୬୨ତମ ଜାତୀୟ ସ୍କୁଲ୍ ରଗବୀ ଚାମ୍ପିଅନ୍‌ସିପ୍: ଓଡ଼ିଶାର ୧୭ ଓ ୧୯ ବର୍ଷରୁ କମ୍ ବାଳିକା ଚାମ୍ପିଅନ୍‌

ଭୁବନେଶ୍ୱର: ତିନି ଦିନ ଧରି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ରଗ୍‌ବୀ ଚାମ୍ପିଅନ୍‌ସିପ୍ ଆଜି ଶେଷ ହୋଇଛି। ଏଥିରେ ଓଡ଼ିଶା ୧୭ ଓ ୧୯ ବର୍ଷରୁ କମ୍ ବାଳିକାମାନେ ଚାମ୍ପିଅନ୍ ହୋଇଥିବା ବେଳେ ମହାରାଷ୍ଟ୍ରର ୧୭ ଓ ୧୯ ବର୍ଷରୁ କମ୍ ବାଳକମାନେ ଚାମ୍ପିଅନ୍ ହୋଇଛନ୍ତି। ୧୭ ବର୍ଷରୁ କମ୍ ବାଳିକା ବିଭାଗରେ ମହାରାଷ୍ଟ୍ରକୁ ୨୨-୦ରେ ହରାଇ ଚାମ୍ପିଅନ୍ ହୋଇଛି ଓଡ଼ିଶା। ୧୯ ବର୍ଷରୁ କମ୍ ବାଳିକା ବିଭାଗରେ ମହାରାଷ୍ଟ୍ରକୁ ୩୮-୦ରେ ହରାଇ ଓଡ଼ିଶା ଚାମ୍ପିଅନ୍ ହୋଇଛି। ୧୭ […]

ragbi

ragbi

Rakesh Mallick
  • Published: Saturday, 24 December 2016
  • Updated: 24 December 2016, 08:44 PM IST

Sports

Latest News

ଭୁବନେଶ୍ୱର: ତିନି ଦିନ ଧରି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ରଗ୍‌ବୀ ଚାମ୍ପିଅନ୍‌ସିପ୍ ଆଜି ଶେଷ ହୋଇଛି। ଏଥିରେ ଓଡ଼ିଶା ୧୭ ଓ ୧୯ ବର୍ଷରୁ କମ୍ ବାଳିକାମାନେ ଚାମ୍ପିଅନ୍ ହୋଇଥିବା ବେଳେ ମହାରାଷ୍ଟ୍ରର ୧୭ ଓ ୧୯ ବର୍ଷରୁ କମ୍ ବାଳକମାନେ ଚାମ୍ପିଅନ୍ ହୋଇଛନ୍ତି।

୧୭ ବର୍ଷରୁ କମ୍ ବାଳିକା ବିଭାଗରେ ମହାରାଷ୍ଟ୍ରକୁ ୨୨-୦ରେ ହରାଇ ଚାମ୍ପିଅନ୍ ହୋଇଛି ଓଡ଼ିଶା। ୧୯ ବର୍ଷରୁ କମ୍ ବାଳିକା ବିଭାଗରେ ମହାରାଷ୍ଟ୍ରକୁ ୩୮-୦ରେ ହରାଇ ଓଡ଼ିଶା ଚାମ୍ପିଅନ୍ ହୋଇଛି।

୧୭ ବର୍ଷରୁ କମ୍ ବାଳକ ବିଭାଗରେ ମହାରାଷ୍ଟ୍ର ଦିଲ୍ଲୀକୁ ୫-୦ରେ ପରାସ୍ତ କରି ଚାମ୍ପିଅନ ହୋଇଛି। ସେହିପରି ୧୯ ବର୍ଷରୁ କମ୍ ବାଳକ ବିଭାଗରେ ଓଡ଼ିଶାକୁ ୧୪-୫ରେ ହରାଇ ମହାରାଷ୍ଟ୍ର ଚାମ୍ପିଅନ୍ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos