ଆଉ ଏକ ଗ୍ରାଣ୍ଡସ୍ଲାମ ଜିତିବା ନାଦାଲଙ୍କ ସ୍ୱପ୍ନ

ମାଲୋର୍କା: ୧୪ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ସ୍ପେନର ଟେନିସ୍‌ ଷ୍ଟାର ରାଫେଲ ନାଦାଲ ଏହି ଟାଇଟଲ ଆଉ ଥରେ ଜିତିବାକୁ ସ୍ୱପ୍ନ ରଖିଛନ୍ତି। ଏହା ତାଙ୍କ ଦାଦା ତଥା ସ୍ପେନ ଟେନିସ୍‌ ଟିମ୍‌ର କୋଚ୍‌ ଟୋନି ନାଦାଲ କହିଛନ୍ତି। ଟୋନି କହିଛନ୍ତି,“ବାମହାତ ମଣିବନ୍ଧରେ ଆଘାତ କାରଣରୁ ରାଫେଲ କିଛିଦିନ ଟେନିସ୍‌ଠାରୁ ଦୂରରେ ଥିଲେ। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ମ୍ୟାଚ୍‌ ଖେଳିବାକୁ ଉତ୍ସାହିତ ଅଛନ୍ତି। ରାଫେଲ ଏବେ ବିଶ୍ୱ ମାନ୍ୟତାର ୯ମ […]

Rafael Nadal

Rafael Nadal

Rakesh Mallick
  • Published: Wednesday, 23 November 2016
  • Updated: 23 November 2016, 06:39 PM IST

Sports

Latest News

ମାଲୋର୍କା: ୧୪ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ସ୍ପେନର ଟେନିସ୍‌ ଷ୍ଟାର ରାଫେଲ ନାଦାଲ ଏହି ଟାଇଟଲ ଆଉ ଥରେ ଜିତିବାକୁ ସ୍ୱପ୍ନ ରଖିଛନ୍ତି। ଏହା ତାଙ୍କ ଦାଦା ତଥା ସ୍ପେନ ଟେନିସ୍‌ ଟିମ୍‌ର କୋଚ୍‌ ଟୋନି ନାଦାଲ କହିଛନ୍ତି।

ଟୋନି କହିଛନ୍ତି,“ବାମହାତ ମଣିବନ୍ଧରେ ଆଘାତ କାରଣରୁ ରାଫେଲ କିଛିଦିନ ଟେନିସ୍‌ଠାରୁ ଦୂରରେ ଥିଲେ। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ମ୍ୟାଚ୍‌ ଖେଳିବାକୁ ଉତ୍ସାହିତ ଅଛନ୍ତି।

ରାଫେଲ ଏବେ ବିଶ୍ୱ ମାନ୍ୟତାର ୯ମ ସ୍ଥାନରେ ରହିଛନ୍ତି। ଆହତ ଜନିତ କାରଣରୁ ଗତ ଦୁଇବର୍ଷ ହେଲା ତାଙ୍କ ଖେଳରେ ଅବନତୀ ଘଟିଛି। ୨୦୧୪ ଫ୍ରେଞ୍ଚ ଓପନ୍‌ରେ ରାଫେଲ ଶେଷ ଗ୍ରାଣ୍ଡସ୍ଲାମ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story