ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

ମୁମ୍ବାଇ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୁଅଙ୍କୁ ଜନ୍ମ ହେବାର ଗୋଟିଏ ସପ୍ତାହ ହୋଇଛି। ତେବେ ଏତେ କମ ବୟସରୁ ମଧ୍ୟ ତାଙ୍କୁ କ୍ୟାରିୟର ଗଢ଼ିବା ପାଇଁ ପରାମର୍ଶ ମିଳିବା ଆରମ୍ଭ ହେଲାଣି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଥକୁ ତାଙ୍କ ପୁଅ ଅନୁସରଣ କରି ଭବିଷ୍ୟତରେ କ୍ରିକେଟର ହେବାକୁ ଟିମ ଇଣ୍ଡିଆର ସଦସ୍ୟ କେଏଲ ରାହୁଲ ପରାମର୍ଶ ଦେଇଛନ୍ତି। ଶୁକ୍ରବାର ହାର୍ଦ୍ଦିକଙ୍କ ବଡ଼ ଭାଇ କୃନାଲ ପାଣ୍ଡ୍ୟା ତାଙ୍କ ପୁତୁରାକୁ ଧରି ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ […]

fg

fg

Hemant Lenka
  • Published: Saturday, 08 August 2020
  • Updated: 08 August 2020, 04:04 PM IST

Sports

Latest News

ମୁମ୍ବାଇ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୁଅଙ୍କୁ ଜନ୍ମ ହେବାର ଗୋଟିଏ ସପ୍ତାହ ହୋଇଛି। ତେବେ ଏତେ କମ ବୟସରୁ ମଧ୍ୟ ତାଙ୍କୁ କ୍ୟାରିୟର ଗଢ଼ିବା ପାଇଁ ପରାମର୍ଶ ମିଳିବା ଆରମ୍ଭ ହେଲାଣି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଥକୁ ତାଙ୍କ ପୁଅ ଅନୁସରଣ କରି ଭବିଷ୍ୟତରେ କ୍ରିକେଟର ହେବାକୁ ଟିମ ଇଣ୍ଡିଆର ସଦସ୍ୟ କେଏଲ ରାହୁଲ ପରାମର୍ଶ ଦେଇଛନ୍ତି।

ଶୁକ୍ରବାର ହାର୍ଦ୍ଦିକଙ୍କ ବଡ଼ ଭାଇ କୃନାଲ ପାଣ୍ଡ୍ୟା ତାଙ୍କ ପୁତୁରାକୁ ଧରି ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ଛୋଟ ଛୁଆଟିକୁ କ୍ରିକେଟ ବିଷୟରେ କଥା ହେବା ବୋଲି କହୁଛନ୍ତି। ଏହି ଭିଡିଓକୁ ଦେଖି ରାହୁଲ କହିଛନ୍ତି ଯେ ଦୟା କରି ତା’କୁ କୁହନ୍ତୁ ଯେ ସେ ବଡ଼ ହେଲେ ଜଣେ ଦ୍ରୁତ ବୋଲିଂ ଅଲରାଉଣ୍ଡର ହେବ।

ହାର୍ଦ୍ଦିକ ଓ କୃନାଲ ଦୁଇ ଜଣ ଯାକ ଟିମ ଇଣ୍ଡିଆ ପାଇଁ ଖେଳିଛନ୍ତି। ହାର୍ଦ୍ଦିକ ମିଡିୟମ ଫାଷ୍ଟ ଅଲରାଉଣ୍ଡର ହୋଇଥିବା ବେଳେ କୃନାଲ ସ୍ପିନିଂ ଅଲରାଉଣ୍ଡର। ତେଣୁ ହାର୍ଦ୍ଦିକଙ୍କ ପୁଅ ଦ୍ରୁତ ବୋଲିଂ ଅଲରାଉଣ୍ଡର ହୁଅନ୍ତୁ ବୋଲି ରାହୁଲ କହିଛନ୍ତି।

View this post on Instagram

Let’s talk cricket 🙈

A post shared by Krunal Pandya (@krunalpandya_official) on

ଗତ ଗୁରୁବାର ହାର୍ଦ୍ଦିକଙ୍କ ପତ୍ନୀ ନତାଶା ଏହି ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଥିଲେ। ମେ’ ମାସରେ ହିଁ ହାର୍ଦ୍ଦିକ ବାପା ହେବାକୁ ଯାଉଥିବା ଘୋଷଣା କରିଥିଲେ। ଶନିବାର ପାଣ୍ଡ୍ୟା ନିଜ ପୁଅଙ୍କ ସହ ପ୍ରଥମ ଫଟୋକୁ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story