ବିଜୟ ସହ ଶେଷ ୧୬ରେ ନାଡାଲ

ମେଲବର୍ଣ୍ଣ: ବିଶ୍ୱର ୧ ନମ୍ବର ପୁରୁଷ ଟେନିସ୍‌ ଖେଳାଳି ତଥା ସ୍ପେନୀୟ ତାରକା ରାଫେଲ୍ ନାଡାଲ୍ ବିଜୟ ସହ ଅଷ୍ଟ୍ରେଲିଆନ ଓପନର ଶେଷ ୧୬ରେ ପହଞ୍ଚି ଯାଇଛନ୍ତି। ଆଜି ସେ ନିଜ ଦେଶ ସ୍ପେନର ଷ୍ଟାର ଖେଳାଳି ପାବଲୋ କାରେନା ବୁସ୍ତାଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ୩୩ ବର୍ଷୀୟ ନାଡାଲଙ୍କୁ ୨୭ ନଂ ସିଡ୍‌ ପାବଲୋ ଆରମ୍ଭରୁ ଜୋରଦାର ଟକ୍କର ଦେଇଥିଲେ। ତେବେ ଅଭିଜ୍ଞ ନାଡାଲ ୬-୧, ୬-୨ ଓ ୬-୪ ସେଟ୍‌ରେ […]

n

n

Hemant Lenka
  • Published: Saturday, 25 January 2020
  • Updated: 25 January 2020, 04:49 PM IST

Sports

Latest News

ମେଲବର୍ଣ୍ଣ: ବିଶ୍ୱର ୧ ନମ୍ବର ପୁରୁଷ ଟେନିସ୍‌ ଖେଳାଳି ତଥା ସ୍ପେନୀୟ ତାରକା ରାଫେଲ୍ ନାଡାଲ୍ ବିଜୟ ସହ ଅଷ୍ଟ୍ରେଲିଆନ ଓପନର ଶେଷ ୧୬ରେ ପହଞ୍ଚି ଯାଇଛନ୍ତି। ଆଜି ସେ ନିଜ ଦେଶ ସ୍ପେନର ଷ୍ଟାର ଖେଳାଳି ପାବଲୋ କାରେନା ବୁସ୍ତାଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି।

୩୩ ବର୍ଷୀୟ ନାଡାଲଙ୍କୁ ୨୭ ନଂ ସିଡ୍‌ ପାବଲୋ ଆରମ୍ଭରୁ ଜୋରଦାର ଟକ୍କର ଦେଇଥିଲେ। ତେବେ ଅଭିଜ୍ଞ ନାଡାଲ ୬-୧, ୬-୨ ଓ ୬-୪ ସେଟ୍‌ରେ ତାଙ୍କୁ ହରାଇ ଦେଇଥିଲେ। ଏହି ବିଜୟ ସହ ୧୩ଥର ପାଇଁ ନାଡାଲ ଶେଷ ୧୬ ପର୍ଯ୍ୟାୟରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ନାଡାଲ କହିଛନ୍ତି, “ଏଯାଏ ଟୁର୍ଣ୍ଣାମେଣ୍ଟର ଏହା ମୋ ପାଇଁ ସବୁ ଠାରୁ ବଡ଼ ମ୍ୟାଚ୍ ଥିଲା। ମୁଁ ଦିନକୁ ଦିନ ମୋ ଖେଳରେ ଉନ୍ନତି ଆଣୁଛି। ତେଣୁ ମୁଁ ଖୁସି।”

ଟପ୍ ସିଡ୍ ନାଡାଲ୍ ଗୁରୁବାର ଦ୍ୱିତୀୟ ରାଉଣ୍ଡରେ ଆର୍ଜେଣ୍ଟିନାର ଫେଡେରିକୋ ଡେଲବୋନିସଙ୍କୁ ସିଧାସଳଖ ୬-୩, ୭-୬ (୭/୪), ୬-୧ ସେଟରେ ହରାଇଥିଲେ।

ପାବଲୋ କାରେନା ବୁସ୍ତା ଦ୍ୱିତୀୟ ରାଉଣ୍ଡରେ ଜର୍ମାନୀର କ୍ୱାଲିଫାୟର୍ ପିଟର୍ ଗୋଜୋକଜିକଙ୍କୁ ୬-୪, ୬-୧, ୧-୬, ୬-୪ ସେଟରେ ପରାସ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story