍‌ ଯାଦବ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେ ତାଙ୍କ ତୁର୍କୀ ପ୍ରତିଦ୍ୱନ୍ଦୀ ସିପାଲ ଓଣ୍ଡରଙ୍କୁ ୩-୦ରେ ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଯାଇଛନ୍ତି।

ସେ କ୍ୱାର୍ଟରଫାଇନାଲରେ ଉଜ୍‌ବେକିସ୍ତାନର ବେକ୍ତେମିର ମେଲିକୁଜେଇଭ୍‌ଙ୍କୁ ଭେଟିବେ। ଏହି ବକ୍ସର ଜଣକ ୨୦୧୫ ଏସିଆନ୍‌ ଚାମ୍ପିଅନ୍‌ସିପ୍‌ର ଫାଇନାଲରେ ଭାରତର ବିକାଶଙ୍କୁ ପରାସ୍ତ କରିଥିଲେ। ବେକ୍ତେମିରଙ୍କୁ କ୍ୱାର୍ଟରରେ ହରାଇ ବିକାଶ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story