ପୃଥ୍ୱୀ ଶ’ କ'ଣ ସତରେ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି ?

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଟେଷ୍ଟ ଓପନର ପୃଥ୍ୱୀ ଶ’ ଡୋପ୍‌ ଟେଷ୍ଟରେ ବିଫଳ ହୋଇ ନଭେମ୍ବର ମାସ ଯାଏ କ୍ରିକେଟରୁ ନିଲମ୍ବିତ ହୋଇଛନ୍ତି। ଭାରତୀୟ କ୍ରିକେଟରେ ଏଭଳି ଘଟଣା ପ୍ରଥମ। ତେବେ ପୃଥ୍ୱୀ ଶ’ ସତରେ କ’ଣ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି? ବିସିସିଆଇ ରିପୋର୍ଟ ଓ ଶ’ଙ୍କ ସହ ଥିବା କୋଚମାନେ ଦେଇଥିବା ମନ୍ତବ୍ୟରେ ଆଦୌ ତାଳମେଳ ରହୁନାହିଁ। ଫଳରେ ଶ’ଙ୍କ ଡୋପ୍‌ ଟେଷ୍ଟକୁ ନେଇ ସସ୍‌ପେନ୍ସ ବଢ଼ିବାରେ ଲାଗିଛି। ବିସିସିଆଇ ରିପୋର୍ଟ ଅନୁଯାୟୀ, ଶ’ […]

b

b

Hemant Lenka
  • Published: Saturday, 10 August 2019
  • Updated: 10 August 2019, 03:32 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଟେଷ୍ଟ ଓପନର ପୃଥ୍ୱୀ ଶ’ ଡୋପ୍‌ ଟେଷ୍ଟରେ ବିଫଳ ହୋଇ ନଭେମ୍ବର ମାସ ଯାଏ କ୍ରିକେଟରୁ ନିଲମ୍ବିତ ହୋଇଛନ୍ତି। ଭାରତୀୟ କ୍ରିକେଟରେ ଏଭଳି ଘଟଣା ପ୍ରଥମ।

ତେବେ ପୃଥ୍ୱୀ ଶ’ ସତରେ କ’ଣ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି? ବିସିସିଆଇ ରିପୋର୍ଟ ଓ ଶ’ଙ୍କ ସହ ଥିବା କୋଚମାନେ ଦେଇଥିବା ମନ୍ତବ୍ୟରେ ଆଦୌ ତାଳମେଳ ରହୁନାହିଁ। ଫଳରେ ଶ’ଙ୍କ ଡୋପ୍‌ ଟେଷ୍ଟକୁ ନେଇ ସସ୍‌ପେନ୍ସ ବଢ଼ିବାରେ ଲାଗିଛି।

ବିସିସିଆଇ ରିପୋର୍ଟ ଅନୁଯାୟୀ, ଶ’ ନିଷିଦ୍ଧ ଘୋଷଣା ହୋଇଥିବା କଫ୍‌ ସିରପ ଖାଇଥିଲେ। ଏହା ସୟଦ ମୁସ୍ତାକ ଅଲୀ ଟ୍ରଫି ବେଳେ ଘଟିଥିଲା। ହେଲେ ଏହି ସମୟରେ ମୁମ୍ବାଇ ଟିମ୍‌ର କୋଚ ଥିବା ବିନାୟକ ସାମନ୍ତ ଓ ଥେରାପିଷ୍ଟ ଦୀପ ତୋମାର କହିଛନ୍ତି, “ଆମେ ସୟିଦ ମୁସ୍ତାକ ଅଲ୍ଲୀ ଟ୍ରଫି ବେଳେ ଆମେ ଶ’ଙ୍କ ସହ ରହିଥିଲୁ।

ଏହି ସମୟରେ ଶ’ ଆମକୁ କେବେ ହେଲେ କଫ କିମ୍ବା ଥଣ୍ଡାରେ ପୀଡ଼ିତ ହୋଇଥିବା କଥା ଆଦୌ କହି ନଥିଲେ। ଶ’ ସାମାନ୍ୟ ଥଣ୍ଡା ଅନୁଭବ କରୁଥିଲେ ସତ, ହେଲେ କଫ ନେଇ କୌଣସି ସୂଚନା ଦେଇ ନଥିଲେ। ସେ ମଧ୍ୟ କଫ ପାଇଁ ଔଷଧ ମଗାଇ ଥିଲେ। ଆମେ ତାଙ୍କ ସହ ସର୍ବଦା ରହି ଆସିଥିଲୁ।”

ଟିମ୍‌ ମ୍ୟାନେଜର ଗଣେଶ ଆୟର କହିଛନ୍ତି, “ହଁ ଶ’ ସାମାନ୍ୟ ଥଣ୍ଡା ଅନୁଭବ କରିଥିଲେ। ହେଲେ ସେ କେବେ ହେଲେ ମୋ ପାଖରୁ ଆସି ଏ ସମ୍ପର୍କରେ ଅଭିଯୋଗ କରି ନଥିଲେ। ଜଣେ ପ୍ରଫେସନାଲ କ୍ରିକେଟର କେବେ ହେଲେ ହୋଟେଲରୁ ଏକାକୀ ବାହାରକୁ ଯାଇ ମନଇଚ୍ଛା ଔଷଧ କିଣି ଏହାକୁ ସେବନ କରିଥିବ ବୋଲି ମୋର ବିଶ୍ୱାସ ହେଉନାହିଁ।”

ବିସିସିଆଇ ପକ୍ଷରୁ କୁହାଯାଇଥିଲା ଯେ, ଶ’ ଇନ୍ଦୋରରେ ୨୨ ଫେବୃଆରୀ, ୨୦୧୯ରେ ସୟଦ ମୁସ୍ତାକ ଅଲୀ ଟ୍ରଫି ମ୍ୟାଚ୍ ସମୟରେ ବିସିସିଆଇର ଆଣ୍ଟି-ଡୋପିଙ୍ଗ୍ ପରୀକ୍ଷଣ କାର୍ଯ୍ୟକ୍ରମରେ ୟୁରିନ୍ (ମୂତ୍ର) ସାମ୍ପୁଲ୍ ଦେଇଥିଲେ। ତାଙ୍କ ସାମ୍ପୁଲରେ “ଟର୍ବ୍ୟୁଟଲାଇନ୍’ ପଦାର୍ଥ ମାତ୍ରାଧିକ ପରିମାଣରେ ମିଳିଥିଲା।

ଏହି ପଦାର୍ଥ ୱାର୍ଲ୍ଡ ଆଣ୍ଟି ଡୋପିଙ୍ଗ୍ ଏଜେନ୍ସି (ୱାଡା) ଦ୍ୱାରା ବ୍ୟାନ ହୋଇଥିବା ଔଷଧ ତାଲିକାରେ ଅନ୍ତର୍ଭୁକ୍ତ। ଏହି କାରଣରୁ ପୃଥ୍ୱୀଙ୍କୁ ଡୋପିଙ୍ଗ ନିୟମ ଉଲ୍ଲଙ୍ଘନ ମାମଲାରେ ୮ ମାସ ସସପେଣ୍ଡ କରାଯାଇଛି। ସେ ନଭେମ୍ବର ୧୫, ୨୦୧୯ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story