ଆଇସିସି ଟି-୨୦ ର‌୍ୟାଙ୍କିଙ୍ଗ୍: ରାହୁଲ ଷଷ୍ଠ

ଦୁବାଇ: ଏକ ଟିଭି ଶୋ’ରେ ନିଜର ମନ୍ତବ୍ୟ ପାଇଁ ବିବାଦରେ ପଡ଼ିଥିବା ଲୋକେଶ ରାହୁଲଙ୍କ ପାଇଁ ଖୁସି ଖବର ଆସିଛି। ସଦ୍ୟ ପ୍ରକାଶିତ ଆଇସିସି ଟି-୨୦ ର‌୍ୟାଙ୍କିଙ୍ଗରେ ରାହୁଲ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ସେ ଟିମ୍ ଇଣ୍ଡିଆର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ଟପ୍-୧୦ରେ ଅଛନ୍ତି। କେବଳ ଏତିକି ନୁହେଁ, କ୍ରିକେଟ୍ ଦୁନିଆରେ ନୂଆ ଭାବେ ସାମିଲ୍ ହୋଇଥିବା ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନ୍ ହଜରତୁଲ୍ଲା ଜାଜାଇ ର‌୍ୟାଙ୍କିଙ୍ଗର ସପ୍ତମ ସ୍ଥାନକୁ ଉଠିଛନ୍ତି। ଜାଜାଇ ଏକାଥରକେ ୩୧ ସ୍ଥାନ ଉପରକୁ ଉଠି […]

rahul

rahul

Hemant Lenka
  • Published: Thursday, 28 February 2019
  • Updated: 28 February 2019, 08:32 PM IST

Sports

Latest News

ଦୁବାଇ: ଏକ ଟିଭି ଶୋ’ରେ ନିଜର ମନ୍ତବ୍ୟ ପାଇଁ ବିବାଦରେ ପଡ଼ିଥିବା ଲୋକେଶ ରାହୁଲଙ୍କ ପାଇଁ ଖୁସି ଖବର ଆସିଛି। ସଦ୍ୟ ପ୍ରକାଶିତ ଆଇସିସି ଟି-୨୦ ର‌୍ୟାଙ୍କିଙ୍ଗରେ ରାହୁଲ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ସେ ଟିମ୍ ଇଣ୍ଡିଆର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ଟପ୍-୧୦ରେ ଅଛନ୍ତି। କେବଳ ଏତିକି ନୁହେଁ, କ୍ରିକେଟ୍ ଦୁନିଆରେ ନୂଆ ଭାବେ ସାମିଲ୍ ହୋଇଥିବା ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନ୍ ହଜରତୁଲ୍ଲା ଜାଜାଇ ର‌୍ୟାଙ୍କିଙ୍ଗର ସପ୍ତମ ସ୍ଥାନକୁ ଉଠିଛନ୍ତି। ଜାଜାଇ ଏକାଥରକେ ୩୧ ସ୍ଥାନ ଉପରକୁ ଉଠି ଟପ-୧୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

ବିବାଦରେ ଛନ୍ଦି ହୋଇପଡ଼ିଥିବା ରାହୁଲ ପ୍ରମାଣ କରିଛନ୍ତି ଯେ, ଏସବୁ ତାଙ୍କ କ୍ରିକେଟ୍ କ୍ୟାରିଅର ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ହୋଇଥିବା ଦୁଇମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ରାହୁଲ ୪୭ ଓ ୫୦ ରନର ଦମଦାର ଇନିଂସ୍ ଖେଳିଥିଲେ। ପୂର୍ବତନ ଏକ ନମ୍ବର ଖେଳାଳି ଭାରତର ଅଧିନାୟକ ବିରାଟ କୋହଲି ୧୭ତମ ଏବଂ ମହେନ୍ଦ୍ର ସିଂହ ଧୋନି ୫୬ତମ ସ୍ଥାନକୁ ଉଠିଛନ୍ତି।

ବୋଲିଂ ର‌୍ୟାଙ୍କିଙ୍ଗରେ ଜସପ୍ରୀତ ବୁମ୍ରା ୧୫ତମ ଓ କୃନାଲ୍ ପାଣ୍ଡ୍ୟା କ୍ୟାରିୟରର ଶ୍ରେଷ୍ଠ ୪୩ତମ ସ୍ଥାନରେ ପହଞ୍ଚିଛନ୍ତି। ତେବେ କୁଲଦୀପ ଯାଦବ ଦୁଇଟି ସ୍ଥାନ ଖସି ଚତୁର୍ଥ ସ୍ଥାନରେ ରହିଛନ୍ତି।
ଭାରତ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଶତକ ମାରିଥିବା ଗ୍ଲେନ୍ ମ୍ୟାକ୍ସୱେଲ ଶୀର୍ଷ ସ୍ଥାନକୁ ଉଠିଛନ୍ତି। ମ୍ୟାକ୍ସୱେଲ୍ ପ୍ରଥମ ମ୍ୟାଚରେ ୫୬ ଓ ଦ୍ୱିତୀୟ ମ୍ୟାଚରେ ଅପରାଜିତ୧୧୩ ରନ୍ କରିଥିଲେ। ଟିମ୍ ର‌୍ୟାଙ୍କିଙ୍ଗରେ ଭାରତ ତା’ର ଦ୍ୱିତୀୟ ସ୍ଥାନ ସୁରକ୍ଷିତ ରଖିଥିବା ବେଳେ ସାଉଥ୍ ଆଫ୍ରିକା ଓ ଇଂଲଣ୍ଡକୁ ପଛରେ ପକାଇ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନକୁ ଉଠିଛି। ଆଫଗାନିସ୍ତାନ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ୧୩୫ ପଏଣ୍ଟ ସହ ଶୀର୍ଷରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story