ବର୍ଷା ଯୋଗୁ ଅଟକିଲା ମ୍ୟାଚ୍

ମ୍ୟାଞ୍ଚେଷ୍ଟର୍: ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା। ଓଲ୍ଡ ଟ୍ରାଫର୍ଡରେ ବର୍ଷାର ଆଗମନ ଯୋଗୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ବିଶ୍ୱକପ୍ ସେମିଫାଇନାଲ୍ ମ୍ୟାଚ୍ ପ୍ରଭାବିତ ହୋଇଛି। ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ଯେଉଁକାରଣରୁ ମ୍ୟାଚକୁ ରୋକିବାକୁ ପଡ଼ିଛି। ଏହି ସମୟରେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ରସ୍ ଟେଲର ଓ ଟମ୍ ଲାଥାମ ବ୍ୟାଟିଂ କରୁଛନ୍ତି। ଟେଲର୍ ୬୭ […]

rain

rain

Hemant Lenka
  • Published: Tuesday, 09 July 2019
  • Updated: 09 July 2019, 06:54 PM IST

Sports

Latest News

ମ୍ୟାଞ୍ଚେଷ୍ଟର୍: ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା। ଓଲ୍ଡ ଟ୍ରାଫର୍ଡରେ ବର୍ଷାର ଆଗମନ ଯୋଗୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ବିଶ୍ୱକପ୍ ସେମିଫାଇନାଲ୍ ମ୍ୟାଚ୍ ପ୍ରଭାବିତ ହୋଇଛି। ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ଯେଉଁକାରଣରୁ ମ୍ୟାଚକୁ ରୋକିବାକୁ ପଡ଼ିଛି। ଏହି ସମୟରେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ରସ୍ ଟେଲର ଓ ଟମ୍ ଲାଥାମ ବ୍ୟାଟିଂ କରୁଛନ୍ତି।

ଟେଲର୍ ୬୭ ଓ ଲାଥାମ ୩ ରନ୍ କରି ଅପରାଜିତ ଅଛନ୍ତି। ତେବେ ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ମଧ୍ୟକ୍ରମରେ କ୍ୟାପଟେନ୍ କେନ୍ ୱିଲିୟମସନ୍ (୬୭) ଓ ରସ୍ ଟେଲର୍ (୬୭*) ଲଢ଼ୁଆ ବ୍ୟାଟିଂ କରି ଟିମର ସମ୍ମାନ ରକ୍ଷା କରିଛନ୍ତି।

ଦୁହେଁ ତୃତୀୟ ୱିକେଟ୍ ପାଇଁ ୬୫ ରନର ମୂଲ୍ୟବାନ୍ ଭାଗୀଦାରୀ କରିଥିଲେ। ୱିଲିୟମସନ୍ ୬୭ ରନ୍ କରି ୟୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାର୍ଟିନ୍ ଗପ୍ଟିଲ୍ (୧) ପୁଣିଥରେ ନିରାଶ କରିଥିବା ବେଳେ ହେନରୀ ନିକୋଲ୍ସ (୨୮) ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି।

ଲୋୟର ମିଡିଲ୍ ଅର୍ଡରରେ ଜେମ୍ସ ନିଶାମ୍ (୧୨) ଓ କଲିନ୍ ଡି'ଗ୍ରାଣ୍ଡହୋମ୍ (୧୬) ଫେଲ୍ ମାରିଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ୟୁଜବେନ୍ଦ୍ର ଚହଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story