ଆଫଗାନିସ୍ତାନ ବିପକ୍ଷ ଟେଷ୍ଟରେ ରାହାଣେ ଅଧିନାୟକ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଏକମାତ୍ର ଟେଷ୍ଟ ଓ ଇଂଲଣ୍ଡ ଏବଂ ଆୟାରଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ଏହା ସହିତ ଇଂଲଣ୍ଡ ବିପକ୍ଷ ତିନିଟି ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ମଧ୍ୟ ଦଳ ଘୋଷଣା କରାଯାଇଛି। ଆଫଗାନିସ୍ତାନ ବିପକ୍ଷରେ ବେଙ୍ଗାଲୁରୁରେ ଜୁନ୍ ୧୪ ତାରିଖରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍ ପାଇଁ ଆଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ କରାଯାଇଛି। ଏହି ଏକମାତ୍ର ଟେଷ୍ଟରେ କରୁଣ ନାୟର […]

RAHANE

RAHANE

Rakesh Mallick
  • Published: Tuesday, 08 May 2018
  • Updated: 08 May 2018, 10:06 PM IST

Sports

Latest News

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଏକମାତ୍ର ଟେଷ୍ଟ ଓ ଇଂଲଣ୍ଡ ଏବଂ ଆୟାରଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ଏହା ସହିତ ଇଂଲଣ୍ଡ ବିପକ୍ଷ ତିନିଟି ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ମଧ୍ୟ ଦଳ ଘୋଷଣା କରାଯାଇଛି।

ଆଫଗାନିସ୍ତାନ ବିପକ୍ଷରେ ବେଙ୍ଗାଲୁରୁରେ ଜୁନ୍ ୧୪ ତାରିଖରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍ ପାଇଁ ଆଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ କରାଯାଇଛି। ଏହି ଏକମାତ୍ର ଟେଷ୍ଟରେ କରୁଣ ନାୟର ଓ କୁଲଦୀପ ଯାଦବଙ୍କୁ ସ୍ଥାନ ମିଳିଛି। ଏହି ମ୍ୟାଚ୍‌ରେ ବିରାଟ କୋହଲି ଖେଳିବେ ନାହିଁ। କାରଣ ସେ ସେତେବେଳେ ଇଂଲଣ୍ଡର ସରେରେ କାଉଣ୍ଟିଂ କ୍ରିକେଟ୍‌ ଖେଳୁଥିବେ। ରୋହିତ ଶର୍ମାଙ୍କୁ ଏହି ଟିମ୍‌ରେ ସାମିଲ କରାଯାଇନାହିଁ। ତାଙ୍କୁ ବିଶ୍ରାମ ଦିଆଯାଇଛି। ଜସପ୍ରୀତ ବୁମରାହ ଓ ଭୁବନେଶ୍ୱର କୁମାର ବି ଏହି ଟେଷ୍ଟ ଖେଳିବେ ନାହିଁ।

ଆୟାରଲାଣ୍ଡ ବିପକ୍ଷରେ ଦୁଇଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ ଭାରତୀୟ ଟିମ୍। ଜୁନ୍ ୨୭ ଓ ୨୯ ତାରିଖରେ ଏହି ଦୁଇଟି ମ୍ୟାଚ୍ ଖେଳାଯିବ। ସେହିଭଳି ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ଜୁଲାଇ ୩ ତାରିଖରୁ ଆରମ୍ଭ ହେବ। ଏହି ଦୁଇଟି ଯାକ ସିରିଜ୍‌ କୋହଲିଙ୍କ ନେତୃତ୍ୱରେ ଖେଳାଯିବ। ଟି-ଟ୍ୱେଣ୍ଟିରେ ସୁରେଶ ରୈନାଙ୍କୁ ସ୍ଥାନ ମିଳିଛି। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଜୁଲାଇ ୮ ତାରିଖରୁ ଆରମ୍ଭ ହେବ।

ଆଫଗାନିସ୍ତାନ ଟେଷ୍ଟ ପାଇଁ ଟିମ୍- ଆଜିଙ୍କ୍ୟ ରାହାଣେ (ଅଧିନାୟକ), ଚେତେଶ୍ୱର ପୂଜାରା, ଶିଖର ଧାୱନ, ମୁରଲି ବିଜୟ, କେ.ଏଲ୍‌ ରାହୁଲ, କରୁଣ ନାୟର, ରିଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମୋହମ୍ମଦ ସାମି, ଉମେଶ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ୍ତ ଶର୍ମା, ଶାର୍ଦୁଲ ଠାକୁର

ଅନ୍ୟ ଟିମ୍‌ଗୁଡ଼ିକରେ କେଉଁମାନେ ସାମିଲ ହୋଇଛନ୍ତି ବିସିସିଆଇ ଟ୍ୱିଟ୍‌ରୁ ପଢ଼ନ୍ତୁ

488

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story